ଯଦି ଆପଣଙ୍କୁ ଜଣା ଅଛି ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ

ଆଜି ଆମେ ଆପଣଙ୍କୁ ପଚାରିବୁ କିଛି ରୋମାଞ୍ଚକ ପ୍ରଶ୍ନ ଓ ତା’ର ଉତ୍ତର । ତେବେ ଆସନ୍ତୁ ଆରମ୍ଭ କରିବା ।

ପ୍ରଶ୍ନ -୧

କେଉଁ ପ୍ରାଣିର ତିନୋଟି ଆଖି ଅଛି ?

ଉତ୍ତର – ଟୁଆଟାରା (ଏହା ଏକ ଝିଟିପିଟି ପ୍ରଜାତିର ପ୍ରାଣୀ ଯାହାର ତିନୋଟି ଆଖି ରହିଛି । )

ପ୍ରଶ୍ନ – ୨

କେଉଁ ଖାଦ୍ୟ ୧୦୦୦ ବର୍ଷ ପର୍ଯ୍ୟନ୍ତ ରହିଲେ ବି ନଷ୍ଟ ହୁଏନି ? କୁହନ୍ତୁ ଦେଖି ତାହା କଣ ଅଟେ ?

ଉତ୍ତର – ମହୁ

ପ୍ରଶ୍ନ – ୩ ଜନ୍ମର କେତେ ଦିନ ପରେ ଗୋଟିଏ ଶିଶୁ ହସିଥାଏ ? କଣ ଆପଣ ଏହା ଜାଣିଛନ୍ତି ?

ଉତ୍ତର – ଏକ ମାସ ପରେ

ପ୍ରଶ୍ନ – ୪ ଗୋଟିଏ ବେଙ୍ଗ କେତେ ସମୟ ପର୍ଯ୍ୟନ୍ତ ବିନା ଶ୍ଵାସକ୍ରିୟାରେ ବଞ୍ଚିପାରେ ? କହିଲେ ଦେଖି ।

ଉତ୍ତର – ୪ ରୁ ୭ ଘଣ୍ଟା

ପ୍ରଶ୍ନ – ୫ କେଉଁ ଜିନିଷ ଶୁଖିଲେ ୨ କେଜି ଓଦାରେ ୧ କେଜି ଆଉ ଜଳିଗଲେ ୩ କେଜି ହୁଏ ? କଣ ଅଟେ ସେ ?

ଉତ୍ତର – ସଲଫର