“ମତେ ବାହା ହୁଅ ନହେଲେ ଡେଇଁବି” ପ୍ରେମୀ କୁ ବିବାହ କରିବା ପାଇଁ ପ୍ରେମିକାର ହାଇ ଭୋଲଟେଜ ଡ୍ରାମା…ଦେଖନ୍ତୁ ଭିଡିଓ

ଦୁନିଆର ବହୁତ ଲୋକ ଅଛନ୍ତି ଯିଏ ପ୍ରେମରେ ଯାହାଙ୍କୁ ସଫଳତା ମିଳିଛି । କିଛି ଏମିତି ଲୋକ ଅଛନ୍ତି ଯାହାଙ୍କୁ ପ୍ରମରେ ସଫଳତା ମିଳିନାହିଁ । ସେଥିରୁ କିଛି ଲୋକ ଏହାର ଯନ୍ତ୍ରଣା ସମ୍ଭାଳି ନପାରି ଭୁଲ ରାସ୍ତା ଧରି ନିଜ ଜୀବନକୁ ନ-ଷ୍ଟ କରି ଦିଅନ୍ତି ।

କଣ ଏହାର ସମାଧାନ ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ ? କୁହାଯାଏ ଯେ ମନୁଷ୍ୟ ଜନ୍ମ ଶ୍ରେଷ୍ଠ ଜନ୍ମ ବୋଲି । ହେଲେ ଆଜିର ଯୁବ ସମାଜ ଏହାକୁ ଅତି ଅନ୍ତରର ନେଇ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୂର୍ବ ଦିଲ୍ଲୀ ର ଗୀତା କଲୋନୀରେ ଏରିୟାରେ ହେଲା ହା-ଇ ଭୋ-ଲ୍ଟେ-ଜ୍ ଡ୍ରା-ମା । ଗୋଟିଏ ଝିଅ ସେହି ବିଲ୍ଡିଂର ଛାତ ଉପରକୁ ଚଢି ଧ-ମ-କ ଦେବାକୁ ଲାଗିଲା ।

ପ୍ରେମିକା ଜଣକ ଛାତ ଉପରକୁ ଚଢି କହିବାକୁ ଲାଗିଲେ ଜଦି ମତେ ବିବାହ ନକର ତେବେ ମୁଁ ଆ-ତ୍ମ-ହ-ତ-ୟା କରିବି, ଛାତ ତଳକୁ ଡେ-ଇଁ ପଡ଼ିବି । ଏହି ଘଟଣା ପରେ ସ୍ଥାନୀୟ ପୋ-ଲି-ସ ସହିତ ଅନେକ ଲୋକ ପହଞ୍ଚି ଥିଲେ । ପୋ-ଲି-ସ କର୍ମଚାରୀ, ମହିଳା ସମାଜ ସେବୀ ଏବଂ ମହିଳା କ-ନେ-ଷ୍ଟ-ବ-ଳ ମଧ୍ୟ ଅନେକ ଚେଷ୍ଟା କରିଥିଲେ ଝିଅକୁ ବୁଝାଇବା ପାଇଁ କିନ୍ତୁ ସେ ଝିଅ କାହାର ମଧ୍ୟ କଥା ଶୁଣୁ ନଥିଲା ।

ମୋତେ ବିବାହ କର ନଚେତ୍ ମୁଁ ଡେ-ଇଁ-ବି । ଜଣେ ମହିଳା କୋଠାର ଛାତ ଉପରକୁ ଚଢି ସେଠାରୁ ଡେ-ଇଁ-ବା-କୁ ଧ-ମ-କ ଦେବା ଆରମ୍ଭ କଲେ । ବାସ୍ତବରେ, ଏହି ଝିଅର ପ୍ରେମିକା ଗୁ-ପ୍ତ ରେ ପ୍ରେମ ବିବାହ କରିବାକୁ ଯାଉଥିଲେ । ଗର୍ଲଫ୍ରେଣ୍ଡ ଏହାର ଆଭାସ ପାଇ ପ୍ରେମିକଙ୍କ ଘରେ ପହଞ୍ଚିଲା ।

ଗର୍ଲଫ୍ରେଣ୍ଡ ପଞ୍ଚମ ମହଲାକୁ ଚ-ଢି କହିଲା ଯଦି ସେ ମୋତେ ବିବାହ ନକରେ ତେବେ ସେ ଡେ-ଇଁ-ପ-ଡ଼ି-ବ । ଏହି ମାମଲା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋ-ଲି-ସ ସମେତ ଅନେକ ଲୋକ ପହଞ୍ଚିଥିଲେ ।

ପୋ-ଲି-ସ, ମହିଳା ସମାଜ ସେବୀ ଏବଂ ମହିଳା କ-ନ-ଷ୍ଟେ-ବ-ଳ ଝିଅକୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ । ଦିଲ୍ଲୀ ପୋ-ଲି-ସ-ର ଟିମ୍ ମଧ୍ୟ ବିଲଡିଂ ତଳେ ଗଦା ରଖିଛି ଯାହା ଝିଅଟି ଉଦ୍ଧାର ହୋଇପାରିବ । ଝିଅଟି ତଳୁ ଗଦା ବାହାର କରିବାକୁ ବାରମ୍ବାର କହିଲା । ଶେଷରେ ଦିଲ୍ଲୀ ପୋଲିସ ଏହି ଝିଅକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇ ବିଲ୍ଡିଂରୁ ଓହ୍ଲାଇଲା ।

ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ଲୋକ ଏକ ଦୀର୍ଘ ନି-ଶ୍ୱା-ସ ତ୍ୟା-ଗ କରିଥିଲେ । ପ୍ରେମ ପାଇଁ ନିଜ ଜୀବନକୁ ବାଜି ଲଗାଇଦେବା ଏହା କେତେଦୂର ଠିକ୍ । ଏହି ଘଟଣାକୁ ଦେଖିଲା ପରେ ଏହାର ଭିଡିଓ ଖୁବ୍ ଜୋରରେ ଭା-ଇ-ରା-ଲ୍ ହେବାକୁ ଲାଗିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।