TV ର ଏହି Actor କେବେ ରୂପଲ ତ୍ୟାଗୀ ଙ୍କୁ ବାହା ହେବା ପାଇଁ ଦେଇଥିଲେ କଥା, କିନ୍ତୁ କରିବାକୁ ଯାଉଛନ୍ତି ଆଉ କାହା ସହିତ ବିବାହ

ଫ୍ରେଣ୍ଡ୍ସ ଟିଭି ଇଣ୍ଡଷ୍ଟ୍ରି ର ସୁନ୍ଦର ଆଉ କ୍ୟୁଟ ଅଭିନେତ୍ରୀ ଅଟନ୍ତି ରୂପଲ ତ୍ୟାଗୀ ଯିଏ ନିଜ ସିରିଏଲ କ୍ୟାରିୟରରେ ସବୁ ଚରିତ୍ର କୁ ସୁନ୍ଦର ଭାବେ ପ୍ରଦର୍ଶନ କରି ପ୍ରମାଣିତ କରିଦେଲେ କି ସେ ଟିଭି ଜଗତର ବେସ୍ଟ ଅଭିନେତ୍ରୀ ଅଟନ୍ତି । ଆପଣ ମାନେ ତ ଜାଣିଛନ୍ତି କି ରୂପଲ ତ୍ୟାଗୀ ନିଜ କ୍ଯାରିୟର ରେ ବହୁତ ପପୁଲାରୀଟି ହାସଲ କରିଛନ୍ତି । କିନ୍ତୁ ବହୁତ କମ ଲୋକ ହିଁ ଜାଣିଛନ୍ତି କି ରୂପଲ ତ୍ୟାଗୀଙ୍କ ପର୍ସନାଲ ଲାଇଫ ବହୁତ ଦୁଃଖମୟ ରହିଛି ।

ଆଜ୍ଞା ହଁ ରୂପଲ ତ୍ୟାଗୀଙ୍କୁ ବି ଜୀବନରେ କାହା ସହିତ ବହୁତ ଗଭୀର ପ୍ରେମ ହୋଇଥିଲା ଯାହା ସହିତ ସେ ସାରା ଜୀବନ କାଟିବା ପାଇଁ ସ୍ଥିର କରି ନେଇଥିଲେ । କିନ୍ତୁ ସେହି ବ୍ୟକ୍ତି ତାଙ୍କର ସ୍ଵପ୍ନକୁ ଗୋଟିଏ ଝଟକା ରେ ହିଁ ଭାଙ୍ଗିଦେଲେ ଓ ଆଉ କାହା କୁ ବାହା ହେଇଗଲେ । ଆଜି ଆମେ ଆପଣଙ୍କୁ ସେହି ବ୍ୟକ୍ତି ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା କିଏ ଅଟେ ସେହି ବ୍ୟକ୍ତି ।

ଟିଭି ଇଣ୍ଡଷ୍ଟ୍ରି ରେ ବହୁତ କାମ କରି ସାରିଥିବା ରୂପଲ ତ୍ୟାଗୀଙ୍କ ଜନ୍ମ 5 ଅକ୍ଟୋବର 1989 ରେ ମୁମ୍ବାଇରେ ହୋଇଥିଲା । ଏଥିପାଇଁ ତାଙ୍କର ପୁରା ପଢା ବି ଏଠାରେ ହିଁ ସଂପୂର୍ଣ୍ଣ ହୋଇଥିଲା । ଯଦି ଆମେ ତାଙ୍କର ଆକଟିଂ କ୍ଯାରିୟର ବିଷୟରେ କହିବା ତ ସେ ନିଜର ଆକଟିଂ କ୍ୟାରିୟର ର ଆରମ୍ଭ ହମାରି ବେଟିଓଁ କା ବିବାହ ରୁ କରିଥିଲେ । ଯାହାକୁ 2008 ରେ ପରଦାରେ ପ୍ରସାରିତ କରା ଯାଇଥିଲା । ଯାହା ପରେ ସେ Zee Tv ର ପପୁଲାର ସୋ ସପନେ ସୁହାନେ ଲଡକପନ କେ ରେ ଗୁଞ୍ଜନ ର ଚରିତ୍ର କରିବା ପାଇଁ ମଉକା ମିଳିଲା ।

ଯିଏ ତାଙ୍କ କ୍ୟାରିୟର ର କାୟା ପଲଟେଇ ଦେଲା ଓ ତାଙ୍କୁ ଟିଭି ଜଗତର ଫେମସ ଆକ୍ଟ୍ରେସ ବନେଇ ଦେଲା । ଯଦି କଥା ହେବା ସେହି ବ୍ୟକ୍ତି ବିଷୟରେ ଯିଏ ତାଙ୍କ ସହିତ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାଙ୍କୁ ଛାଡି ଆଉ କାହା ସହିତ ସମ୍ପର୍କ ରଖିଲେ, ତେବେ ଆପଣଙ୍କୁ କହି ଦେଉଛୁ କି ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଟିଭି ଇଣ୍ଡଷ୍ଟ୍ରି ର କଳାକାର ଅଙ୍କିତ ଗେରା । ଅଙ୍କିତ ଗେରା ସେହି ବ୍ୟକ୍ତି ଅଟନ୍ତି ଯିଏ ତାଙ୍କ ସହିତ ସିରିଏଲ ସପନେ ସୁହାନେ ଲଡକପନ କେ ରେ କାମ କରିଥିଲେ । ଓ ସେହି ସମୟରେ ହିଁ ଦୁହେଁ ଦୁହିଙ୍କୁ ଭଲ ପାଇ ବସିଲେ ।

ଏହି ଦୁଇ ଜଣଙ୍କର ଭଲ ପାଇବା ଏତେ ବଢି ଯାଇଥିଲା କି ଦୁଇ ଜଣ ସବୁ ଦିନ ପାଇଁ ଏକାଠି ହେବାର କସମ ବି ଖାଇଥିଲେ । କିନ୍ତୁ ଅଙ୍କିତ ଗେରା ତାଙ୍କର ଏହି କସମ କୁ ଭାଙ୍ଗି ଦେଇ ତାଙ୍କ ସହିତ ସମ୍ପର୍କ କାଟିଦେଲେ ଓ ଅଭିନେତ୍ରୀ ସାରା ଖାନ ଙ୍କ ପ୍ରେମରେ ପଡିଗଲେ । ଯାହାଙ୍କ ସହିତ ବହୁତ ଦିନରୁ ରିଲେସନସିପ ରେ ଅଛନ୍ତି ଓ ବହୁତ ଜଲ୍ଦି ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।

ଆପଣଙ୍କୁ କହି ଦେଉଛୁ କି ଯେଉଁଠି ଅଙ୍କିତ ଗେରା ସାରା ଖାନ ଙ୍କ ସହିତ ଏକ ସୁଖମୟ ବୈବାହିକ ଜୀବନ ବିତାଇବାକୁ ଯାଉଛନ୍ତି ସେଇଠି ରୂପଲ ତ୍ୟାଗୀ ଏହି ଦୁଃଖରୁ ଏବେ ବି ବାହାରି ପାରି ନାହାଁନ୍ତି । ଆଜ୍ଞା ହଁ ସେ ଆଜି ବି ଅଙ୍କିତ ଗେରା ଙ୍କୁ ମନେ ପକାଇ ବହୁତ କାନ୍ଦନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ରୂପଲ ତ୍ୟାଗୀ କେମିତି ଲାଗନ୍ତି ଆମକୁ କମେନ୍ଟ କରି ନିଶ୍ଚୟ ଜଣାଇବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।