Bollywood ର ଏହି 5 ଫ୍ଲପ ହିରୋଇନ ଏମିତି ବନିଲେ କୋଟି କୋଟି ଟଙ୍କାର ମାଲିକ

ବଲୀଉଡ ଇଣ୍ଡଷ୍ଟ୍ରିର ଡାଇରେକ୍ଟର ନୂଆ ଚେହେରାକୁ ଚାନ୍ସ ଦେବା ପାଇଁ ଅଧିକ ପ୍ରୟାସ କରନ୍ତି । ଅନ୍ୟ ପଟେ ବଲୀଉଡ ଇଣ୍ଡଷ୍ଟ୍ରିରେ ଆପଣଙ୍କୁ ପ୍ରାୟତଃ ନୂଆ ଚେହେରା ବି ଦେଖିବାକୁ ମିଳିଯିବ । କିନ୍ତୁ ଏହି ସବୁ ଅଭିନେତ୍ରୀମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ହିଟ ହୋଇ ଯାଆନ୍ତି ତ କିଛି ଅଭିନେତ୍ରୀ ଫ୍ଲପ ହୋଇ ଯାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଫ୍ଲପ ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ଫ୍ଲପ ହେବା ସତ୍ବେ ବି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ତେବେ ଚଲାନ୍ତୁ ଜାଣିବା ଫିଲ୍ମରେ ଫ୍ଲପ ହେବା ସତ୍ବେ ବି ଆଜି ଏହି ଅଭିନେତ୍ରୀମାନେ କେମିତି ନେ ଏକ ଭଲ ଲାଇଫ ଷ୍ଟାଇଲରେ ଜୀବନ ବ୍ୟତୀତ ଅଛନ୍ତି ।

ଅମୀଷା ପଟେଲ

ଫିଲ୍ମ ‘ଗଦର’ରୁ ଲାଇମ ଲାଇଟରେ ଆସିଥିବା ଅଭିନେତ୍ରୀ ଅମୀଷା ପଟେଲ ଏହି ଫିଲ୍ମରୁ ବହୁତ ଚର୍ଚାରେ ଆସିଯାଇଥିଲେ । ତଥାପି ବଲୀଉଡରେ ତାଙ୍କର କ୍ୟାରିୟର ଫ୍ଲପ ରହିଲା । କିନ୍ତୁ ଫ୍ଲପ ହେବା ସତ୍ବେ ବି ତାଙ୍କର ନିଜର ପ୍ରୋଡକ୍ଶନ ହାଉସ ବି ଅଛି ଓ ସେ କେତେକ ବ୍ରାଣ୍ଡକୁ ପ୍ରମୋଟ ବି କରନ୍ତି । ଯେଉଁଥିରୁ ସେ ଲକ୍ଷ ଲକ୍ଷ ଟଙ୍କାର ଆୟ କରି ନିଅନ୍ତି ।

ଆୟଶା ଟାକିୟା

ଆୟଶା ଟାକିୟା ବଲୀଉଡରେ ସଫଳତାର ଶୀର୍ଷରେ ପହଞ୍ଚିବା ମାତ୍ରେ ହିଁ ବିବାହ କରି ନେଲେ । ଆୟଶା ଟାକିୟାଙ୍କ ସ୍ଵାମୀ ଫରହାନ ଆଜମୀ ବହୁତ ହୋଟେଲର ମାଲିକ ଅଟନ୍ତି ଓ ତାଙ୍କର ପିତା ଜଣେ ନେତା ଅଟନ୍ତି ଓ ଏହି କାରଣରୁ ଆଜି ଆୟଶା ଟାକିୟା ଗୋଟିଏ ଧନୀ ପରିବାରରେ ଏକ ସୁଖୀ ଜୀବନ ବ୍ୟତୀତ କରୁଛନ୍ତି ।

ମଲାଇକା ଅରୋଡା

ବଲୀଉଡରେ ମଲାଇକା ଅରୋଡା ବହୁତ ଫିଲ୍ମରେ କାମ କରିଛନ୍ତି ଓ ବହୁତ ଆଇଟମ ଗୀତରେ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ତାଙ୍କର କ୍ୟାରିୟର ଅଧିକ ଦିନ ଚାଲିଲା ନାହିଁ । ଏମିତିରେ ବର୍ତ୍ତମାନ ସମୟରେ ମଲାଇକା ଅରୋଡା ବହୁତ ରିୟାଲିଟି ଶୋରେ ଜଜ ରୂପରେ ନଜର ଆସୁଛନ୍ତି । ଯେଉଁଥି ପାଇଁ ସେ ବହୁତ ଟଙ୍କା ଚାର୍ଜ କରିଥାନ୍ତି । ଏହା ସହିତ ସେ କେତେକ କମ୍ପାନୀର ସେୟାର ବି କିଣି ରଖିଛନ୍ତି ।

ଗୌହର ଖାନ

ଗୋଟିଏ ଜମାନା ଥିଲା ଯେତେବେଳେ ଗୌହର ଖାନ ବହୁତ ଫେମସ ଥିଲେ । କିନ୍ତୁ ତାଙ୍କର ଫିଲ୍ମି କ୍ୟାରିୟର ପୂରାପୂରି ଫ୍ଲପ ରହିଲା । ବର୍ତ୍ତମାନ ଗୋହର ଖାନଙ୍କ ପାଖରେ ନା ହିଁ କୌଣସି ଫିଲ୍ମ ଅଛି ଓ ନା ହିଁ  କିଛି ରିୟାଲିଟି ଶୋ । କିନ୍ତୁ ସେ ଗୋଟିଏ ଇଭେଣ୍ଟରେ ଡାନ୍ସ କରି ୬ ରୁ ୧୨ ଲକ୍ଷ ଟଙ୍କା ଆୟ କରି ନିଅନ୍ତି । ଏହା ସହିତ ସେ ବର୍ତ୍ତମାନ କିଛି ଦିନ ତଳେ ହିଁ ବିଗ ବସରେ ବି ନଜର ଆସିଥିଲେ ଓ ଏଥିରେ ସେ ଗୋଟିଏ ଏପିଶୋଡ ପାଇଁ ୫୦ ଲକ୍ଷ ଟଙ୍କା ଚାର୍ଜ କରିଛନ୍ତି ।

ନେହା ଧୂପିୟା

ବର୍ତ୍ତମାନ ସମୟରେ ନେହା ଧୂପିୟା ଏକା ସହିତ ବହୁତ ରିୟାଲିଟି ଶୋକୁ ଜଜ ଓ ହୋଷ୍ଟ କରୁଛନ୍ତି । ଏହା ସହିତ ସେ ଗୋଟିଏ ଇଭେଣ୍ଟକୁ ଯିବା ପାଇଁ ୬ ଲକ୍ଷ ରୁ ୮ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । କହିବାକୁ ଗଲେ ବଲୀଉଡରେ ଫ୍ଲପ ହେବା ସତ୍ବେ ବି ନେହା ଛୋଟ ପରଦାରେ ବହୁତ ସଫଳତା ପାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।