TV ଇଣ୍ଡଷ୍ଟ୍ରିର ଅମ୍ବାନୀ ହେଉଛନ୍ତି ସିଦ୍ଧାର୍ଥ ଶୁକ୍ଳା, ସମ୍ପତି ଜାଣିଲେ ଆଶ୍ଚର୍ୟ୍ଯ ହେଇଯିବେ

କଲରସ ଟିଭି ର ଫେମସ ରିଆଲିଟି ଶୋ ବିଗ ବସ ଛୋଟ ପରଦାର ସବୁଠାରୁ ସୁପରହିଟ ଶୋ ଅଟେ । ୨୦୨୦ ସିଜନରେ ସବୁକିଛି ଥଣ୍ଡା ଥଣ୍ଡା ନଜର ଆସିଛି । କିନ୍ତୁ ଯଦି ଅଲ ଓଭର ଦେଖିବା ତେବେ ଏହା ଛୋଟ ପରଦାର ସୁପରହିଟ ଶୋ ଅଟେ । ୩୦୦୬ରୁ ଆରମ୍ଭ ହୋଇଥିବା ଏହି ଶୋ ବହୁତ ବର୍ଷ ଧରି ଦର୍ଶକ ଙ୍କ ପ୍ରିୟ ଶୋ ରହିଛି । ଟିଭି ଏବଂ ଫିଲ୍ମ ଦୁନିଆ ସହିତ ଅନ୍ୟ କ୍ଷେତ୍ରରୁ ଯୋଡ଼ି ହୋଇଥିବା ବହୁତ ଅଭିନେତା ଅଭିନେତ୍ରୀ ଏହି ଶୋ ର ଅଂଶ ହୋଇସାରିଛନ୍ତି ।

ଆଜି ଆମେ କଥା ହେବା ସିଦ୍ଧାର୍ଥ ଶୁକ୍ଳା ଙ୍କ ବିଷୟରେ । ସିଦ୍ଧାର୍ଥ ଶୁକ୍ଳା ବିଗ ବସ ସିଯିନ ୧୩ ରେ ବହୁତ ଚର୍ଚ୍ଚାରେ ରହିଥିଲେ । ସେ ବିବାଦୀୟ ପ୍ରତିଯୋଗିତା ଙ୍କ ମଧ୍ୟରୁ ମଧ୍ୟ ଜଣେ ଅଟନ୍ତି । ଟିଭି ଅଭିନେତା ଓ ମଡେଲ ସିଦ୍ଧାର୍ଥ ଶୁକ୍ଳା ଗତ ୧୫ ବର୍ଷରୁ ଟେଲିଭିଜନ ଇଣ୍ଡଷ୍ଟ୍ରି ରେ କାମ କରୁଛନ୍ତି । ଏହା ଛଡା ସିଦ୍ଧାର୍ଥ ବଲିଉଡ ଫିଲ୍ମ ଏବଂ ୱେବ ସିରିଜରେ ମଧ୍ୟ କାମ କରି ସାରିଛନ୍ତି । ସିଦ୍ଧାର୍ଥ ଶୁକ୍ଳା ଖତ୍ରୋନ କେ ଖିଲାଡ଼ି ସିଜନ ୭ ର ମଧ୍ୟ ବିଜେତା ଅଟନ୍ତି ।

ସିଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇ ଙ୍କ ଅନ ସ୍କ୍ରିନ କେମେଷ୍ଟ୍ରୀକୁ ଦର୍ଶକ ମାନେ ବହୁତ ବେଶୀ ପସନ୍ଦ କରିଥାନ୍ତି । କିନ୍ତୁ ଦୁହିଁ ଙ୍କର ପର୍ଶନାଲ ଝଗଡ଼ା ପାଇଁ ସିରିଏଲ ଦିଲ ସେ ଦିଲ ତକ କୁ ବନ୍ଦ କରିବାକୁ ପଡ଼ିଥିଲା । ଏହି ଟିଭି ସିରିଏଲ ରୁ ସିଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇ ଙ୍କୁ ବହୁତ ନେମ ଆଊ ଫେମ ମିଳିଥିଲା । ଏହି ଟିଭି ଶୋ ପାଇଁ ସିଦ୍ଧାର୍ଥ ଶୁକ୍ଳା ଗୋଟେ ଏପିଶୋଡ ପାଇଁ ୧ ଲକ୍ଷ ଟଙ୍କା ନେଉଥିଲେ । ସିଦ୍ଧାର୍ଥ ଶୁକ୍ଳା ଙ୍କ ପାଖରେ ଆଜି ୩୯ କୋଟି ଟଙ୍କାର ସମ୍ପତି ଅଛି ।

ତାଙ୍କର ମୁମ୍ବାଇରେ ନିଜର ବହୁତ ଗୁଡ ଫ୍ଲାଟ ରହିଛି । ତାଙ୍କର ବହୁତ ବଡ଼ ବଡ଼ ଗାଡ଼ି ରହିଛି । ସେଥିରୁ ସବୁଠୁ ଦାମୀ ଗାଡ଼ି ହେଉଛି ବିଏମଦବୁଲୁ ଯାହାର ଦାମ ୧ କୋଟି ଟଙ୍କା । ସିଦ୍ଧାର୍ଥ ଶୁକ୍ଳା ନିଜ ଅଭିନୟ ଦ୍ଵାରା ସମଗ୍ର ଦର୍ଶକ ମାନଙ୍କ ହୃଦୟ କିଣିଛନ୍ତି । ସିଦ୍ଧାର୍ଥ ନିଜର ସୋସିଆଲ ମିଡିଆରେ ଏକ୍ଟିଭ ରହୁଛନ୍ତି । ନିଜର ଫଟୋ ଏବଂ ଭିଡିଓ ଫୋଷ୍ଟ କରି ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି ସିଦ୍ଧାର୍ଥ ।

ସିଦ୍ଧାର୍ଥ ଦେଖିବାକୁ ବହୁତ ସୁନ୍ଦର । ସେ ଅଟେ ସୁନ୍ଦର ଅଭିନୟ କରନ୍ତି ଯେ ସମସ୍ତେ ତାଙ୍କର ଫ୍ୟାନ ହୋଇଯାଆନ୍ତି । ବିଗ ବସ ରେ ସିଦ୍ଧାର୍ଥ ଶୁକ୍ଳା ନିଜର ଭଲ ବୁଦ୍ଧି ଏବଂ ଖେଳ ଦେଖାଇ ନିଜର ଫ୍ୟାନସ ମାନଙ୍କ ହୃଦୟ ଜିତିଥିଲେ । ସିଦ୍ଧାର୍ଥ ଶୁକ୍ଳା ବିବାହ କରିନାହାନ୍ତି । ସିଦ୍ଧାର୍ଥ ଶୁକ୍ଳା ବହୁତ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି । ସିଦ୍ଧାର୍ଥ ଶୁକ୍ଳା ନିଜର ଲୁକ, ଅନ୍ଦାଜ, ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି ।

ତେବେ ଆପଣଙ୍କୁ ସିଦ୍ଧାର୍ଥ ଶୁକ୍ଳା କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।