ଦେଖନ୍ତୁ କେମିତି ସ୍ତ୍ରୀ Ipsita ଙ୍କ ସହ ରୋମାନ୍ସ କରୁଛନ୍ତି ନୂଆ ନୂଆ ବିବାହ କରିଥିବା ଓଡିଆ ସିଙ୍ଗର Kuldeep, ଭାଇରାଲ ହେଲା Video

ଓଲିଉଡ ଦୁନିଆର ଗାୟକ କୁଳଦୀପ ନିଜର ଗାୟିକା ପାଇଁ ବହୁତ ହିଁ ପ୍ରସିଦ୍ଧ ଅଟନ୍ତି । ସେ ବହୁତ ଓଡିଆ ଫିଲ୍ମ ଓ ଆଲବମରେ କଣ୍ଠଦାନ କରିଛନ୍ତି । ସେ ଗାଇଥିବା ସବୁ ଗୀତ ଦର୍ଶକମାନଙ୍କୁ ବହୁତ ପସନ୍ଦ ବି ଆସିଥାଏ । ତାଙ୍କର ୟୁଟ୍ୟୁବରେ ଶହ ଶହ ଗୀତ ଅଛି । ସବୁ ଗୀତ ଗୁଡିକ ସୁପରହିଟ । କୁଳଦୀପ ରୋମାଣ୍ଟିକ ଗୀତ ଅଧିକ ଗାଆନ୍ତି । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ ବଡ ବଡ କଳାକାରଙ୍କ ଫିଲ୍ମରେ ଗୀତ ଗାଇଛନ୍ତି । ଏହା ଛଡା ସେ ବହୁତ ଆଲବମ ବି ଗାଇଛନ୍ତି ।

କିଛି କିଛି ଦିନ ମଧ୍ୟରେ ତାଙ୍କର କୌଣସି ନା କୌଣସି ଭିଡିଓ ରିଲିଜ ହୋଇଥାଏ । ସେ ରାଜହଂସୀ, ଶେଫାଳି, ତୁମ ଓଦା ଆଖି, ଧୀରେ ଧୀରେ, ଅପସରି, ସମ୍ମୋହିନୀ, ପ୍ରେମ ହେଇଜା ଭଳି ଗୀତ ଗାଇ ସବୁ ଓଡିଆଙ୍କ ହୃଦୟରେ ରାଜ କରୁଛନ୍ତି । କହିଦେଉଛୁ କି କିଛି ଦିନ ତଳେ ହିଁ କୁଲଦୀପ ପଟ୍ଟନାୟକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ବିବାହ ପର ଠାରୁ ପ୍ରାୟତଃ ସେ ଚର୍ଚାରେ ରହିଥାନ୍ତି ।

ତାଙ୍କର ପତ୍ନୀଙ୍କ ନାଁ ଇପ୍ସିତା । କହିବାକୁ ଗଲେ ଆଜିକାଲି ସବୁ ଷ୍ଟାର ଓ ଗାୟକମାନେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି । ଏହି କ୍ରମରେ କୁଲଦୀପ ବି ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଭିଡିଓ କିମ୍ବା ଫଟୋ ଶେୟାର କରିଥାନ୍ତି । ଏହି କ୍ରମରେ କୁଲଦୀପଙ୍କ ଗୋଟିଏ ଭିଡିଓ ବହୁତ ଭାଇରାଲ ହେଉଛି ।

ଏହି ଭିଡିଓରେ ସେ ତାଙ୍କର ପତ୍ନୀଙ୍କ ହାତ ଧରି କିସ କରୁଥିବାର ନଜର ଆସୁଛନ୍ତି । ବ୍ୟାକରାଉଣ୍ଡରେ ତାଙ୍କର ହିଁ ଗୋଟିଏ ଗୀତ ବାଜୁଛି । ଯାହାକି ଏହି ଭିଡିଓକୁ ଆହୁରି ସୁନ୍ଦର କରି ଦେଇଛୁ । ଏତିକି ନୁହେଁ କୁଲଦୀପଙ୍କ ସବୁ ଫଟୋରେ ଆପଣ ତାଙ୍କର ପତ୍ନୀଙ୍କ ପ୍ରତି ଥିବା ଭଲ ପାଇବାକୁ ଦେଖି ପାରିବେ । ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ବହୁତ ଫଟୋ ଭିଡିଓ ଅଛି । ଯାହାକୁ ହଜାର ହଜାର ଦର୍ଶକମାନେ ବି ପସନ୍ଦ କରନ୍ତି ।

କହିଦେଉଛୁ କି କୁଲଦୀପ ଓଡିଆ ଗାୟକମାନଙ୍କ ମଧ୍ୟରେ ଜଣେ ଏମିତି ଗାୟକ ଅଟନ୍ତି ଯିଏକି ବହୁତ କମ ଦିନ ମଧ୍ୟରେ ଗାୟକ ଦୁନିଆରେ ସଫଳ ହୋଇଛନ୍ତି । ତାଙ୍କର ସବୁ ଗୀତ ଦର୍ଶକମାନଙ୍କୁ ପସନ୍ଦ ଆସିଥାଏ । ସେ ଜଣେ ଆଗଧାଡିର ଗାୟକ ଅଟନ୍ତି । ଏହା ଛଡା ସେ କେତେକ ସ୍ଟେଜ ଶୋରେ ବି ନଜର ଆସିଛନ୍ତି ।