ଖୁସି କପୁରଙ୍କ ଫୋନରେ ଥିବା ଏହି ଫଟୋକୁ ଯିଏ ବି ଦେଖୁଛି, ତା’ ଆଖିରେ ଲୁହ ଚାଲି ଆସୁଛି, ଦେଖନ୍ତୁ

ବଲୀଉଡ ଇଣ୍ଡଷ୍ଟ୍ରିରେ ଯଦି ଆପଣ ନାମ ଅର୍ଜନ କରିଛନ୍ତି ତେବେ ଆପଣଙ୍କ ସହିତ ଜଡିତ ଲୋକମାନେ ବି ମନକୁ ମନ ନାଁ କରି ନିଅନ୍ତି । ବଲୀଉଡର ଷ୍ଟାରମାନେ ବି ଫେମସ ଅଟନ୍ତି ଏହା ସହିତ ତାଙ୍କର ପିଲାମାନେ ବି ଫେମସ ହୋଇ ଯାଆନ୍ତି । ପ୍ରଥମେ ଜମାନା ଅଲଗା ଥିଲା ଯେଉଁଠି ଲୋକମାନେ ଷ୍ଟାରକିଡ୍ସଙ୍କ ବିଷୟରେ ଜାଣି ପାରୁ ନ ଥିଲେ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆର ଜମାନା ଅଟେ । ଯେଉଁଠି ପ୍ରାୟତଃ ବଲୀଉଡ ଷ୍ଟାର ଓ ଷ୍ଟାରକିଡ୍ସଙ୍କର ଫଟୋ ଭାଇରାଲ ହୋଇଥାଏ ।

୮୦ ଦଶକର ଅଭିନେତ୍ରୀ ଶ୍ରୀ ଦେବୀ ଯାହାଙ୍କର ମୃତ୍ୟୁ ଗତ ବର୍ଷ ହୋଇଥିଲା । ଶ୍ରୀ ଦେବୀଙ୍କର ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି କପୁର ଅଛନ୍ତି । କହିବାକୁ ଗଲେ ଶ୍ରୀଦେବୀ ତ ଫେମସ ଥିଲେ ଏହା ସହିତ ତାଙ୍କର ଦୁଇ ଜଣ ଝିଅ ବି ବହୁତ ଫେମସ ହୋଇ ଯାଇଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ମୃତ୍ୟୁ ପରେ ମିଡିଆ ଓ ସମସ୍ତଙ୍କର ଧ୍ୟାନ ତାଙ୍କର ଦୁଇ ଝିଅଙ୍କ ଉପରେ ଆସି ଯାଇଛି ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଜାହ୍ନବୀ କପୁର ବଲୀଉଡରେ ଡେବ୍ୟୁ କରି ସାରିଛନ୍ତି । କିନ୍ତୁ ବର୍ତ୍ତମାନ ଖୁସି କପୁର କେବେ ବଲୀଉଡରେ ଡେବ୍ୟୁ କରିବେ ଏହା କାହାକୁ ବି ଜଣା ନାହିଁ । ଏହା ସତ୍ତ୍ୱେ ଖୁସି କପୁର ଲୋକମାନଙ୍କ ମଧ୍ୟରେ ବହୁତ ଫେମସ ଅଟନ୍ତି ଓ ପ୍ରାୟତଃ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ବର୍ତ୍ତମାନ ହିଁ ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଦେଖା ଯାଇଥିଲା ।

ଏହି ସମୟରେ ସେ ଏକ ଗୋଲାପି ରଙ୍ଗର ଡ୍ରେସ ପିନ୍ଧି ଥିଲେ । ଏହା ଛଡା ଖୁସି ଏହି ଫଟୋରେ ନିଜର ମୋବାଇଲ ଧରି ଥିବାର ନଜର ଆସୁଛନ୍ତି । ଯଦି ଆପଣ ଏହି ଫଟୋକୁ ଜୁମ କରି ଦେଖିବେ ତେବେ ଆପଣଙ୍କୁ ଖୁସିଙ୍କର ମୋବାଇଲରେ ଏକ ଖାସ କଥା ନଜର ଆସିବ । କହିବାକୁ ଗଲେ ଖୁସିଙ୍କର ମୋବାଇଲ ସ୍କ୍ରିନରେ ତାଙ୍କର ମା’ଙ୍କର ଫଟୋ ଲାଗିଥିଲା ।

ଏହି ଫଟୋ ବହୁତ ପୁରୁଣା ଅଟେ, ଯାହାକି ବ୍ଲାକ ଆଣ୍ଡ ହ୍ଵାଇଟ ଅଟେ । ଏହି ଫଟୋରେ ଖୁସି ବହୁତ ଛୋଟ ଅଛନ୍ତି ଓ ସେ ନିଜର ମା’ଙ୍କ କାନ୍ଧ ଉପରେ ବସି ହସୁଛନ୍ତି । ଏହି ଫଟୋକୁ ଦେଖି ଅନ୍ଦାଜ ଲଗାଯାଇ ପାରେ କି ଖୁସି ନିଜ ମା’ଙ୍କୁ କେତେ ମିସ କରୁଥିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।