“ନାୟରା”ଙ୍କ ଠାରୁ ଚାରି ଗୁଣ ଅଧିକ ସୁନ୍ଦର ତାଙ୍କ ସାନ ଭଉଣୀ, ଜଲ୍ଦି କରିପାରିନ୍ତି ଆକ୍ଟିଙ୍ଗରେ ଡେବ୍ୟୁ

କିଛି ଦିନ ମଧ୍ୟରେ ଶିବାଙ୍ଗି ଜୋଶୀ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ବଡ ଜଣା ଶୁଣା ଆକ୍ଟ୍ରେସ ହେଇଗଲେଣି । ଶିବାଙ୍ଗୀ ନିଜର ଆକ୍ଟିଙ୍ଗ ଛଡା ନିଜ ଲୁକ ପାଇଁ ମଧ୍ୟ ଅଧିକ ଫେମସ ଅଟନ୍ତି । ଶିବାଙ୍ଗି ଜୋଶୀ ଷ୍ଟାରପ୍ଲସ ର ସୋ “ୟେ ରିସ୍ତା କ୍ୟା କେହେଲାତା ହେ” ରେ ଅଭିନୟ କରନ୍ତି । ଏଥିରେ ସେ “ନାୟରା”ର ଭୂମିକାରେ ନଜର ଆସନ୍ତି । ୨୦ ବର୍ଷର ଶିବାଙ୍ଗୀ ବହୁତ କମ ବୟସରେ ଟିଭିରେ ବହୁତ ଲୋକପ୍ରିୟ ହୋଇଗଲେଣି । ମିଳିଥିବା ଖବର ଅନୁସାରେ ଶିବାଙ୍ଗୀ  କିଛି ଦିନ ହେବ ତାଙ୍କ କୋ ଷ୍ଟାର ମୋହାସିନ ଖାନଙ୍କୁ ଡେଟ୍ କରୁଛନ୍ତି ।

Image courtesy: Google

ଶିବାଙ୍ଗୀଙ୍କର ପର୍ଶନାଲ ଲାଇଫ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଶିବାଙ୍ଗୀଙ୍କର ଗୋଟିଏ ସୁନ୍ଦର ଭଉଣୀ ମଧ୍ୟ ଅଛନ୍ତି । ସେ ଶିବାଙ୍ଗୀଙ୍କ ପରି ବହୁତ ସୁନ୍ଦର । ଶିବାଙ୍ଗୀଙ୍କର ସାନ ଭଉଣୀଙ୍କର ନାମ ହେଉଛି ଶୀତଲ । ସେ ମଧ୍ୟ ଶିବାଙ୍ଗୀଙ୍କ ପରି ଗ୍ଲାମରସ ଅଟନ୍ତି । ଦୁହେଁ ଦୁହିଙ୍କୁ ବହୁତ ଭଲ ପାଆନ୍ତି ।

Image courtesy: Google

ଯଦି ଶିବାଙ୍ଗୀଙ୍କର ଶୁଟିଙ୍ଗ ନଥାଏ ତେବେ ସେ ନିଜ ଭଉଣୀଙ୍କ ସହିତ ଟାଇମ ସ୍ପେଣ୍ଡ କରିବାକୁ ଭଲ ପାଆନ୍ତି । ଅଧିକାଂଶ ଲୋକ ଶୀତଲଙ୍କୁ ଜାଣିନାହାନ୍ତି । ଶୀତଲଙ୍କୁ ଅଧିକ  ଲାଇମ ଲାଇଟକୁ ଆସିବା ପସନ୍ଦ ନୁହେଁ । ଶୀତଲ ବହୁତ ଥର ତାଙ୍କ ବଡ ଭଉଣୀଙ୍କ ସହ ପାର୍ଟିରେ ନଜର ଆସିଥାନ୍ତି । କିନ୍ତୁ ଲୋକମାନଙ୍କୁ ଜଣା ନାହିଁ କି ସେ ତାଙ୍କର ସାନ ଭଉଣୀ ।

Image courtesy: Google

ସୁନ୍ଦର ଓ ଫେମସ ଅଭିନେତ୍ରୀଙ୍କର ଭଉଣୀ ହେବା ପରେ ମଧ୍ୟ ଶୀତଲ ଇଣ୍ଡଷ୍ଟ୍ରିରୁ ଦୂରେଇ ରୁହନ୍ତି । ରିପୋର୍ଟ ଅନୁସାରେ ବହୁତ ଜଲ୍ଦି ଅଭିନୟରେ ଡେବ୍ୟୁ କରିପାରନ୍ତି । ଶୀତଲ ତାଙ୍କ କାରିୟର ପାଇଁ ଚିନ୍ତିତ ନାହାନ୍ତି, କାରଣ ସେ ସୁନ୍ଦର ଅଛନ୍ତି ଓ ଏତେ ବଡ ସେଲିବ୍ରେଟି ଭଉଣୀ । ସେଥିପାଇଁ ସେ ତାଙ୍କର କାରିୟର ପାଇଁ ଚିନ୍ତିତ ନାହାନ୍ତି ।

Image courtesy: Google

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।