୪-୫ ବର୍ଷ ପର୍ଯ୍ୟନ୍ତ ଏକାଠି ରହିବା ପରେ ଏହି 4 ଷ୍ଟାର କପଲ୍ସ କରିଥିଲେ ବିବାହ, 1 ନମ୍ବର ଯୋଡି ଅଟେ ସମସ୍ତଙ୍କ ଫେବ୍ରେଟ

ବଲିଉଡରେ ଏମିତି ଅନେକ ତାରକା ଅଛନ୍ତି ଯିଏ ୪-୫ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବିବାହ କରିଛନ୍ତି । କିଛି କଳାକାର ନିଜ ପାର୍ଟନରକୁ ଜୀବନସାଥି ବନାଇଲେ ଆଉକିଛି ନିଜ ପାର୍ଟନର କୁ ଛାଡି ଦେଇଛନ୍ତି ।

ଏହାପରେ ସେହି ତାରକା ଆଉ କାହାକୁ ବିବାହ କରିଛନ୍ତି । ବଲିଉଡର ଜଣାଶୁଣା କଳାକାର ଦବଙ୍ଗ ଗାର୍ଲ୍ ମୁନି ମାନେ ମଲାଇକା ଅରୋରା ମଧ୍ୟ ଅର୍ଜୁନ କପୁରଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି । ଏହି ଦୁଇ ଲଭ୍ ବାର୍ଡ ଦୁହେଁ ଦୁହିଁଙ୍କୁ ଅନେକ ସମୟ ଧରି ଡେଟ୍ କରୁଛନ୍ତି ଏବଂ ବହୁତ ଶିଘ୍ର ଦୁହେଁ ବିବାହ କରିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଯେଉଁ କଳାକାର ମାନେ ଲମ୍ବା ସମୟ ଧରି ପ୍ରେମ ସମ୍ପର୍କ ରେ ଅଛନ୍ତି ।

୧- ସୈଫ୍ଅଲ୍ଲୀ ଖାନ୍ ଏବଂ କରୀନା କପୁର ଲମ୍ବା ସମୟ ଧରି ପ୍ରେମ ସମ୍ପର୍କରେ ଥିବାବେଳେ ୨୦୧୨ ରେ ଦୁହେଁ ବିବାହ ବିବାହ କରିଥିଲେ । କରୀନା କେବେବି ଲୁଚାଇ ନଥିଲେ ସେ ସୈଫ୍ ଙ୍କ ସହ ପ୍ରେମ ବନ୍ଧନରେ ଥିଲେ । ଏହା ପୂର୍ବରୁ ତାଙ୍କର ସାହିଦଙ୍କ ସହିତ ଲିଭିଙ୍ଗ ସମ୍ପର୍କରେ ଥିଲେ । ଦୁହିଁଙ୍କର ଗୋଟିଏ ଲିପ୍ ଲକ୍ ସିନ୍ ଏମ୍ ଏମ୍ ଏସ୍ ଭାଇରାଲ ହେବା ପରେ ଇଣ୍ଡଷ୍ଟ୍ରି ରେ ବହୁତ ହଙ୍ଗାମା ହୋଇଥିଲା ଯାହାଫଳରେ ଦୁହିଁଙ୍କର ବ୍ରେକ୍ଅପ ହୋଇଥିଲା ।

୨- ଇଣ୍ଡିଆନ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ବିବାହ ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହ ନାଁ ଯୋଡ଼ି ହୋଇଥିଲା କିନ୍ତୁ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ଅନେକ ସମୟ ଧରି ପ୍ରେମ ସମ୍ପର୍କରେ ଥିଲେ । ଦୁହେଁ ୨୦୧୭ ରେ ଇଟାଲୀ ରେ ବିବାହ କରିଥିଲେ । ଅନେକ ଗୁଜବ ଖବର ଆସିଲା ଯେ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଛି କିନ୍ତୁ ଦୁହେଁ ବୁଦ୍ଧିମତା ସହ ସମ୍ପର୍କକୁ ଯୋଡ଼ି ରଖିଲେ । ଆଜି ଦୁହେଁ ଏକ ଶିଶୁ କନ୍ୟାର ମାତା ପିତା ହୋଇ ସାରିଛନ୍ତି ଯାହାର ନାଁ ଭାମିକା ।

୩- ବଲିଉଡ ଅଭିନେତା କୁନାଲ ଖେମୁ ଏବଂ ସୋହାଅଲ୍ଲୀ ଖାନ୍ ଅନେକ ସମୟ ଧରି ପ୍ରେମ ସମ୍ପର୍କରେ ରହି ସାରିଛନ୍ତି । ସୋହାଅଲ୍ଲୀ ଖାନ୍ କୁନାଲ ଖେମୁଙ୍କୁ ୨୦୧୫ ରେ ବିବାହ କରିଥିଲେ । ବିବାହ ପରେ ସେ ସୋହା ଫିଲ୍ମକୁ ବାଏ ବାଏ କହିଛନ୍ତି କିନ୍ତୁ କୁନାଲ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ଖୁବ୍ ନାଁ କମାଉଛନ୍ତି ।

୪- ବଲିଉଡ ଅଭିନେତା ରନବୀର କପୁର ଏବଂ ଦୀପିକା ପାଦୁକୋନ୍ ଅନେକ ସମୟ ଧରି ପ୍ରେମ ସମ୍ପର୍କରେ ଥିଲେ ଏବଂ ତାଙ୍କ ସମ୍ପର୍କକୁ ଏମାନେ କେବେ ମଧ୍ୟ ଲୁଚାଇ ନାହାଁନ୍ତି ‌କିନ୍ତୁ ଦୁହିଁଙ୍କ ସମ୍ପର୍କ ବେଶି ସମୟ ଧରି ରହିଲା ନାହିଁ । ଏହାପରେ ଦୀପିକା ରନବୀର ସିଂ କୁ ବିବାହ କରିଥିଲେ । ସେପଟେ ବଲିଉଡର ସୁନ୍ଦର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ରନବୀର କପୁର ସହ ପ୍ରେମ ସମ୍ପର୍କରେ ଅଛନ୍ତି ଏବଂ ଖୁବ୍ ଶିଘ୍ର ବିବାହ କରିବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।