ଜୁମ କରିକି ହିଁ ଦେଖିବେ ଏହି ଫଟୋ ସବୁ, ଆପଣଙ୍କର ବି ମୁଣ୍ଡ ବୁଲେଇବ

ପ୍ରାୟତଃ ଏମିତି କୁହାଯାଏ କି ଆମେ ଯେଉଁ ଜିନିଷକୁ ଯେଉଁ ହିସାବରେ ଦେଖିଥାଉ, ତାହା ଆମକୁ ସେମିତି ହିଁ ଦେଖାଯାଏ । କିନ୍ତୁ ଆମେ ଯେଉଁ ଫଟୋ ଗୁଡିକ ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ ତାହା ବିଲକୁଲ ଓଲଟା ଅଟେ । କହିବାକୁ ଗଲେ ଆପଣ ଏହି ଫଟୋ ଗୁଡିକ ଦେଖି ଜାଣି ପାରିବେ, ଏହି ଫଟୋ ଗୁଡିକୁ ବୁଝିବା ପାଇଁ ଆପଣଙ୍କୁ ଏହାକୁ ଥରେ କିମ୍ବା ଦୁଇ ଥର ନୁହେଁ ବାରମ୍ବାର ଦେଖିବାକୁ ପଡିବ । କହିବାକୁ ଗଲେ ଏହି ଫଟୋ ଗୁଡିକୁ ଏମିତି ଏକ ଆଙ୍ଗେଲରୁ ଉଠା ଯାଇଛି କି କେହି ବି କଂଫ୍ଯୂଜ ହୋଇଯିବେ ।

ଏହି ଫଟୋରେ ଆପଣ ଦେଖିପାରୁଥିବେ କି ଚେୟାର ଉପରେ ଏକ ଯୁବକ ବସିଛି ନା ଯୁବତୀ । କିନ୍ତୁ ଯଦି ଆପଣ ଜୁମ କରି ଦେଖିବେ ତେବେ ଆପଣ ଜାଣିଯିବେ କି ଗୋଟିଏ ଯୁବକ ଚେୟାର ଉପରେ ବସିଛି ଓ ତାହାର ପଛରେ ଏକ ଯୁବତୀ ଛିଡା ହୋଇଛି ।

ବର୍ତ୍ତମାନ ଏହି ଫଟୋକୁ ଦେଖି ନିଅନ୍ତୁ । ଏହାକୁ ଦେଖିବା ପରେ ଆପଣ ବି ବୁଝି ପାରିବେ ନାହିଁ ଆପଣ କଣ ଦେଖୁଛନ୍ତି । କହିବାକୁ ଗଲେ ଏହି ଫଟୋରେ ଦୁଇ ଜଣ ଯୁବତୀ ଅଛନ୍ତି ଓ ଏଥିରେ ଜଣେ ଯୁବତୀ ଅନ୍ୟ ଏକ ଯୁବତୀକୁ ଏହିଭଳି ଭାବରେ ଉଠାଇଛି କି ଏହାକୁ ବୁଝିବା ବହୁତ କଷ୍ଟ ଅଟେ । ସେଥିପାଇଁ ଏହାକୁ ଜୁମ କରି ଦେଖନ୍ତୁ ।

ଯଦି ଆପଣ ଏହି ଫଟୋକୁ ଠିକ ସେ ଦେଖିବେ ତେବେ ଆପଣ ଜାଣି ପାରିବେ କି ଦୁଇ ଜଣ ଯୁବତୀ ଏକ୍ସରସାଇଜ କରୁଛନ୍ତି । ଯଦି ଆପଣ ଏହି ଫଟୋକୁ ସାମାନ୍ୟ ରୂପରେ ଦେଖିବେ ତ ଆପଣଙ୍କୁ ଲାଗିବ କି ଦୁଇ ଜଣ ଯୁବତୀ ପରସ୍ପର ସହିତ ଯୋଡି ହୋଇ ଅଛନ୍ତି । କିନ୍ତୁ ଜୁମ କରି ଦେଖିଲେ ଆପଣଙ୍କୁ ଅଲଗା ନଜାରା ଦେଖାଯିବ ।

ଏହି ଫଟୋରେ ଗୋଟିଏ ଗାଡିରେ ପୋଷ୍ଟର ଲାଗିଛି କିମ୍ବା ସେଠି କୌଣସି ଅଲଗା ଗାଡି ଅଛି । ଏହା ଆପଣଙ୍କୁ ଜୁମ କରିବା ପରେ ହିଁ ଜଣା ପଡିବ ।

ଏହି ଫଟୋକୁ ଯଦି ଆପଣ ଜୁମ୍ କରି ଦେଖିବେ ତ ଝିଅଟିର କାନରେ କିଛି ଲାଗି ଥିବା ଭଳିଆ ଜଣ ପଡୁଥିବ – ହେଲେ ପ୍ରକୃତରେ ଏହା ଝିଅଟିର ପଛ ପଟ ରେ ଥିବା ପୈଁଟିଙ୍ଗର ରେଫ୍ଲେକ୍ସନ

ଯଦି ଆପଣ ଏହି ଫଟୋକୁ ଭଲ ଭାବରେ ଦେଖୁଛନ୍ତି ତେବେ ଆପଣଙ୍କୁ ଲାଗିବ କି ଖରା ଯୋଗୁ ବିଲେଇର ଛାଇ କାନ୍ଥରେ ପଡୁଛି । କିନ୍ତୁ ଜୁମ କରି ଦେଖିଲେ ଜାଣି ପାରିବେ କି ତାହା ତାହାର ଛାଇ ନୁହେଁ ତାହା କାନ୍ଥରେ ପ୍ରସ୍ତୁତ ଏକ ଚିତ୍ର ଅଟେ । କିନ୍ତୁ ବାସ୍ତବିକତା କିଛି ଅଲଗା ହିଁ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।