ଏହାକୁ କେବଳ ୩ ଦିନ ପିଅନ୍ତୁ, ସମସ୍ତ ପ୍ରକାର ପେଟ ରୋଗ ଠିକ ହୋଇଯିବ, ଗରମ ପେଟ ଥଣ୍ଡା ରହିବ- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଯାଇଥାଏ । ଯାହା ଫଳରେ ଆମେ ଅନେକ କଷ୍ଟ ଅନୁଭବ କରିଥାଉ । ଯେପରି ପେଟ ଯନ୍ତ୍ରଣା ହେଲେ ଆମେ ଅଧିକ କଷ୍ଟ ଅନୁଭବ କରିଥାଉ । ପେଟ ସମସ୍ଯା ବିଭିନ୍ନ କାରଣରୁ ହୋଇଥାଏ ।

ତେବେ ଏହାର ନିବାରଣ ପାଇଁ କିଛି ଘରୋଇ ଉପାୟ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ସେହି ଉପାୟଟି କଣ ଓ ଏହାକୁକିପରି ପ୍ରସ୍ତୁତ କରାଯିବ ।ଏହି ଘରୋଇ ରେମେଡି ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଗୋଣ୍ଡ କଟିରା ଯାହାକୁ ଲଡୁ ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଏହାକୁ ଅଧ ଚାମଚ ନେଇ ଗୋଟେ ଗ୍ଳାସ ପାଣିରେ ତିନ୍ତାଇ ରଖନ୍ତୁ । ରାତିରେ ଏହାକୁ ପାଣିରେ ତିନ୍ତା ରଖିଲେ ଏହା ଭଲ ଭାବେ ତିନ୍ତି ଜୀବ । ଏହା ପରେ ସକାଳେ ଏହା ପୂରାପୂରି ଭାବେ ଫୁଲି ଯାଇଥିବ । ଏହା ପରେ ଏଥିରେ ଥିବା ପାଣିକୁ ଅଲଗା କରି ଦିଅନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହା ପରେ ଯେଉଁ ଦିତୀୟ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ମିଶ୍ରି ଗୁଣ୍ଡ ।

ଯଦି ଆପଣ ମାନେ ଚାହିଁବେ ତେବେ ଚିନୀ ମଧ୍ୟ ମିଶାଇ ପାରିବେ । ଏଥିରେ ଗୁଡ ବ୍ୟବହାର କରାଯିବ ନାହି । ଏହା ପରେ ଅଳପ ମାତ୍ରାରେ ମିଶ୍ରି ଗୁଣ୍ଡ ମିଶାଇ ଗୋଣ୍ଡ କଟିରାରେ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହା ପରେ ଯେଉଁ ତୃତୀୟ ସାମଗ୍ରୀର  ଆବଶ୍ୟକତା ରହିଛି ତାହା ହେଉଛି ଥଣ୍ଡା କ୍ଷୀର । ଯଦି ଆପଣ ମାନେ ଚାହିଁବେ ତେବେ ଏଥିରେ ପାଣି ମିଶାଇ ସେବନ କରି ପାରିବେ । ଏହା ପରେ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହାକୁ ପ୍ରତି ଦିନ ସକାଳେ ଖାଲି ପେଟରେ ସେବନ କରିବା ଉଚିତ । ଯଦି କୌଣସି ପିଲା ଅଧିକ ରାଗୁଥିବେ ତେବେ ଏହାର ଏହା ପିଇପାରିବେ । ସେମାନଙ୍କର ରାଗ ବହୁତ ଜଲ୍ଦି ଶାନ୍ତ ହୋଇଯିବ ।

ଏହାକୁ ମଧ୍ୟାହ୍ନରେ ସେବନ କରିବା ଅନୁଚିତ ଅଟେ । ଏହାକୁ ପ୍ରତି ଦିନ 4 ଚାମଚ ସେବନ କରିବା ଉଚିତ । ଏଥିରୁ ଅଧିକ ସେବନ କରିବା ଆମ ସ୍ୱାସ୍ଥ୍ୟ ପକ୍ଷେ ଠିକ ନୁହେ । କୌଣସି ବି ଜିନିଷକୁ ଅଧିକ ମାତ୍ରାରେ ସେବନ କରିଲେ ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି ମିଶ୍ରଣ ପେଟ ସମସ୍ଯା ପାଇଁ ଅମୃତ ସମାନ ଅଟେ । ଏହାର ସେବନ ଦ୍ଵାରା ପେଟ ଭଲ ରହିବ । ଯାହା ଫଳରେ ଆପଣ ମାନେ ଅନେକ ରୋଗରୁ ସୁସ୍ଥ ରହିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ