ଦେଖୁ ଦେଖୁ “କାଣ୍ଟା ଲଗା” ରେ ଅଭିନୟ କରିଥିବା ଅଭିନେତ୍ରୀଙ୍କର ଅବସ୍ଥା କିଛି ଏମିତି ହୋଇଯାଇଛି, ଏବେ ଦେଖା ଯାଉଛନ୍ତି ଏହି ଭଳି।

“କାଣ୍ଟା ଲଗା” ରେ ଅଭିନୟ କରିଥିବା ଅଭିନେତ୍ରୀ

ସମସ୍ତଙ୍କର କିଛି ଏମିତି ସମୟ ଆସେ ଯେବେ ସେ ସଫଳତାର ଶିଖରରେ ପହଞ୍ଚିଥାନ୍ତି କିନ୍ତୁ ପରେ ଲୋକପ୍ରିୟତା ଅଭାବରୁ ସେମିତି ତଳକୁ ମଧ୍ୟ ଖସି ଆସନ୍ତି । ସେହି ଭଳି ଏକ ଅଭିନେତ୍ରୀ ଓ ମଡଲ ହେଉଛନ୍ତି ଶେଫାଲୀ ଜରୀୱାଲା । ଯିଏ ଗୋଟେ ସମୟରେ ବହୁତ ନା କରିଥିଲେ । ତାଙ୍କର ଗୋଟେ ଗୀତ  “କାଣ୍ଟା ଲଗା” ଏତେ ଲୋକପ୍ରିୟ ହୋଥିଲା କି ଆଜି ମଧ୍ୟ ବେଳେ ବେଳେ କୌଣସି ପାର୍ଟିରେ ସେହି ଗୀତର ଧ୍ବନୀରେ ନାଚିବାର ଦେଖିବାକୁ ମିଳୁଛି । ଏହି ଗୀତକୁ ବହୁତ ଲୋକ ପସନ୍ଦ କରନ୍ତି, ଏହା ୧୯୭୨ ମସିହାରେ ଆସିଥିବା ଫିଲ୍ମ ସମଧୀ ର ରିମେକ ଥିଲା ।

ସେହି ଫିଲ୍ମରେ ଆଶା ପାରେଖ ବହୁତ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ଏହି ରିମେକ ରେ ଶେଫାଲୀ ଜରୀୱାଲା ଯେଉଁ ଭାବେ ପ୍ରଦର୍ଶନ କରିଥିଲେ ତାହା ଆଜି ମଧ୍ୟ ଲୋକଙ୍କ ମନରେ ଅଛି । ଦେଖୁ ଦେଖୁ ତାଙ୍କ ଆବସ୍ଥା କଣ ହୋଇଗଲା, ତାଙ୍କ ସ୍ଲିମ ଫିଗର ଏବେ କୀଚଚି ଅଲଗା ହିଁ ଦେଖାଯାଉଛି ।

ଏବେ ଦେଖା ଯାଉଛନ୍ତି ଏହି ଭଳି

ଏହି ୩ଟି ରାଶିର ଲୋକ ଏକତରଫା ପ୍ରେମରେ ହୋଇଥାନ୍ତି ପାଗଳ, ଆପଣଙ୍କ ରାଶି ନାହିଁ ତ? ଏବେ ଦେଖନ୍ତୁ।

୨୦୦୨ ମସିହାରେ ଆସିଥିବା ମ୍ଯୂଜିକ ଏଲ୍ବମ କାଂଟା ଲଗା ରୁ ଶେଫାଲୀ ଜରୀୱାଲା ନିଯା ପ୍ରତିଭା ଦ୍ଵାରା ବହୁତ ଲୋକ ପ୍ରିୟ ହୋଇପାରିଥିଲେ । ସେହି ଗୀତାରେ ସେ ତାଙ୍କର ସବୁଠୁ ଭଲ ପର୍ଫର୍ମେନ୍ସ ଦେଇଥିଲେ, ଏହା ପରେ କିଛି ଫିଲ୍ମ ରେ ମଧ୍ୟ ଆସିଥିଲେ ଓ ପରେ ତାଙ୍କୁ ଆଉ ଦେଖିବାକୁ ମିଳିନଥିଲା । ୨୦୦୪ ମସିହାରେ ଆସିଥିବା ଫିଲ୍ମ ମୁଝସେ ଶାଦୀ କରୋଗୀ ରେ ବିଜଲୀର ଅଭିନୟ କରିଥିଲେ ।

ବହୁ ବର୍ଷ ପରେ ସେ ବହୁତ ବଦଳି ଯାଇଛନ୍ତି, ସେ ଗୋଟେ ଦୁଇଟା ଫିଲ୍ମରେ ଛୋଟ ମୋଟ ଭୂମିକା ମଧ୍ୟ କରିଛନ୍ତି କିନ୍ତୁ ଏବେ ତାଙ୍କ ପ୍ରଶଂସକ ଏବେ ବି ତାଙ୍କୁ ଫିଲ୍ମ ଓ ଏଲ୍ବମରେ ଖୋଜୁଛନ୍ତି । ସେମାନଙ୍କ ପାଇଁ ଆମେ କହି ଦେଉଛୁ ଯେ ବର୍ତ୍ତମାନ ଶେଫାଲୀ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି ।

୨୪ ନଭେମ୍ବର, ୧୯୮୨ ରେ ଗୁଜୁରାଟ ର ଅହମଦାବାଦରେ ଜନ୍ମ ଗ୍ରହଣ କରିଥିବା ଶେଫାଲୀ ଗୁଜରାତି ପରିବାରର । ଶେଫାଲୀ ସରଦାର ପଟେଲ କଲେଜ ଅଫ ଇଂଜିନିଯରିଂଗ ରୁ ବୀଟେକ କରିଛନ୍ତି । ଏହି ପଢା ସମୟରେ ହିଁ ତାଙ୍କୁ ଏଲ୍ବମରେ କାମ କରିବାକୁ ସୁଯୋଗ ମିଳିଥିଲା । ୨୦୦୯ ମସିହାରେ ତାଙ୍କର ତଲାକ ତାଙ୍କ ଗାୟକ ସ୍ଵାମୀ ହରମୀତ ଗୁଲଜାରଙ୍କ ସହ ହୋଇଥିଲା । ସେ ନଚ ବଲିୟେ-୫ ରେ ତାଙ୍କ ବ୍ୱୟଫ୍ରେଂଡଙ୍କ ସହ ଦେଖା ଯାଇଥିଲେ ।