ଏହା ହେଲା ଟିଭି ଇଣ୍ଡଷ୍ଟ୍ରି ର ରିଅଲ ଲାଇଫ 5 ଟି ପପୁଲାର ସ୍ଵାମୀ-ସ୍ତ୍ରୀ ଯୋଡି, 3 ନମ୍ବର ଯୋଡି ତ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ରେ କଳାକାର ମାନେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସିରିଏଲ ରେ ସମସ୍ତ ଭୂମିକା ମଧ୍ୟରୁ ପତି ପତ୍ନୀ ଙ୍କ ଭୂମିକା ମଧ୍ୟ ପ୍ରମୁଖ ଅଟେ । ଏହି କଳାକାର ମାନେ ପରଦା ରେ ପତି ଏବଂ ପତ୍ନୀ ଙ୍କ ଭୂମିକା କୁ ଏତେ ସୁନ୍ଦର ଭାବରେ ପ୍ରଦର୍ଶନ କରିଥାନ୍ତି ଯେ ଦର୍ଶକ ମାନେ ନିଜେ ମଧ୍ୟ ନିଜ ଲାଇଫ କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ରିଅଲ ଲାଇଫ ପତି ଏବଂ ପତ୍ନୀ ଙ୍କ ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ସୁହାସି ଧାମି- ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି ‘ସୁହାସି ଧାମି’ । ‘ୟହଁ ମେ ଘର ଘର ଖେଲି’, ‘ଆପକେ ଆ ଜାନେ ସେ’, ଆଜକି ‘ହାଉସ ୱାଇଫ ସବ୍ ଯାନ୍ତି ହେ’ ଭଳି ପ୍ରମୁଖ ସିରିଏଲ ରେ ଅଭିନୟ କରି ଏହି ଅଭିନେତ୍ରୀ ଜଣକ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପତି ଙ୍କ ନାଁ ହେଉଛି ‘ଜୟଶୀଲ ଧାମି’ ।

ଯିଏ ପ୍ରସିଦ୍ଧ ଅଭିନେତ୍ରୀ ଦୃଷ୍ଟି ଧାମି ଙ୍କ ଭାଇ ଅଟନ୍ତି । ଜୟଶୀଲ ଏବଂ ସୁହାସି ବର୍ତ୍ତମାନ ନିଜ ବିବାହ କୁ ୧୩ ବର୍ଷ ପୂର୍ଣ କରି ସାରିଛନ୍ତି । ଜୟଶୀଲ ପ୍ରଫେସନ ରୁ ଜଣେ ସଫ୍ଟଓୟାର ଇଞ୍ଜିନିୟର ଅଟନ୍ତି । ସୁହାସି ବର୍ତ୍ତମାନ ଟିଭି ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି ଏବଂ ନିଜ ପରିବାର ଙ୍କ ସହ ଖୁସି ରେ ଅଛନ୍ତି ।

୨. ରାମ କପୁର- ବନ୍ଧୁଗଣ ଦ୍ଵିତୀୟ ଅଭିନେତା ଜଣକ ହେଉଛନ୍ତି ‘ରାମ କପୁର’ । ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ରାମ କପୁର ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାଁ ହେଉଛି, ‘ଗୌତମି କପୁର’ । ଅଭିନେତା ରାମ କପୁର ଏବଂ ଗୌତମି କପୁର ୨୦୦୩ ମସିହାରେ ଲଭ ମ୍ୟାରେଜ କରିଥିଲେ । ଗୌତମି ମଧ୍ୟ ପ୍ରଫେସନ ରୁ ଜଣେ ଅଭିନେତ୍ରୀ ଅଟନ୍ତି ।

୩. ସରଦ ମଲହୋତ୍ରା- ବନ୍ଧୁଗଣ ତୃତୀୟ ଅଭିନେତା ଜଣକ ହେଉଛନ୍ତି ‘ସରଦ ମଲହୋତ୍ରା’। ‘ନାଗିନ ୫’ ସିରିଏଲ ରେ ଏହି ଅଭିନେତା ଙ୍କୁ ଦେଖିବାକୁ ମିଳିଥିଲା ଏବଂ ଦର୍ଶକ ମାନେ ଏହି ଅଭିନେତା ଙ୍କୁ ବହୁତ ମାତ୍ରାରେ ପସନ୍ଦ କରନ୍ତି। ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାଁ ହେଉଛି, ‘ରିପସି ଭାଟିଆ’। ଏହି ଯୋଡ଼ି ୨୦୧୯ ମସିହାରେ ଆରେଞ୍ଜ ମ୍ୟାରେଜ କରିଛନ୍ତି।

୪. ସନା ଅମିନ ଶେଖ- ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ସନା ଅମିନ ଶେଖ’। ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଏଲ ରେ ଉଭୟ ପଜିଟିଭ ଓ ନେଗେଟିଭ ରୋଲ ରେ ଦେଖିବାକୁ ମିଳିଛି। ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପତି ଙ୍କ ନାଁ ହେଉଛି, ‘ଏହଯାଜ ଶେଖ’। ତାଙ୍କ ପତି ପେସା ରୁ ଜଣେ ସଫ୍ଟୱେଆର ଇଞ୍ଜିନିୟର ଅଟନ୍ତି। ଏହି ଯୋଡି ପରସ୍ପର ଙ୍କ ସହିତ ବହୁତ ଖୁସି ରେ ଅଛନ୍ତି।

୩. ପୂଜା ବ୍ୟାନର୍ଜୀ- ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି ‘ପୂଜା ବ୍ୟାନର୍ଜୀ’ । ଏହି ଅଭିନେତ୍ରୀ ଜଣକ ଟିଭି ସିରିଏଲ ‘କୁମକୁମ ଭାଗ୍ୟ’ ରେ ନେଗେଟିଭ ରୋଲ ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହି ଅଭିନେତ୍ରୀ ଜଣକ ୨୦୧୭ ମସିହାରେ ଲଭ ମ୍ୟାରେଜ କରିଥିଲେ । ତାଙ୍କ ପତି ଙ୍କ ନାଁ ‘ସନ୍ଦୀପ ସେଜୱାଲ’ ଅଟେ । ଅଭିନେତ୍ରୀ ପୂଜା ବ୍ୟାନର୍ଜୀ ଙ୍କ ପତି ସନ୍ଦୀପ ସେଜୱାଲ ପ୍ରଫେସନ ରୁ ଜଣେ ସ୍ୱିମର ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।