ଅଫେୟାର କଥା ଶୁଣି ରବିନାକୁ ମାରିଥିଲେ ଚାପୁଡା, ସନୀଙ୍କ ସହିତ ଏମିତି ଅବସ୍ଥାରେ ଧରା ପଡିଥିଲେ ଏହି ଅଭିନେତ୍ରୀ

୬୨ ବର୍ଷର ଡିମ୍ପଲ କପାଡିୟା ନିଜ ଜମାନାରେ ବହୁତ ପ୍ରସିଦ୍ଧ ଓ ଗ୍ଲୈମରସ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ । ୧୯୭୩ରେ ଆସିଥିବା ତାଙ୍କର ଫିଲ୍ମ ‘ବବି’ ତାଙ୍କୁ ରାତାରାତି ଷ୍ଟାର କରିଦେଲା । ୧୯୭୩ରେ ସେ ନିଜ ଠାରୁ ୧୫ ବର୍ଷ ବଡ ରାଜେଶ ଖନ୍ନାଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୨ରେ ଦୁଇ ଜଣଙ୍କର ଡିଭୋର୍ସ ହୋଇଗଲା ।

ରାଜେଶ ଖନ୍ନାଙ୍କ ସହ ବିବାହ ପରେ ବି ଡିମ୍ପଲ କପାଡିୟାଙ୍କର ନାମ ଅଭିନେତା ସନୀ ଦେଓଲଙ୍କ ସହିତ ବି ଯୋଡା ଯାଉଥିଲା । କୁହାଯାଏ କି ଡିମ୍ପଲ ସନୀଙ୍କୁ ବହୁତ ଭଲ ପାଉଥିଲେ ।

ମଞ୍ଜିଲ – ମଞ୍ଜିଲ ଫିଲ୍ମରେ ପ୍ରଥମ ଥର ଆସିଥିଲେ ନଜର

୯୦ ଦଶକରେ ସନୀ ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥିଲେ । କିନ୍ତୁ କହିବାକୁ ଗଲେ ୮୦ ଦଶକରେ ଅଭିନେତା ସନୀ ଦେଓଲ ଓ ଡିମ୍ପଲ କପାଡିୟାଙ୍କର ପ୍ରେମ ସଫଳତାର ସିଢିରେ ଚଢୁଥିଲା । ଏହି ଦୁଇ ଜଣଙ୍କର ରିଲେଶନସିପ ବିଷୟରେ ପ୍ରାୟତଃ ମିଡିଆରେ ଚର୍ଚ୍ଚା ହେଉଥିଲା । ଦୁଇ ଜଣ ପ୍ରଥମ ଥର ୧୯୮୪ରେ ଆସିଥିବା ଫିଲ୍ମ ‘ମଞ୍ଜିଲ ମଞ୍ଜିଲ’ରେ ଏକା ସହିତ ନଜର ଆସିଥିଲେ । କିନ୍ତୁ ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳ ସନୀଙ୍କର ଜୀବନରେ ରବିନା ଟଣ୍ଡନ ବି ଏଣ୍ଟ୍ରି ମାରିଥିଲେ ।

ରବିନାଙ୍କୁ ମାରିଥିଲେ ଚାପୁଡା

ରବିନାଙ୍କ ସହିତ ସନୀଙ୍କର ନାମ ଯୋଡା ହେବାକୁ ନେଇ ଡିମ୍ପଲ କପାଡିୟା ଏତେ ରାଗି ଯାଇଥିଲେ କି ସେ ରବିନାଙ୍କୁ ଏକ ଚାପୁଡା ବି ମାରି ଦେଇଥିଲେ । ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ସନୀ ଓ ରବିନା ଏକା ସହିତ ଫିଲ୍ମ ‘ଜିଦ୍ଦି’ରେ କାମ କରୁଥିଲେ । ମିଡିଆ ରିପୋର୍ଟ ଅନୁସାରେ ଦୁଇ ଜଣ ପରସ୍ପରଙ୍କର ବହୁତ ପାଖାପାଖି ହୋଇ ଯାଇଥିଲେ ।

ଡିମ୍ପଲ କପାଡିୟାଙ୍କୁ ଯେତେବେଳେ ଏହି କଥା ବିଷୟରେ ଜଣା ପଡିଲା ତେବେ ସେ ରାଗି ଗଲେ । ଏହା ପରେ ଯେତେବେଳ ଡିମ୍ପଲ ସେଟ ରେ ପହଞ୍ଚିଲେ ତେବେ ସନୀ ଓ ରବିନା ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ ଏହା ଦେଖି ଡିମ୍ପଲଙ୍କର ରାଗ ଆହୁରି ବଢିଗଲା । ଡିମ୍ପଲ ଆଗ ପଛ ନ ଦେଖି ସମସ୍ତଙ୍କ ସାମ୍ନାରେ ସିଧା ରବିନାଙ୍କୁ ଚାପୁଡା ମାରିଦେଲେ ।

ଭାଇରାଲ ହୋଇଥିଲା ଏହି ଭିଡିଓ

କହିଦେଉଛୁ କି ବର୍ତ୍ତମାନ କିଛି ଦିନ ତଳେ ସନୀ ଦେଓଲ ଦେଶ ବାହାରକୁ ଫିଲ୍ମ ଶୁଟିଙ୍ଗ ପାଇଁ ଯାଇଥିଲେ । ଏହି ସମୟରେ ସେ ନିଜର ପୁରୁଣା ପ୍ରେମିକା ଡିମ୍ପଲଙ୍କ ସହିତ ବସିଥିବାର ନଜର ଆସିଥିଲେ । ତାଙ୍କର ଏହି ଫଟୋ ଇଣ୍ଟର୍ନେଟରେ ବହୁତ ଭାଇରାଲ ବି ହୋଇଥିଲା । ଯେଉଁଥିରେ ସେ ଏକ ବସ ଷ୍ଟାଣ୍ଡରେ ପରସ୍ପରଙ୍କର ହାତ ଧରି ବସିଥିଲେ ।

ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଏହା କହିବା ଭୁଲ ହେବ ନାହିଁ କି ବିବାହର ଏତେ ବର୍ଷ ପରେ ବି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଅଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।