ଆପଣଙ୍କର ଫେବରେଟ ବଲୀଉଡ ଷ୍ଟାରମାନଙ୍କର ଅଜବ ନିକନେମ, ଐଶ୍ୱର୍ୟା ରାୟଙ୍କର ନା ଶୁଣିଲେ ହସି ହସି ଗଡିବେ ଆପଣ

ପ୍ରାୟତଃ ବ୍ୟକ୍ତିମାନଙ୍କର ଦୁଇଟି ନାମ ହୋଇଥାଏ, ଗୋଟିଏ ପ୍ରଫେଶନଲ ଓ ଗୋଟିଏ ପର୍ସନଲ । କିନ୍ତୁ କଣ ଆପଣ ଜାଣିଛନ୍ତି ବଲୀଉଡର ସେଲିବ୍ରିଟିଙ୍କୁ ଆପଣ ଯେଉଁ ନାମରେ ଜାଣିଛନ୍ତି ତାଙ୍କର ପରିବାର ଲୋକମାନେ ତାଙ୍କୁ ସେହି ନାମରେ ଡାକନ୍ତି ନାହିଁ । ଫିଲ୍ମ ଦୁନିଆ ବାହାରେ କୌଣସି ସେଲିବ୍ରିଟୀଙ୍କୁ ଗୁଲ୍ଲୂ, ତ କାହାକୁ ରେମଂଡ, ତ କାହାକୁ ମିଟ୍ଠୂ କୁହାଯାଏ । ଆପଣଙ୍କର ଫେବରେଟ ବଲୀଉଡ ସେଲିବ୍ରିଟିଙ୍କର ଅଜବ ଗଜବ ନିକନେମ, ଏହା ଶୁଣି ଆପଣଙ୍କୁ ହସ ଆସିଯିବ ।

ଆପଣଙ୍କର ଫେବରେଟ ବଲୀଉଡ ସେଲିବ୍ରିଟିଙ୍କର ଅଜବ ଗଜବ ନିକନେମ

କଙ୍ଗନା ରନୌତ

ବଲୀଉଡର ଅଭିନେତ୍ରୀ କଙ୍ଗନା ରନୌତଙ୍କର ନିକନେମ ଅରଶଦ ଅଟେ । ଏହି ନାମରେ ତାଙ୍କର ପିତା ତାଙ୍କୁ ଡାକନ୍ତି ।

ରଣବୀର କପୁର

ଆପଣଙ୍କର ଫେବରେଟ ଅଭିନେତା ରଣବୀର କପୁରଙ୍କୁ ତାଙ୍କ ଘରେ ଅଜବ ନାମରେ ଡାକନ୍ତି । ରଣବୀରଙ୍କର ଘରଲୋକ ତାଙ୍କୁ ଡବ୍ବୁ ଓ ରେମଂଡ ନାମରେ ଡାକନ୍ତି ।

ପ୍ରିୟଙ୍କା ଚୋପଡା

ଆମେରିକାନ ସିଙ୍ଗର ସହ ବିବାହ କରିବା ପରେ ପ୍ରିୟଙ୍କା ସେଠିକାର ନିବାସୀ ହୋଇ ଯାଇଛନ୍ତି । କହିବାକୁ ଗଲେ ଘରେ ଲୋକମାନେ କିନ୍ତୁ ତାଙ୍କୁ ମିମି ଓ ମିଟ୍ଠୂ ବୋଲି ଡାକନ୍ତି ।

ଅନୁଷ୍କା ଶର୍ମା

ବଲୀଉଡର ଟପ ଆକ୍ଟ୍ରେସ ମଧ୍ୟରେ ସାମିଲ ଅନୁଷ୍କା ଶର୍ମାଙ୍କର ନିକ ନେମ ନୁଶ୍କୀ ଓ ନୁଶେଶ୍ୱର ଅଟେ । କିନ୍ତୁ ବିରାଟ ତାଙ୍କୁ ଅନୁ ବୋଲି ଡାକନ୍ତି ।

ଶାହିଦ କପୁର

ଶାହିଦ କପୁର ବଲୀଉଡର ସବୁଠୁ କ୍ଯୂଟ ଆକ୍ଟର ଅଟନ୍ତି । ବର୍ତ୍ତମାନ ତାଙ୍କର ଚାର୍ମ ଚକଲେଟି ବୟ ଅଛି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ତାଙ୍କର ନିକନେମ ଶାସା ଅଟେ ।

ଶ୍ରଦ୍ଧା କପୁର

 

ଶ୍ରଦ୍ଧା କପୁରଙ୍କର ନାମ ଏକ ଆସ୍ଥା ଉପରେ ରଖାଯାଇଛି । ତାଙ୍କୁ ସମସ୍ତେ ଚିତ୍ରକୂଟ ନାମରେ ଜାଣନ୍ତି ।

ପରିଣୀତି ଚୋପଡା

ପରିଣୀତି ଚୋପଡା ବଲୀଉଡର ସବୁଠୁ ଚୁଲବୁଲି ଆକ୍ଟ୍ରେସ ଅଟନ୍ତି । ତାଙ୍କର ନିକନେମ ତିଶା ଅଟେ ।

ଐଶ୍ୱର୍ୟା ରାୟ

ମିସ ଇଣ୍ଡିଆ ଐଶ୍ୱର୍ୟା ରାୟଙ୍କୁ ତ ଲୋକମାନେ ବହୁତ ପସନ୍ଦ କରନ୍ତି ଓ ତାଙ୍କର ସୁନ୍ଦରତା ତାଙ୍କର ଚେହେରାରୁ ଦେଖାଯାଏ । କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ଗୁଲ୍ଲୂ ବୋଲି ଡାକନ୍ତି ।

ବରୁଣ ଧବନ

ଆପଣଙ୍କର ଫେବରେଟ ଅଭିନେତା ବରୁଣ ଧବନ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ସାରିଛନ୍ତି । କିନ୍ତୁ ଘରେ ତାଙ୍କୁ ପପୁ ବୋଲି ଡାକନ୍ତି । ଏହା ତାଙ୍କର ନିକନେମ ଅଟେ ।

ସନୀ ଲିୟୋନୀ

ପୋର୍ନରୁ ବଲୀଉଡ ପର୍ଯ୍ୟନ୍ତ ଯାତ୍ରା ସନୀ ଲିୟୋନୀଙ୍କ ପାଇଁ ବହୁତ କଠିନ ଭରା ଥିଲା । ତାଙ୍କର ପରିବାର ଲୋକେ ତାଙ୍କୁ କେରେନ ନାମରେ ଜାଣନ୍ତି ।

ଆଲିଆ ଭଟ୍ଟ

ଆପଣଙ୍କର ଫେବରେଟ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି । ତାଙ୍କୁ ଘରେ ଆଳୁ ବୋଲି ଡାକନ୍ତି ।

ଋତିକ ରୋଶନ

ଦୁନିଆର ମୋଷ୍ଟ ହ୍ୟାଣ୍ଡସମ ଅଭିନେତା ମଧ୍ୟରେ ସାମିଲ ଋତିକ ରୋଶନଙ୍କୁ ତାଙ୍କର ଘର ଲୋକମାନେ ଡୁଗ୍ଗୂ ନାମରେ ଡାକନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।