ଆଜିର ରାଶିଫଳ, 14 ନଭେମ୍ବର 2020, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ କ୍ଷେତ୍ରରେ ହେବ ବୃଦ୍ଧି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ସମାଜରେ ଓଙ୍କର ମାନ ସମ୍ମାନ ବଢିବ । ଅଫିସରେ କିଛି ସାଙ୍ଗମାନଙ୍କର ସହଯୋଗ ଦ୍ଵାର ଏକ ବଡ ପ୍ରୋଜେକ୍ଟକୁ ପୁରା କରି ପାରିବେ । ଆଜିର ଦିନଟି ସାମାନ୍ୟ ରହିବ । କାର୍ଯ୍ୟ କ୍ଷେତ୍ରରେ ମନ ଧ୍ୟାନ ଦେଇ କମ କରନ୍ତୁ । କାହା ସହିତ ମାନମାଳିନ୍ୟ ହୋଇପାରେ । କୌଣସି କ୍ଷେତ୍ରରେ ପ୍ରଶଂସା ମିଳିବ । ଆଜି ପୁରା ଦିନ ଖୁସିରେ ରହିବେ । ଜୀବନ ସାଥି ସହ ବୁଲିବାକୁ ଯାଇ ପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ

ଆଜିର ଦିନ ବହୁତ ଭଲ ରହିବ । ଆଜି ସବୁ କାର୍ଯ୍ୟରେ ସଫଳତା ମିଳିବ । ଆଜି ବୁଦ୍ଧି ବଳରେ ବହୁତ ବଡ କାର୍ଯ୍ୟକୁ ସହଜରେ ସମାଧାନ କରିପାରିବେ । ଆଜି ଶତୃମାନେ ମିତ୍ରତା କରିବେ । ସାଂସାରିକ କାମରେ ପ୍ରଶଂସା ମିଳିବ । ଜୀବନ ସାଥିଙ୍କ ସହ ଭଲ ସମୟ ବିତାଇବେ । ପ୍ରେମ ଜୀବନରେ ପ୍ରେମୀମାନଙ୍କୁ ଖୁସି ମିଳିବ । ହି ରେ କିଛି ସମସ୍ୟାର ସାମ୍ନା କରିବାକୁ ଅପଡିପାରେ । ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ । ସଞ୍ଜମାତା ରଖନ୍ତୁ ।

ମିଥୁନ

ଆଜିର ଦିନ ଭଲରେ କଟିବ । ଭାବିଥିବା କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ପରିବାରର କୌଣସି ବଡ ଦାୟିତ୍ଵ ମିଳିପାରେ ଓ ଏହି ଡାୟିତ୍ଵକୁ ନିଜ ପରିବାର ସହ ମିଶି ସମ୍ପୂର୍ଣ କରିବେ । ନିଜ ଲକ୍ଷକୁ ପ୍ରାପ୍ତ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିପାରେ । ପ୍ରିୟ ଲୋକଙ୍କ ଠାରୁ ଭଲ ଖବର ମିଳିବ । ପରିବାରରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇପାରେ ।

କର୍କଟ

ଆଜି ପରିବାର ସହ ବୁଲିବାକୁ ଯାଇପାରନ୍ତି । ପରିବାର ସହ ଭଲ ସମ୍ପର୍କ ରହିବ । ଖର୍ଚ ବଢିବାର ସମ୍ଭାବନା ଅଛି । ଆଜି ଗୁରୁଜନଙ୍କ କଥା ମାନି କାର୍ଯ୍ୟ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ମାନ ସମ୍ମାନରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଫଳରେ କ୍ଳାନ୍ତଭବ କରିପାରନ୍ତି । ନିଜ ଲୋକଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ ।

ସିଂହ

ଆଜିର ଦିନ ସାମାନ୍ୟ ରହିବ । ଅଫିସ କାର୍ଯ୍ୟରେ ସଫଳତା ମିଳିବ । ଯାହା ଦ୍ୱାରା ଅଫିସରେ ଉଚ ଅଧିକାରୀଙ୍କ ପ୍ରଶଂସା ମିଳିବ । ଆଜି ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ ଏହା ସହ ଖର୍ଚ ମଧ୍ୟ ବଢିପାରେ । ଖର୍ଚକୁ ନିୟନ୍ତ୍ରଣ କରନ୍ତୁ ଯାହା ଫଳରେ ଭବିଷ୍ୟତରେ ବହୁତ ଖୁସି ଖବର ମିଳିବ । କୌଣସି ବାହାନ କିମ୍ବା ଭୂମି କିଣିବାର ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଯାହାର ସମ୍ପର୍କ ଖରାପ ଦିନ ଚର୍ଯ୍ୟା କିମ୍ବା ଖରାପ ଖାଦ୍ୟପେୟ ଦ୍ଵାରା ହୋଇପାରେ । ଆଜି ପରିବାରରେ ଖୁସିର ବାତାବରଣ ରହିବ ।

କନ୍ୟା

ଆଜିର ଦିନ ବହୁତ ଭଲରେ କଟିବ । କୌଣସି କଠିନ କାର୍ଯ୍ୟରେ ଥିବା ସମସ୍ୟା ଆଜି ସମାଧାନ ହୋଇଯିବ । କୌଣସି କାମରେ ଧନ ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଅଫିସରେ ପ୍ରଶଂସା ମିଳିବ । ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ପ୍ରଗତି କରିବେ । ଖର୍ଚ ପ୍ରତି ଧ୍ୟାନ ରଖନ୍ତୁ ନଚେତ ଭବିଷ୍ୟତରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବା ଦ୍ଵାରା ବହୁତ ଖୁସିରେ ରହିବ ।

ତୁଳା

ଆଜି ନିଜକୁ ଭଲ କାର୍ଯ୍ୟରେ ଲଗାଇବେ । ଶିକ୍ଷା କ୍ଷେତ୍ରରେ ରୁଚି ବଢିବ । ଆଜିର ଦିନଟି ମଧ୍ୟମ ରୂପରେ ଲାଭଦାୟକ ରହିବ । ନିଜ ବୁଦ୍ଧି ବଳରେ କୌଣସି କାର୍ଯ୍ୟକୁ ସହଜରେ କରିବେ । ପରିବାରରେ ଖୁସିର ବାତାବରଣ ରହିବ । ବୈବାହିକ ଜୀବନରେ ନିଜ ପାର୍ଟନରଙ୍କ ସହ ବହୁତ ଖୁସିରେ ଜୀବନ ବିତେଇବେ । ବ୍ୟବସାୟରେ ବହୁତ ଲାଭ କରିବେ ଯାହା ଦ୍ୱାରା ଆର୍ଥିକ କ୍ଷେତ୍ରରେ ବୃଦ୍ଧି ଆସିବ । ପ୍ରେମରେ ଥିବା ବ୍ୟକ୍ତିମାନଙ୍କୁ ଖୁସି ଖବର ମିଳିବ ।

ବିଚ୍ଛା

ଆଜିର ଦିନଟି ଆପଣଙ୍କ ପାଇଁ ମିଳାମିଶା ରହିବ । ପରିବାରରେ ସୁଖ ସୌହାର୍ଦ୍ୟପୂର୍ଣ ପରିବେଶ ରହିବ । ମାନସିକ ଚିନ୍ତାରୁ ମୁକ୍ତି ମିଳିବ । କୌଣସି ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ । ଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ କଷ୍ଟ ଓ ସହପାଠୀଙ୍କ ଭରପୁର ସହଯୋଗ ମିଳିବ । ଯାହା ପାଇଁ ବହୁତ ଦିନ ହେଲା ଅପେକ୍ଷା କରୁଥିଲେ ତାହା ଆଜି ମିଳିଯିବ । ପ୍ରେମୀ ଯୁଗଳ ମାନଙ୍କ ପାଇଁ ଆଜିର ଦିନଟି ଏତେ ଭଲ ରହିବ ନାହିଁ । କୌଣସି ବାଦବିବାଦରେ ପଡନ୍ତୁ ନାହିଁ । ଜୀବନସାଥିଙ୍କୁ ସବୁ କାର୍ଯ୍ୟରେ ସାହାର୍ଯ୍ୟ କରିବେ ।

ଧନୁ

ଆଜିର ଦିନଟି ଆପଣଙ୍କ ପାଇଁ ଭଳ ରହିବ । କୌଣସି ସମ୍ପର୍କୀୟଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜି ସାମାନ୍ୟ ମାନସିକ ଚିନ୍ତିତ ରହିବେ । ନିଜ ଲକ୍ଷରେ ପହଞ୍ଚିବା ପାଇଁ ଏକାଗ୍ରତାର ସହ କାମ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ । ଧାର୍ମିକ କ୍ଷେତ୍ରରେ ମନ ଲାଗିବ । ବିବାହିତ ଲୋକମାନଙ୍କୁ ଗୃହସ୍ତ ଜୀବନରେ କିଛି ସମସ୍ୟା ଆସିପାରେ । ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନକୁ ଆଜି କୌଣସି ଖୁସି ଖବର ମିଳିବ । ପରିବାରରେ ସମସ୍ତଙ୍କ ସହ ମିଳିମିଶି ରହିବା ଦ୍ଵାରା ଆପଣଙ୍କୁ ପରିବାର ସାହାଯ୍ୟ ମିଳିବ ।

ମକର

ଆଜିର ଦିନ ବହୁତ ଭଲ ରହିବ । ଅଟକି ଥିବା କୌଣସି କାର୍ଯ୍ୟ ସହଜରେ ହୋଇଯିବ । ଆଜି ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତୁ ଯାହା ଫଳରେ କି ସମସ୍ତେ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ପରିବାରରେ ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ପାରିବାରିକ କାର୍ଯ୍ୟରେ ପରିବାର ସାହାଯ୍ୟ ମିଳିବ । ଯଦି କାହାକୁ ଟଙ୍କା ଉଧାର ଦେଇଛନ୍ତି ତେବେ ତାଙ୍କ ଠାରୁ ଧନ ଫେରସ୍ତ ପାଇଯିବ । ପ୍ରେମୀମାନଙ୍କୁ ସେମାନଙ୍କ ପ୍ରେମ ସହଜରେ ମିଳଯିବ ।

କୁମ୍ଭ

ଲୋକମାନେ ଆଜି ବିବାଦ ପୂର୍ଣ ପରିସ୍ଥିତିରେ ଫସିଯିବେ । ସ୍ୱାସ୍ଥ୍ୟ ବିଶେଷ କିଛି ଭଲ ରହିବ ନାହିଁ । ପାରିବାରିକ ଜୀବନରେ ତାଳମେଳ ରହିବ । ଧର୍ଯ୍ୟର ସହିତ କାମ କରିବାକୁ ପଡିବ । କାର୍ଯ୍ୟ କ୍ଷେତ୍ରରେ ଚାଲୁଥିବା ସମସ୍ୟାର ଅନ୍ତ ହେବ । ମନ ଅଶାନ୍ତି ରହିବା ଦ୍ଵାରା କୌଣସି ବି ପ୍ରକାରର ସମସ୍ୟା ଆସି ପାରେ । ଆର୍ଥିକ ଜୀବନ ବି ସାମାନ୍ୟ ରହିବ । କିନ୍ତୁ ଆଜି କୌଣସି ବଡ ଉପହାର ମିଳିପାରେ । ପାରିବାରିକ ଜୀବନରେ ସ୍ଥିତି ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଯାତ୍ରା କରନ୍ତୁ ନାହିଁ ।

ମୀନ

ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଭଲ ଯୋଗ ଅଛି । ଆଜି ମହତ୍ଵପୂର୍ଣ କାର୍ଯ୍ୟ ପୁରା କରି ପାରିବେ । ମାନ ସମ୍ମାନ ବଢିବ । ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଯଦି ସେୟାର ବଜାରରେ ନିବେଶ କରିବାକୁ ଚଚାହୁଁଛନ୍ତି ତେବେ ଆଜି କରି ପାରିବେ ଭଲ ଲାଭ ମିଳିବ । ଧନ ସମ୍ବନ୍ଧିତ ଚିନ୍ତା ବଢିପାରେ । ଖର୍ଚ ଅଧିକ ହେବ । ଛାତ୍ରମାନଙ୍କ ପାଇଁ ଆଜିର ଦିନ ବହୁତ ମହତ୍ଵପୂର୍ଣ ରହିବ । ବିବାହ ସମାରୋହରେ ଯୋଗଦାନ କରି ପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।