ପ୍ରଥମ ଫିଲ୍ମରେ ହିଁ ୧୩ଟି କିସିଙ୍ଗ ସିନ ଦେବା ପରେ ନିଜର ପିତାଙ୍କ ହୋଟେଲରେ ନଜର ଆସିଲେ ଏହି ଅଭିନେତ୍ରୀ

କହିବାକୁ ଗଲେ ବର୍ତ୍ତମାନ ସମୟରେ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ କୌଣସି ବି ମାମଲାରେ ଫିଲ୍ମି ଅଭିନେତ୍ରୀମାନଙ୍କ ଠାରୁ କମ ନୁହନ୍ତି । ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ସମସ୍ତ କ୍ଷେତ୍ରରେ ବଲୀଉଡ ଅଭିନେତ୍ରୀଙ୍କୁ ବରାବର ଟକ୍କର ଦେଉଛନ୍ତି । କିନ୍ତୁ ଏହା ଛଡା ଆଜିକାଲି କେତେକ ଅଭିନେତ୍ରୀ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁ କରୁ ଫିଲ୍ମ ଦୁନିଆରେ ବି ଆସିଯାଉଛନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଟିଭି ସିରିୟଲ ଓ ଫିଲ୍ମି ଦୁନିଆରେ ବି ନିଜର ଏକ ଅଲଗା ପରିଚୟ କରିଛନ୍ତି ।

ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀ ନିୟା ଶର୍ମାଙ୍କ ବିଷୟରେ ପ୍ରାୟତଃ ଲୋକମାନେ ଜାଣିଛନ୍ତି । ଆପଣଙ୍କୁ କହିଦେଉଛୁ କି ନିୟା ଶର୍ମା ବର୍ତ୍ତମାନ ଦିନରେ କଲର୍ସ ଟିଭିର ଲୋକପ୍ରିୟ ସିରିୟଲ ନାଗିନ ୪ରେ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଶୋରେ ତାଙ୍କର ଅଭିନୟକୁ ବି ବହୁତ ପସନ୍ଦ କରାଯାଉଛି । ଏହା ଛଡା ସେ ଏହା ପୂର୍ବରୁ ବହୁତ ଟିଭି ସିରିୟଲରେ ବି ମୁଖ୍ୟ ଭୂମିକାରେ ନଜର ଆସି ସାରିଛନ୍ତି ।

କହିବାକୁ ଗଲେ ଏହି ଶର୍ଟ ଫିଲ୍ମ ଛଡା ନିୟା ଶର୍ମା ଟିଭି ସିରିୟଲରେ ବି କାମ କରିଛନ୍ତି । ସେ ନିଜ କ୍ୟାରିୟରରେ ଜମାଈ ରାଜା, ଏକ ହଜ଼ାରୋ ମେଂ ମେରୀ ବହନା ହୈଂ, ଇଶ୍କ ମେଂ ମରଜାୱାଂ ଭଳି ପପୁଲାର ଶୋରେ କାମ କରିଛନ୍ତି । କହିବାକୁ ଗଲେ ନିୟା ଶର୍ମା ବର୍ତ୍ତମାନ ନିଜର ସିରିୟଲ ନାଗିନ ୪ ଠାରୁ ଅଧିକ ନିଜର ଏକ ଫିଲ୍ମ ଟ୍ୱିସ୍ଟେଡ ପାଇଁ ଅଧିକ ଚର୍ଚାରେ ଅଛନ୍ତି । କାରଣ ସେ ଏହି ଫିଲ୍ମରେ ୧୩ଟି କିସିଙ୍ଗ ସିନ ଦେଇଥିଲେ । ଏହି ଫିଲ୍ମ ପରେ ତାଙ୍କର ଲୋକପ୍ରିୟତା ପୂର୍ବ ଅପେକ୍ଷା ଆହୁରି ବି ବଢିଯାଇଛି ।

ଯଦି ନିୟା ଶର୍ମାଙ୍କ ବିଷୟରେ କହିବା ତେବେ ତାଙ୍କର ଜନ୍ମ ୧୭ ଡିସେମ୍ବର ୧୯୯୦ରେ ରୋହିଣୀ, ଦିଲ୍ଲୀରେ ହୋଇଥିଲା ଓ ଆପଣଙ୍କୁ କହିଦେଉଛୁ କି ନିୟାଙ୍କ ବାପା ମୁମ୍ବାଇରେ ରୁହନ୍ତି ଓ ମୁମ୍ବାଇରେ ତାଙ୍କର ଏକ ବଡ ରେଷ୍ଟୁରାଣ୍ଟ ବି ଅଛି ।

ବର୍ତ୍ତମାନ ହିଁ କିଛି ଦିନ ତଳେ ନିୟା ନିଜ ପିତାଙ୍କ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ । ଯାହାର ସୂଚନା ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଦେଇଥିଲେ । ସେ ଏହି ସମୟର କିଛି ଫଟୋ ବି ଶେୟାର କରିଥିଲେ । କହିବାକୁ ଗଲେ ଏହି ସବୁ ଫଟୋରେ ସେ ବହୁତ ସୁନ୍ଦର ନଜର ଆସୁଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ପସନ୍ଦ ଆସିଥିଲେ ଏହାକୁ ଶେୟାର କରି ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।