ଶାହିଦ କପୁର ଏହି ଅଭିନେତ୍ରୀକୁ ପତ୍ନୀ କରିବା ପାଇଁ ହୋଇଯାଇଥିଲେ ପାଗଳ, ଏହି କାରଣରୁ ହୋଇ ପାରିଲା ନାହିଁ ବିବାହ

ବଲୀଉଡର ଦୁନିଆ ବହୁତ ଅଲଗା ଅଟେ । ପ୍ରେମ ଓ ଶତୃତା ଏହି ଇଣ୍ଡଷ୍ଟ୍ରିର ଏକ ସାଧାରଣ କଥା ଅଟେ । କେବେ ପ୍ରେମ ତ କେବେ ଘୃଣା ପାଇଁ ଏଠିକାର ଲୋକମାନେ ଜଣା ଯାଆନ୍ତି । କାହାର ବିବାହ କାହା ସହିତ ତ କେବେ ସେ ଅନ୍ୟ କାହା ସହିତ ବିବାହ କରିବାକୁ ଚାହୁଁଥିଲା । ବର୍ତ୍ତମାନ ବଲୀଉଡରେ ହ୍ୟାଣ୍ଡସମ ଅଭିନେତା ଶାହିଦ କପୁର ବି ଗୋଟିଏ ସମୟରେ ଅକ୍ଷୟ କୁମାରଙ୍କର ପତ୍ନୀ ଟ୍ଵିଙ୍କଲ ଖନ୍ନାଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

ବଲୀଉଡର ପରଫେକ୍ଟ କପଲ କୁହାଯାଉଥିବା ଅକ୍ଷୟ ଓ ଟ୍ୱିଂକଲଙ୍କର ପ୍ରେମ ବଲୀଉଡ ପାଇଁ ଏକ ଉଦାହରଣ ଅଟେ । କିନ୍ତୁ ବଲୀଉଡରେ ଏକ ଏମିତି ଅଭିନେତା ଅଛନ୍ତି ଯିଏ ଟ୍ୱିଂକଲ ଖନ୍ନାଙ୍କ ଉପରେ ବି ନିଜର ହୃଦୟ ହାରି ଥିଲେ ଓ ତାଙ୍କ ସହିତ ବିବାହ କରିବାକୁ ଚାହୁଁଥିଲେ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଶାହିଦ କପୁର ।

ଶାହିଦ ଏହି କଥାକୁ କରଣ ଜୌହରଙ୍କର ରିୟାଲିଟୀ ଶୋ କଫୀ ୱିଦ କରଣରେ କହିଥିଲେ । ସେ କହିଥିଲେ କି ଟ୍ୱିଂକଲ ଖନ୍ନାଙ୍କ ଉପରେ ତାଙ୍କର କ୍ରଶ ବହୁତ ସମୟ ହେବ ଥିଲା । କିନ୍ତୁ କଥା ଠିକ ହୋଇ ପାରିଲା ନାହିଁ ଓ ବର୍ତ୍ତମାନ ଶାହିଦଙ୍କର ବିବାହ ମୀରା ରାଜପୁତଙ୍କ ସହ ହୋଇ ଯାଇଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।