ବହୁତ ଜଲ୍ଦି ଯବାନ ହେଇ ଯାଇଛନ୍ତି Bollywood ର ଏହି 5 ଜଣ ଅଭିନେତ୍ରୀଙ୍କ ଝିଅ, ନମ୍ବର 5 ଙ୍କ ଝିଅ ଲାଗନ୍ତି ସବୁଠୁ ଅଧିକ ହଟ, ଦେଖିବା ମାତ୍ରେ ଦିବାନା ହେଇଯିବେ

ଦର୍ଶକବନ୍ଧୁ, ୯୦ ଦଶକର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଆଜି ବିବାହ କରି ନିଜର ଆନନ୍ଦମୟ ଜୀବନ ଅତିବାହିତ କରୁଛନ୍ତି । ବର୍ତ୍ତମାନ କେତେକ ଅଭିନେତ୍ରୀ ବିବାହ କରି ଦୁଇ ଦୁଇଟି ସନ୍ତାନର ମା ହୋଇଗଲେଣି । ଆଜି ଆମ୍ଭେ ସେହି ୫ ଜଣ ଅଭିନେତ୍ରୀଙ୍କ ସୁନ୍ଦରୀ ଝିଅ ମାନଙ୍କ ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ, ଯେଉଁମାନେ ଏହିଦିନ ମାନଙ୍କରେ ଜଲ୍ଦି ଯବାନ ହେବାକୁ ଯାଉଛନ୍ତି । ଆସନ୍ତୁ ତେବେ ଜାଣିବା ସେହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ଝିଅ ଙ୍କ ସମ୍ବନ୍ଧରେ,-

୧- “ରବିନା ଟଣ୍ଡନ”- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ମସ୍ତ ମସ୍ତ ଅଭିନେତ୍ରୀ ଭାବରେ ପରିଚିତ “ରବିନା ଟଣ୍ଡନ” ଅନେକ ଗୁଡିଏ ଚଳଚିତ୍ରରେ ନିଜର ଉତ୍ତମ ପ୍ରଦର୍ଶଣ ଦେଖାଇ ସମସ୍ତଙ୍କ ହୃଦୟ ମଧ୍ୟରେ ଘର କରି ରହି ଆସିଛନ୍ତି । “ରବିନା ଟଣ୍ଡନ” ଆଜିଭଳି ଦିନରେ ୨ ଟି ସନ୍ତାନଙ୍କ ମା ଅଟନ୍ତି । ତାଙ୍କ ଝିଅ ଙ୍କ ନାମ “ରାଶା” ଅଟେ । ବର୍ତ୍ତମାନ ତାଙ୍କ ଝିଅ ୧୬ ବର୍ଷ ର ହୋଇଗଲେଣି । ବର୍ତ୍ତମାନ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

୨- “କାଜୋଲ”-  ବନ୍ଧୁଗଣ, “କାଜୋଲ” ଙ୍କ ଅଭିନୟ ବହୁତ ଉନ୍ନତ ମାନର ଅଟେ । ସେ ନିଜର ସମସ୍ତ କିରଦାର କୁ ବେସ ଭଲଭାବେ ନିଭାଇ ଥାନ୍ତି । ବଲିଉଡ ର ସିଙ୍ଘମ ଷ୍ଟାର ଏବଂ କାଜୋଲ ଙ୍କ ଝିଅ “ନ୍ୟାସା” ନିଜ ମା ଙ୍କ ଭଳି ଷ୍ଟାଇଲିସ ଏବଂ ସୁନ୍ଦର ଦେଖାଯାଉଛନ୍ତି । ଆଜିଭଳି ଦିନରେ ସେ ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚ୍ଚାରେ ରହୁଛନ୍ତି ।

୩- “ଶ୍ରୀଦେବୀ”- ବନ୍ଧୁଗଣ “ଶ୍ରୀଦେବୀ” ଙ୍କର ବଡ ଝିଅ “ଜାନବୀ କପୁର” ଫିଲ୍ମ ‘ଧଡକ’ ମାଧ୍ୟମରେ ବଲିଉଡ ରେ ଡେବ୍ୟୁ କରି ସାରିଲେଣି । ମାତ୍ର ତାଙ୍କର ଛୋଟ ଝିଅ “ଖୁସି କପୁର” ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ରେ ଆସିନାହାନ୍ତି । ମାତ୍ର ସେ ବର୍ତ୍ତମାନ ବହୁତ ଯବାନ ଏବଂ ସୁନ୍ଦର ମଧ୍ୟ ହୋଇସାରିଲେଣି ।

୪- “ଭାଗ୍ୟଶ୍ରୀ”- ସୁପରହିଟ ଫିଲ୍ମ “ମେନେ ପ୍ୟାର କିୟା” ରେ ଅଭିନୟ କରି ବଲିଉଡ ରେ ନିଜର କାରିୟର ଆରମ୍ଭ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ମଧ୍ୟ ଭାଗ୍ୟଶ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କର ଝିଅ “ଅବନ୍ତିକା” ବର୍ତ୍ତମାନ ତାଙ୍କ ଭଳି ବହୁତ ଷ୍ଟାଇଲିସ ଏବଂ ସୁନ୍ଦର ଦେଖାଯାଉଛନ୍ତି ।

୫- “ପୁନମ ଢିଲୋ”- ସଲମାନ ଖାନ ର ପୂର୍ବ ପ୍ରେମିକା ଏବଂ ବଲିଉଡ ର ସବୁଠାରୁ ସୁନ୍ଦର ଅଦାକାର ଅଟନ୍ତି । ବନ୍ଧୁଗଣ ବର୍ତ୍ତମାନ ମଧ୍ୟ “ପୁନମ ଢିଲୋ” ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ବଲିଉଡ ରେ ନିଜର ଅଭିନୟ ଦ୍ଵାରା ଅଧିକାଂଶ ଦର୍ଶକ ଙ୍କ ହୃଦୟରେ ରାଜୁତି କରୁଥିଲେ ।

ତାଙ୍କ ଝିଅ ପାମୋଲା ଆଜି ତାଙ୍କ ମାଙ୍କ ଭଳି ସୁନ୍ଦର ଦେଖାଯାଉଛନ୍ତି । ବନ୍ଧୁଗଣ ଏହାଥିଲା ୫ ଜଣ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସୁନ୍ଦରୀ ଝିଅ ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।