ମାସ୍କ ପିନ୍ଧି ନଥିବାରୁ ଯେତେବେଳେ ଝିଅଟିକୁ ଧରିଲା ପୋ-ଲି-ସ, ତ ଝିଅଟି କହିଲା “ମୁଁ ତ ଏବେ କିସ୍ କରିଦେବି”, ଦେଖନ୍ତୁ Shocking ଭାଇରାଲ Video

ବନ୍ଧୁଗଣ ଆମ ଦେଶରେ ଅନେକ ପ୍ରକାରର ଘଟଣା ନୀତିଦିନ ଘଟୁଛି । କିଛି ଘଟଣା ପୋ-ଲି-ସ ମାନଙ୍କୁ ନେଇ ତ ଆଉ କିଛି ସାଧାରଣ ଜନତାଙ୍କୁ ନେଇ ଘଟୁଛୁ । ବିଶେଷ କରି ପୋ-ଲି-ସ ଓ ଲୋକ ମାନଙ୍କ ମଧ୍ୟରେ ହଙ୍ଗାମା ଦେଖା ଯାଉଛି ।

ସେହି ଭଳି କିଛି ଘଟନା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯାହା ଦିଲ୍ଲୀରେ ଘଟିଛି । ଏହି ଘଟଣାଟି ମଧ୍ୟ ଦିଲ୍ଲୀର ଦାରିୟାଗଞ୍ଜ ଠାରେ ଘଟିଛି ଯେଉଁଠାରେ ପୋ-ଲି-ସ ଓ ଜଣେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହି ଘଟଣା ମୁତବକ ସ୍ଵାମୀ ଓ ସ୍ତ୍ରୀ ନିଜ ଗାଡିରେ ଯିବା ସମୟରେ ମାସ୍କ ପିନ୍ଧି ନ ଥିଲେ । ଏହା ପରେ ପୋ-ଲି-ସ ତାଙ୍କୁ ରାସ୍ତା ମଝିରେ ଅଟକାଇଥିଲେ ।

ଏହା ପରେ ସେହି ମହିଳା ଜଣକ ହଙ୍ଗାମା କରିବା ଆରମ୍ଭ କରି ଦେଇଥିଲେ । କାରଣ ସେମାନେ ଦୁହେଁ ନିଜ କାରରେ ଯାଉଥିଲେ ଓ ମାସ୍କ ଲଗାଇ ନ ଥିଲେ । ମହିଳାଙ୍କ କହିବା ମୁତାବକ ସେମାନେ ମାସ୍କ ଲଗାଇବେ ନା ନାହି ସେମାନଙ୍କ ଇଛା ପୋ-ଲି-ସ ମାନେ କହିବାକୁ କିଏ ।

ମହିଳା ଜଣକ ପୋ-ଲି-ସଙ୍କ ସହ ବହୁତ ଖରାପ ବ୍ଯବହାର କରିଛନ୍ତି ଯାହା ଅତି ନି-ନ୍ଦ-ନୀ-ୟ ଘ-ଟ-ଣା ଅଟେ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଯଦି ସେମାନେ ନିଜ କାରରେ ଯାଉଛନ୍ତି ଓ ମାସ୍କ ଲଗାଇ ନାହାନ୍ତି ତେବେ ଏଥିରେ ପୋ-ଲି-ସ କହିବାର ଅଛି ଯେ ହେତୁ ସେମାନେ କୋରୋନା ଗାଇଡ ଲାଇନକୁ ମାନି ନାହାନ୍ତି ।

ଏହି କଥାକୁ ଅଧିକ ଗୁରୁତ୍ଵ ଦେଇ ମହିଳା ଜଣକ ରାସ୍ତା ମଝିରେ ପୋ-ଲି-ସ ମାନଙ୍କର ବେ-ଜି-ତ କରିଥିଲେ । ନିଜ ସ୍ତ୍ରୀ ର ସାଥ ଦେବାକୁ ଯାଇ ତାଙ୍କ ସ୍ଵାମୀ ମଧ୍ୟ ଗାଡିରୁ ବାହାରି ଆସି ପୋ-ଲି-ସ ମାନଙ୍କ ସହ ମତାନ୍ତର କରିବା ଆରମ୍ବ କରି ଦେଇଥିଲେ । ତାଙ୍କ ଗାଡିରେ ହାତ ଦେଇ ଦେଖନ୍ତୁ ଏଭଳି କିଛି ଶବ୍ଦର ପ୍ରୟୋଗ ମହିଳା ଜଣକ ପୋ-ଲି-ସଙ୍କୁ କହିଥିଲେ । ଏହା ଛଡା ଏହି ଘ-ଟ-ଣା-ର ଭିଡିଓ କରି ମଧ୍ୟ ଲୋକ ମାନଙ୍କୁ ଜଣାଇବାକୁ ମହିଳା ଜଣକ ବହୁତ ରା-ଗି ଜା-ଇ କହିଛନ୍ତି ।

ଏହା ପରେ ସେଠାରେ ଅନେକ ଲୋକ ମାନେ ଜମା ହୋଇଥିଲେ । ପୋ-ଲି-ସ ସେହି ମହିଳା ଜଣଙ୍କୁ ଚାଳନ ଦେବା ପାଇଁ କହିବାରୁ ମହିଳା ଜଣକ ଅଧିକ ରା-ଗି-ଯା-ଇ ଉତ୍ତରରେ କହିଥିଲେ ଯେ କୋରୋନା ନାଁ ରେ ଏକ ଫା-ର୍ଶ ଚାଲିଛି । ଲୋକ ମାନଙ୍କର ପଇସା ଲୁ-ଟ କରିବା ପାଇଁ ଚା-ଲା-ଣ ବ୍ୟବସ୍ଥା କରା ଯାଇଛି ।

ସେ ଚା-ଲା-ଣ ନ ଦେବାକୁ ପୋ-ଲି-ସ ମାନଙ୍କୁ ସଫା ମନା କରି ଦେଇଥିଲେ । ଏହା ପରେ ସେ ତାଙ୍କ ସ୍ଵାମୀଙ୍କୁ ରାସ୍ତା ମଝିରେ ଯଦି କିସ କରନ୍ତି ତେବେ ପୋ-ଲି-ସ ର କିଛି ଅସୁବିଧା ଅଛି କି ଏଭଳି କିଛି ଶବ୍ଦର ପ୍ରୟୋଗ ମହିଳା ଜଣକ କରିଛନ୍ତି । ଯାହା ଅତି ନି-ନ୍ଦ-ନୀ-ୟ ଅଟେ ।

ଏଠାରେ ମହିଳା ଜଣକ ପୋ-ଲି-ସ ମାନଙ୍କ ସହ ଅ-ଶ୍ଳୀ-ଳ ଭାଷାରେ କଥା ହେବା ଅତି ଲ-ଜ୍ୟା-ଜ-ନ-କ ଅଟେ । ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ