ଚାକରକୁ ଘର ସଦସ୍ୟ ରୂପେ ଦେଖିଥାନ୍ତି ଏହି ୭ଟି ଫିଲ୍ମ ଷ୍ଟାର, ଜଣେ ତ ତାଙ୍କ ମେଡିକାଲ ବିଲ ବି ଦେଇଥାନ୍ତି

‘ଚାକର’ ନାମରେ ଯାହାକୁ ଡକା ଯାଇଥାଏ ସେ ରାଗିଥାଏ । କୌଣସି ଚାକିରି ଛୋଟ ହୋଇ ନଥାଏ । ଚାକର ମାନେ ଆମ ଘରେ କାମ କରିବାରୁ ଆମ୍ଭେମାନେ ଆରାମ କରିପାରୁ । ସେଥିପାଇଁ ଏହି ଚାକରମାନଙ୍କୁ ମଧ୍ୟ ମାନ ସମ୍ମାନ ମିଳିବା ଆବଶ୍ୟକ ଅଟେ । ଆଜି ଆମେ ଆପଣଙ୍କୁ ଏମିତି କିଛି ବଲିଉଡ୍ ଷ୍ଟାର ମାନଙ୍କ ବିଷୟରେ କହିବୁ, ଯେଉଁମାନେ ନିଜ ଘରର ଚାକରଙ୍କୁ ପରିବାରର ସଦସ୍ୟ ରୁପେ ଦେଖିଥାନ୍ତି । କେବଳ ଏତିକି ନୁହେଁ ସେ ତାଙ୍କୁ ବହୁତ ଆଦର ମଧ୍ୟ କରିଥାନ୍ତି ।

ସଲମାନ ଖାନ

ଅଭିନେତା ମାନଙ୍କ ମଧ୍ୟରୁ ସଲମାନ ଖାନ ବହୁତ ଟପ୍ ରେ ରହିଛନ୍ତି । ସଲମାନଙ୍କ ଘରେ ଏମିତି ଜଣେ ଚାକର ଅଛି ଯିଏ ୫୦ ବର୍ଷ ହେଲାଣି କାମ କରୁଛି । ସଲମାନ ତାଙ୍କୁ ବହୁତ ଆଦର କରନ୍ତି ।

ଜାହ୍ନଭି କପୁର

ଜାହ୍ନଭିଙ୍କ ମା’ ଶ୍ରୀଦେବୀ ତାଙ୍କର ଏକ ଚାକରକୁ ବହୁତ ଭଲ ବ୍ୟବହାର ଦେଖାନ୍ତି, ଶ୍ରୀଦେବୀଙ୍କ ପରେ ଜାହ୍ନଭି ସେହି ଚାକରଙ୍କୁ ବହୁତ ଆଦର କରନ୍ତି ।

ଆଲିୟା ଭଟ୍ଟ

ଆଲିୟା ସୁନ୍ଦର ହେବା ସହ ତାଙ୍କ ମନ ମଧ୍ୟ ବହୁତ ସଫା । ସେ ତାଙ୍କର ଚାକର ସହ ଅତି ଭାବନାତ୍ମକ ସହ ଜଡିତ ଅଛନ୍ତି । ତାଙ୍କ ଘରେ ଏମିତି ଜଣେ ଚାକର ଅଛି ଯିଏ ବହୁତ ବର୍ଷ ହେଲାଣି କାମ କରୁଛି । ଆଲିଆ ତାକୁ ବହୁତ ଆଦର କରନ୍ତି । ଆଲିୟା ଥରେ ତାଙ୍କ ଡ୍ରାଇଭରକୁ ସାହାର୍ଯ୍ୟ କରିବା ପାଇଁ ୫୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।

ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ତଥା ଦେଓଲ ପରିବାର ତାଙ୍କ ଚାକର ସହ ବହୁତ ଭଲ ବ୍ୟବହାର ଦେଖାଇ ଥାନ୍ତି । ଘରର ଚାକରକୁ ଏମାନେ ପରିବାରର ସଦସ୍ୟ ରୁପେ ଦେଖିଥାନ୍ତି ।

ସେଫ ଅଲି ଖାନ

ପଟୋଦି ପରିବାରର ଛୋଟ ନବାବ ସେଫ ଅଲି ଖାନ ତାଙ୍କ ଚାକର ସହ ବହୁତ ଭଲ ବ୍ୟବହାର ଦେଖାନ୍ତି । ତାଙ୍କ ଘରର ଚାକର ପୁରା ପରିବାରର ଧ୍ୟାନ ରଖିଥାନ୍ତି ସେଥିପାଇଁ ସେମାନେ ଚାକରକୁ ବହୁତ ଆଦର କରନ୍ତି ।

ଦୀପିକା ପାଦୁକୋନ

ଦୀପିକା ଭରତର ସବୁଠୁ ଅଧିକ ଫିସ ନେଉଥିବା ଅଭିନେତ୍ରୀ ଅଟନ୍ତି । ଏହା ସହ ସେ ତିନୋଟି ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ଜିତିଛନ୍ତି । ସେ ତାଙ୍କର ଚାକରକୁ ନିଜ ଘରର ସଦସ୍ୟ ରୁପେ ଦେଖିଥାନ୍ତି ।

ମଲାଇକା ଅରୋରା

ମଲାଇକାଙ୍କ ଘରେ ସବୁ ଚାକର ମହିଳା ଅଟନ୍ତି । ସେମାନେ ମଲାଇକାଙ୍କ ଘରର ବହୁତ ଭଲ ଭାବରେ ଧ୍ୟାନ ରଖନ୍ତି ଓ ମଲାଇକା ମଧ୍ୟ ସେମାନଙ୍କୁ ଆଦର କରନ୍ତି ।