ଏଠି ଚଉଠିରାତି ସମୟରେ ଘର ବାହାରେ ବସିଥାଏ ପୁରା ଗାଁ, କାରଣ ଜାଣିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ

କହିବାକୁ ଗଲେ ଏହି ଦୁନିଆରେ ବିବାହ ଏକ ଏମିତି ନିୟମ ଅଟେ ଯେଉଁଠି ଗୋଟିଏ ପୁରୁଷ ଓ ମହିଳାର ମିଳନ ହୋଇଥାଏ । କହିବାକୁ ଗଲେ ବିବାହ ଦ୍ଵାରା କେବଳ ଏକ ପୁରୁଷ ଓ ମହିଳା ମଧ୍ୟରେ ସମ୍ପର୍କ ସ୍ଥାପନା ହୁଏ ନାହିଁ ଏହା ଦୁଇ ପରିବାରକୁ ବି ଏକାଠି କରିଥାଏ । ବିବାହ ଦୁଇ ଆତ୍ମାର ମିଲନ ହୋଇଥାଏ । କହିବାକୁ ଗଲେ ବିବାହ କରିବା ପୂର୍ବରୁ ଓ ପରେ ବହୁତ ନିୟମର ପାଳନ କରାଯାଏ । ଯାହାକି ସବୁ ଜାତି ଓ ଧର୍ମର ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ।

ଏହି ଦୁନିଆରେ ବିବାହକୁ ନେଇ ବିଭିନ୍ନ ପ୍ରକାରର ପରମ୍ପରା ଅଛି । ଯାହା ବିଷୟରେ ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଏହି ଦୁନିଆରେ ବିବାହକୁ ନେଇ କିମ୍ବା ଅନ୍ୟ କୌଣସି କାମକୁ ନେଇ ଏମିତି ବି କିଛି ପରମ୍ପରା ଅଛି ଯାହା ବିଷୟରେ ଶୁଣିଲେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ ।

ବର୍ତ୍ତମାନ ସମୟରେ ଆମ ଦୁନିଆରେ ଏମିତି ବି କିଛି ପରମ୍ପରା ଓ ନିୟମ ଅଛି କିମ୍ବା ଚାଲିଛି ଯାହା ବିଷୟରେ ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ଓ ଏହି ପରମ୍ପରା ବର୍ତ୍ତମାନ ସମାଜର ପୁରା ବିପରୀତ ଅଟେ । କହିବାକୁ ଗଲେ ଗୋଟିଏ ଗ୍ରାମ ଅଛି ଯେଉଁଠି ନୂଆ ଦମ୍ପତିଙ୍କ ଚଉଠି ରାତି ସମୟରେ ପୁରା ଗ୍ରାମ ଘର ବାହାରେ ବସି ରହିଥାଏ । କିନ୍ତୁ ଏହା ପଛରେ ଏକ କାରଣ ଅଛି ଯାହା ବିଷୟରେ ଚାଲନ୍ତୁ ଜାଣିବା ।

କଂଜରଭାଟ ନାମକ ଏକ ସମୁଦାୟ ଅଛନ୍ତି । ଯେଉଁଠି ଗତ ୨୦ ବର୍ଷ ହେବ ଏହି ପୁରୁଣା ପରମ୍ପରାକୁ ପାଳନ କରୁଛନ୍ତି । ଏହି ପରମ୍ପରାକୁ ମାନିବାର ଅସଲ ଉଦ୍ଦେଶ୍ୟ କନ୍ୟାର ଚରିତ୍ର ବିଷୟରେ ଜାଣିବାର ଅଛି । ଏହି ପରମ୍ପରା ଅନୁସାରେ ବର ଓ କନ୍ୟା ଘର ଭିତରକୁ ଯିବା ପୂର୍ବରୁ ତାଙ୍କୁ ଏକ ଧଳା ରଙ୍ଗର ଚାଦର ଦିଆଯାଏ ଓ ଦମ୍ପତିକୁ ନିଜର ବିଛଣା ଉପରେ ଏହି ଚାଦରକୁ ବିଛାଇ ଶୋଇବାକୁ ପଡିଥାଏ ।

ଏହା ପରେ ସକାଳେ ସରପଞ୍ଚ ଚାଦର ଉପରେ ଦାଗ ଦେଖିଥାନ୍ତି । ଯଦି ଚାଦରରେ ଦାଗ ଅଛି ତେବେ ମହିଳାକୁ ପବିତ୍ର କୁହାଯାଏ ଓ ଯଦି କୌଣସି ବି ଦାଗ ନାହିଁ ତେବେ ସେହି ମହିଳା ନିଜର ପରୀକ୍ଷାରେ ଫେଲ ହୋଇ ଯାଇଛି । ଏହି କାରଣ ଅଟେ କି ପୁରା ଗ୍ରାମ ନୂତନ ଦମ୍ପତ୍ତିଙ୍କ ଚଉଠିରାତି ସମୟରେ ଘର ବାହାରେ ବସିଥାନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।