ସଚ୍ଚା ପ୍ରେମ ଚାହୁଁଥିଲେ ଶ୍ରୀକୃଷ୍ଣ ଏହି କଥା ଥରେ ଜାଣି ନିଅନ୍ତୁ – Sri Krishna Vani

ବର୍ତ୍ତମାନ ଯୁଗରେ ପ୍ରାୟତଃ ସବୁ ଯୁବକ କିମ୍ବା ଯୁବତୀକୁ ନିଶ୍ଚିତ ରୂପରେ ପ୍ରେମରେ ପଡିଥାନ୍ତି । ଏମିତିରେ କାହାକୁ ତାହାର ଅସଲ ପ୍ରେମ ମିଳିଯାଏ ତ କାହାକୁ ପ୍ରେମରେ ଧୋଖା ମିଳିଥାଏ । କହିବାକୁ ଗଲେ ବର୍ତ୍ତମାନ ସମୟରେ ଅର୍ଥାତ ଯୁବ ଅବସ୍ଥାରେ ବହୁତ ଯୁବକ ଓ ଯୁବତୀ ନିଜର ପ୍ରେମକୁ ନିଜର କରିବା ପାଇଁ ବହୁତ ଚେଷ୍ଟା ବି କରିଥାନ୍ତି । ଏହି ଚକ୍କର ସେମାନେ ନିଜର ସ୍କୁଲ ଜୀବନ, କଲେଜ ଜୀବନ ସହିତ ନିଜର କ୍ୟାରିୟରକୁ ବି ବର୍ବାଦ କରୁଛନ୍ତି ।

ତାହା ପୁଣି କିଛି ବ୍ୟକ୍ତି ଏହିଭଳି ବ୍ୟକ୍ତି ପାଇଁ ନିଜର ସମୟ ବର୍ବାଦ କରୁଛନ୍ତି ଯେଉଁମାନେ ତାଙ୍କ ପାଇଁ କିଛି ବି ନୁହନ୍ତି । କେତେକ ଲୋକମାନେ ଏଥିପାଇଁ ଦୁଖିତ ଥାନ୍ତି କି ସାମ୍ନାରେ ଥିବା ବ୍ୟକ୍ତିକୁ ସେ ବହୁତ ଭଲ ପାଏ କିନ୍ତୁ ସାମ୍ନାରେ ଥିବା ବ୍ୟକ୍ତି ତାହାର ପ୍ରେମକୁ ବୁଝି ପାରେ ନାହିଁ ।

କିନ୍ତୁ ଆମେ ଆପଣଙ୍କୁ ପ୍ରଶ୍ନ କରୁଛୁ କି କାହିଁକି ଜଣେ ବ୍ୟକ୍ତି ଆପଣଙ୍କୁ ପସନ୍ଦ କରିବ । କଣ ଆପଣ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ନିଜ ଜୀବନରେ କିଛି ଖାସ କାମ କରିଛନ୍ତି । କଣ ଆପଣ ନିଜ ଜୀବନରେ କ୍ପୁଣସି ଗୋଟିଏ ଜିନିଷକୁ ନେଇ ବି ସିରିୟସ ଅଛନ୍ତି । କଣ ଆପଣଙ୍କୁ ଲାଗୁଛି କି ସାମ୍ନାରେ ଥିବା ବ୍ୟକ୍ତିକୁ ଆପଣଙ୍କ ମଧ୍ୟରେ କିଛି ଭଲ କଥା ନଜର ଆସୁଛି । ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଜର ଜୀବନକୁ କୌଣସି ଅର୍ଥ ଦେଇ ନାହାନ୍ତି ତେବେ କାହା ସାମ୍ନାରେ ମୁଣ୍ଡ ତଳକୁ କରି ନିଜର ଇଜ୍ଜତକୁ ତଳକୁ ପକାନ୍ତୁ ନାହିଁ ।

କାରଣ ଯେତେ ଚେଷ୍ଟା କରିଲେ ବି ଯଦି ସାମ୍ନାରେ ଥିବା ବ୍ୟକ୍ତିକୁ ଆପଣଙ୍କ ମଧ୍ୟରେ କିଛି ଖାସ ଜିନିଷ ଦେଖା ଯିବ ନାହିଁ ତେବେ ସେ ଆପଣଙ୍କସହିତ କେବେ ବି ରିଲେସନରେ ଆସିବ ନାହିଁ ଓ ସେହି ବ୍ୟକ୍ତି ଜଣକ ଆପଣଙ୍କ ସହିତ କଥା କେବେଳ ଟାଇମ ପାସ ହିଁକରିବ । ଯଦି ଆପଣ ୧୬ ରୁ ୨୫ ବର୍ଷ ବୟସର ଅଟନ୍ତି ଓ କୌଣସି ଏହିଭଳି ବ୍ୟକ୍ତିଙ୍କ ପଛରେ ସମୟ ବର୍ବାଦ କରୁଛନ୍ତି ଯାହା ପାଇଁ ଆପଣ କିଛି ବି ନୁହନ୍ତି ତେବେ ବର୍ତ୍ତମାନ ହିଁ ସେହି ବ୍ୟକ୍ତି ଠାରୁ ଦୂରେଇ ଯାଆନ୍ତୁ ।

୧୬ ରୁ ୨୫ ବର୍ଷ ବାୟସରେ ନିଜର ସମୟ କାହା ପଛରେ ବର୍ବାଦ କରନ୍ତୁ ନାହିଁ । ପ୍ରଥମ ଗୋଟିଏ ଭଲ କ୍ୟାରିୟର କରି ନିଅନ୍ତୁ । ଏହା ପରେ ହିଁ ପ୍ରେମ ଓ ରିଲେସନ ଆଡକୁ ଯାଆନ୍ତୁ । କାରଣ ଏହି ବୟସରେ ଧ୍ୟାନ ବହୁତ ବିଚଳିତ ହୋଇଥାଏ । ଯଦି ଏହି ବୟସରେ ଆପଣ କୌଣସି ବ୍ୟକ୍ତି ପଛରେ ନିଜର ସମୟ ବର୍ବାଦ କରି ଦେବେ ତେବେ କିଛି ବର୍ଷ ପରେ ନା ହିଁ ଆପଣଙ୍କୁ ଭଲ ବ୍ୟକ୍ତି ମିଳିବ ଓ ନା ହିଁ ହଲ କ୍ୟାରିୟର ମିଳିବ ଓ ଆପଣଙ୍କ ବୟସ ବି ଚାଲିଯିବ ।

ସେଥିପାଇଁ ପ୍ରଥମେ ନିଜ ଜୀବନରେ  ସଫଳତା ହାସଲ କରନ୍ତୁ ଓ ଚେଷ୍ଟା କରନ୍ତୁ କି ଆପଣଙ୍କ ପାଖରେ ବହୁତ କିଛି ଅପସନ ଥିବ । କାରଣ ଯଦି ଆପଣଙ୍କର କ୍ୟାରିୟର ଭଲ ଥିବ ତେବେ ଆପଣଙ୍କ ପାଖକୁ ସମସ୍ତେ ଆସିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।