ବଳିଓଡ଼ର ଖତରନାକ ଭିଲେନ ଅମରେଶ ପୁରିଙ୍କ ଝିଅ ଅଟନ୍ତି ବହୁତ ସୁନ୍ଦର ଫଟୋ ଦେଖିଲେ ଲାଗିବ ଝଟକା

ଅମରେଶ ପୁରି ବଲିଉଡ଼ର ଜଣେ ଏମିତି ମହାନ ଅଭିନେତା ଥିଲେ ଯାହାର କେହି ସମାସ୍କନ୍ଦ ନଥିଲେ , ସେ ସିନା ଏହି ଦୁନିଆରୁ ବିଦାୟ ନେଇ ସାରିଛନ୍ତି କିନ୍ତୁ ତାଙ୍କର ଦମଦାର ଆୱାଜ ଓ ତାଙ୍କ ଅଭିନୟ ଆଜି ମଧ୍ୟ ଲୋକଙ୍କ ମନରେ ବଞ୍ଚି ରହିଛି । ଅମରେଶ ପୁରି ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ପ୍ରତିଭାଶାଳି ଓ ଅନୁଭୂତି କଳାକାରଙ୍କ ଭିତରୁ ଜଣେ । ସେ କେତେକ ଫିଲ୍ମରେ ନିଜର ଭଲ ଅଭିନୟ ଦ୍ଵାରା ଲୋକଙ୍କର ମନ ଜିତି ନେଇଥିଲେ । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ସକରାତ୍ମକ ଓ ନକରାତ୍ମକ ଦୁଇ ପଟରୁ ଅଭିନୟ କରୁଥିଲେ ।

ସେମିତିରେ ଦର୍ଶକ ତାଙ୍କର ସବୁ ପ୍ରକାର ଅଭିନୟକୁ ପସନ୍ଦ କରିଥାନ୍ତି କିନ୍ତୁ ସେ ଖଳନାୟକ ରୂପରେ ଅଧିକ ପସନ୍ଦ ଆସୁଥିଲେ । ସେ କିଛି ଏମିତି ଖଳନାୟକ ଅଭିନୟ କରିଛନ୍ତି ଯାହା ଲୋକଙ୍କ ମୁହଁରେ ଆଜି ବି ଅଛି । ଉଦାହରଣ ସ୍ୱରୂପ ‘ମିଷ୍ଟର ଇଣ୍ଡିଆ’ ରେ ମୁଗାମ୍ବୋ ଚରିତ୍ରକୁ ଆଜି ମଧ୍ୟ ଲୋକେ ମନେ ପକାଉଛନ୍ତି । ଆଜି ଆମେ ଏହି ମହାନ ଅଭିନେତାଙ୍କୁ ଟିକେ ଭଲ ସେ ଜାଣିବାକୁ ଚେଷ୍ଟା କରିବା ।

ଅମରେଶ ପୁରିଙ୍କ ଜନ୍ମ ୨୨ ଜୁନରେ ପଞ୍ଜାବର ଜଳନ୍ଧର ସହରରେ ୧୯୩୨ ମସିହାରେ ହୋଇଥିଲା , ସେ ତାଙ୍କ ସାରାଜୀବନ କେବଳ ହିଟ ଫିଲ୍ମ ଦେଇଛନ୍ତି , ସେ ହିନ୍ଦୀ ସିନେମା ଜଗତରେ ସବୁଠୁ ମହତ୍ତ୍ୱ ପୂର୍ଣ୍ଣ ଓ ଅନୁଭବି କଳାକାର ମଧ୍ୟରୁ ଜଣେ ଅଟନ୍ତି , ବଲିଉଡ଼ ବ୍ୟତୀତ ସେ ହଲିଉଡର କିଛି ଫିଲ୍ମ କରିଥିଲେ । ବଲିଉଡ ହଉ ବା ହଲିଉଡ ଅମରେଶ ପୁରିଙ୍କ ନେଗେଟିଭ ଅଭିନୟର ଚର୍ଚ୍ଚା ସବୁ ଜାଗାରେ ଥିଲା ।

ଅମରେଶ ପୁରିଙ୍କର ବଲିଉଡରେ ଏଣ୍ଟ୍ରି ୧୯୬୭ ମସିହାରେ ହୋଇଥିଲା । ସେବେ ଠାରୁ ନେଇ ଏ ପର୍ଯ୍ୟନ୍ତ ୨୦୦୫ ଯାଏ ସେ ୪୦୦ରୁ ଅଧିକ ଫିଲ୍ମରେ କାମ କରି ସାରିଲେଣି । ଅମରେଶ ପୁରିଙ୍କ ନାମ ବଲିଉଡରେ ସବୁଠୁ ଅଧିକ ସଫଳ ଖଳନାୟକଙ୍କ ଲିଷ୍ଟରେ ସାମିଲ ଅଛି । ସେ କମ ସେ କମ ସବୁ ବଡ଼ କଳାକାରଙ୍କ ସହ କାମ କରିଛନ୍ତି , ଲୋକ ତାଙ୍କ ସାଙ୍ଗରେ କାମ କରିବାକୁ ନିଜର ସୌଭାଗ୍ୟ ବୋଲି ଭାବନ୍ତି । ଅମରେଶ ପୁରି ମାଟି ସହ ଯୋଡିଥିବା କଳାକାର ଥିଲେ ।

ତାଙ୍କର ଅଭିନୟ ଲୋକଙ୍କର ମନ କିଣି ନେଇଥିଲା । ସେମିତିରେ ତ ତାଙ୍କ ନାମରେ କେତେ ହିଟ ଫିଲ୍ମ ଅଛି କିନ୍ତୁ ଯେଉଁ ଫିଲ୍ମ ତାଙ୍କୁ ସବୁଠୁ ଅଧିକ ସଫଳତା ଦେଇଥିଲା ତାହା ଦିଲୱାଲେ ଦୁଲ୍ହନିୟା ଲେ ଯାୟେଙ୍ଗେ , ବିଶ୍ଵତ୍ମା, ଘାତକ, କୋୟେଲା, ଯାନ, ଗଦର ଏକ ପ୍ରେମ କଥା, କରନ ଅର୍ଜୁନ, ତ୍ରିଦେଭ, ଦାମିନି, ମିଷ୍ଟର ଇଣ୍ଡିଆ , ନାୟକ ଦ ରିଅଲ ହିରୋ ଇତ୍ୟାଦି । ୧୨ ଜାନୁଆରୀ ୨୦୦୫ ରେ ଅମରେଶ ପୁରି ଶେଷ ନିଶ୍ୱାସ ନେଇଥିଲେ , ସେ ମେଲୋଡିଶପ୍ଲାଷ୍ଟିକ ସିଣ୍ଡ୍ରୋମରେ ପୀଡ଼ିତ ଥିଲେ ।

ଆପଣଙ୍କ ମଧ୍ୟରୁ ବହୁତ କମ୍ ଲୋକେ ଜାଣି ନଥିବେ କି ଅମରେଶ ପୁରିଙ୍କର ଗୋଟେ ସୁନ୍ଦରୀ ଝିଅ ମଧ୍ୟ ଅଛନ୍ତି । ଅମରେଶ ପୁରିଙ୍କର ଗୋଟେ ସୁନ୍ଦରୀ ଝିଅ ମଧ୍ୟ ଅଛନ୍ତି ଯାହାଙ୍କର ନାମ ନମ୍ରତା ଅଟେ , ସେ ବଲିଉଡ ଦୁନିଆରୁ ବହୁତ ଦୁରରେ ରୁହନ୍ତି । ନମ୍ରତା ଗ୍ରାଜୁଏସନ ପରେ ସପ୍ଟଓୟାର ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ପାଇଛନ୍ତି । ଦେଖନ୍ତୁ ନମ୍ରତାଙ୍କର ଫଟୋ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।