କାମ କରିବା ସମୟରେ ଚାକରାଣୀ କୁ କିସ କରୁଥିଲେ ରାଜ କୁନ୍ଦ୍ରା, ସତ ଜାଣିବା ମାତ୍ରେ Silpa ଏମିତି ନେଲେ କ୍ଳାସ, Video ଭାଇରାଲ

ନିଜର ସାନଦାର ପର୍ଫୋମାଂସ ପାଇଁ ଦିଲକୁ ଜିତିଥିବା ଅଭିନେତ୍ରୀ ଶିଲ୍ପା ସେଠୀ ସୋସିଆଲ ମିଡିଆରେ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । କିଛି ଦିନ ହେବ ଶିଲ୍ପା ଟିକ ଟକ ଆପରେ ଯୋଗ ଦେଇଛନ୍ତି ଯେଉଁଥିରେ ସେ ତାଙ୍କର କିଛି ବିଡିଓ ଶେୟାର କରୁଛନ୍ତି ।

ସବୁଠାରୁ ଖାସ କଥା ହେଉଛି ସେ ଏକା ନୁହେ ବରଂ ନିଜ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ସହ ବିଡିଓ କରି ଶେୟାର କରୁଛନ୍ତି । ଲକ ଡାଉନରେ ଯେଉଁଠାରେ ଲୋକମାନେ ବୋର ହେଉଛନ୍ତି ସେଠାରେ ଶିଲ୍ପା ନିଜ ବିଡିଓ ଜରିଆରେ ଫ୍ୟାନ୍ସ ମାନଙ୍କୁ ହସାଉଛନ୍ତି । ଶିଲ୍ପା ନିଜ ବିଡିଓରେ ଏମିତି ଏକ ମୁମେଣ୍ଟ ଶେୟାର କରୁଛନ୍ତି ଯେଉଁଥିରେ ସେ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କୁ ମାରିବାର ନଜର ଆସୁଛନ୍ତି ।

ଶିଲ୍ପା ଶେୟାର କରିଲେ ମଜାଦାର ବିଡିଓ : ଶିଲ୍ପା ଦୁଇ ପ୍ରକାରର ବିଡିଓ ସେୟାର କରିଛନ୍ତି । ପ୍ରଥମ ବିଡିୟରେ ଶିଲ୍ପା ଘର କାମ କରିବା ସମୟରେ ରାଜ ତାଙ୍କ ସହ ରୋମାନ୍ସ କରିବାକୁ ଇଛା କରିଛନ୍ତି । ଶିଲ୍ପା କି-ସ ନ କରିବାକୁ ରାଜଙ୍କୁ କହିଥିଲେ । ଏହା ପରେ ତାଙ୍କ ଘରର ଚାକରାଣୀ ଏହି ଦ୍ରୁଶ୍ଯକୁ ଦେଖି କହିଥିଲେ ଯେ “ମ୍ୟାଡମ ବାବୁଙ୍କୁ ଭଲ ଭାବେ ବୁଝାଇ ଦିଅନ୍ତୁ ନ ହେଲେ ସେ ବୁଝିବେ ନାହି” ।

ଏହା ପରେ ଶିଲ୍ପା ରାଜଙ୍କୁ ବହୁତ ମା-ରି-ଥି-ଲେ । ଏଠାରେ ଚାକରାଣୀର ଭୂମିକାରେ ଶିଲ୍ପା ହିଁ ନଜର ଆସିଛନ୍ତି । ସ୍ଵାମୀ ଓ ସ୍ତ୍ରୀଙ୍କର ଏହି ମଜାଦାର ବିଡିଓ ଦର୍ଶକ ମାନଙ୍କୁ ବହତୁ ପସନ୍ଦ ଆସିଛି । ଏହା ବ୍ଯତୀତ ଶିଲ୍ପା ନିଜ ପରିବାର ସହ କିଛି ବିଡିଓ ମଧ୍ୟ ଶେୟାର କରୁଛନ୍ତି । କିଛି ଦିନ ପୂର୍ବେ ଶିଲ୍ପା ଏକ କୁନି ଝିଅକୁ ସେରୋଗେସୀ ଜରିଆରେ ଜନ୍ମ ଦେଇଥିଲେ ବୋଲି ଶେୟାର କରିଥିଲେ ।

ମି-ସ-କ୍ୟା-ରେ-ଜ ଦୁଖରେ ଶିଲ୍ପା ଗତି କରିସାରିଛନ୍ତି : ଶିଲ୍ପା ସେରୋଗେସୀ ଜରିଆରେ ମା ହୋଇଥିବାରୁ ଅନେକ ପ୍ରଶ୍ନ ତାଙ୍କ ଉପରେ ଉଠିଥିଲା । ନିଜ ପ୍ରେଗନେନ୍ସିକୁ ନେଇ ଶିଲ୍ପା ଏକ ବଡ ଖୁଲାସା କରିଛନ୍ତି ଯେ ତାଙ୍କର କିଛି ଶା-ରୀ-ରି-କ ଅ-ସୁ-ବି-ଧା ଥିଲା ସେଥିପାଇଁ ସେ ଏହି ମାଧ୍ୟମକୁ ଆପଣେଇ ଥିଲେ ।

ପରିବାର ସହ ସମୟ ସ୍ପେନ୍ଡ କରୁଛନ୍ତି ଶିଲ୍ପା : ଶିଲ୍ପା କେବେ ବି ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ବିୟାନ ଏକା ରହୁ । ଏହା ଅପରେ ସେ ୩ଥର ସେରୋଗେସୀ ପ୍ରକ୍ରିୟା କରିବାରେ ପରେ ଏହା ସମ୍ଭବ ହୋଇଥିଲା । ପ୍ରଥମ ପ୍ରେଗନେନ୍ସି ସମୟରେ ତାଙ୍କର ଓଜନ ୩୨ କିଲୋ ବଢିଥିଲା ଯାହାକୁ ନେଇ ବହୁତ ସମସ୍ଯା ହୋଇଥିଲା ।

ଦେଖିବାକୁ ଗଲେ ଶିଲ୍ପା ନିଜ ଫିଟନେସକୁ ବହୁତ ପ୍ରୋଟେକ୍ଟ ରହିଥାନ୍ତି । ସେ ପରେନେନ୍ସି ପରେ ନିଜର କମ କରିଥିଲେ । ଶିଲ୍ପା ଓ ରାଜ ୨୦୦୯ରେ ମ୍ୟାରେଜ କରିଥିଲେ ଓ ୨୦୧୨ ମେ ୨୧ରେ ସେ ତାଙ୍କ ପୁଅ ବିୟାନଙ୍କୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଶିଲ୍ପା ନିଜ ପରିବାର ସହ ବେଶ ହସଖୁସିରେ ଟାଇମ ସ୍ପେନ୍ଡ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ