ସ୍ବାମୀଙ୍କ ପାଇଁ ଜୀବନ ବି ଦେଇ ପାରନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ବିବାହ ର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ । ପ୍ରତ୍ୟେକ ବ୍ୟକ୍ତି ଜଣେ ଏଭଳି ଜୀବନସାଥୀ ର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ଅଧିକ ଭଲ ପାଉଥିବ । ତାଙ୍କର ସର୍ବଦା ଯତ୍ନ ନେଉଥିବ ଏବଂ ଜୀବନ ର ସମସ୍ତ ପରିସ୍ଥିତି ରେ ତାଙ୍କର ସାଥ ଦେଉଥିବ । କିନ୍ତୁ ସମ୍ପର୍କ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଶ୍ୱାସ । ଯେଉଁ ସମ୍ପର୍କରେ ବିଶ୍ୱାସ ନଥାଏ ସେହି ସମ୍ପର୍କ କେବେବି ତିଷ୍ଠି ନଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି ଏବଂ ସେମାନେ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି । କେବଳ ଭାଗ୍ୟବାନ ବ୍ୟକ୍ତି ଙ୍କୁ ହିଁ ଏହି ନାମର ଝିଅ ମିଳିଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘A’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଅତ୍ୟନ୍ତ ସରଳ ଓ ନିରୀହ ସ୍ୱଭାବ ର ହୋଇଥାନ୍ତି । ଏହି ନାମର ଝିଅ ସର୍ବଦା ନିଜ କାମ ଉପରେ ଗୁରୁତ୍ୱ ପ୍ରଦାନ କରନ୍ତି । ଏମାନଙ୍କ ପାଇଁ ନିଜର କାର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏମାନେ ନିଜର କାର୍ଯ୍ୟ ଭଳି ସମ୍ପର୍କ କୁ ମଧ୍ୟ ଅଧିକ ମହତ୍ତ୍ଵ ପ୍ରଦାନ କରିଥାନ୍ତି । ଏମାନଙ୍କ ଜୀବନ ରେ ସମ୍ପର୍କ ର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିଥାଏ । ଏହି ନାମର ଝିଅ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସର୍ବଦା ତାଙ୍କର ଯତ୍ନ ନିଅନ୍ତି । ଏହା ସହିତ ଏମାନେ ନିଜ ସମ୍ପର୍କ କୁ ନେଇ ବହୁତ ଇମାନଦାର ଅଟନ୍ତି।ନିଜ ପତି ଙ୍କ ପ୍ରତି ଏମାନଙ୍କ ଭଲ ପାଇବା ସତ ଏବଂ ପବିତ୍ର ହୋଇଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘D’।ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ସମ୍ପର୍କ ପ୍ରତି ସର୍ବଦା ସଜାଗ ରୁହନ୍ତି । ଏହି ନାମର ଝିଅ ନିଜର ପତି ଓ ପରିବାର ଉଭୟ ଙ୍କ ଯତ୍ନ ସଠିକ ଭାବରେ ନେଇଥାନ୍ତି । ଏମାନେ ଅନ୍ୟ ମାନଙ୍କ ପ୍ରତି ନିଜର ସମ୍ପର୍କ କୁ ଖୁବ ସୁନ୍ଦର ଭାବରେ ତୁଲାଇଥାନ୍ତି।ଏମାନେ ନିଜର ପତ୍ନୀବ୍ରତା ଧର୍ମ କୁ ପାଳନ କରିଥାନ୍ତି।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘H’।ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ରୋମାଣ୍ଟିକ ସ୍ୱଭାବ ର ହୋଇଥାନ୍ତି । ଏହି ନାମର ଝିଅ ମାନେ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି । ଏମାନେ କେବେବି ଅନ୍ୟ ର ଖରାପ ଚିନ୍ତା କରନ୍ତି ନାହିଁ ଅଥବା କେବେବି ଅନ୍ୟ ଙ୍କୁ ଖରାପ କୁହନ୍ତି ନାହିଁ । ଏହି ନାମର ଝିଅ ଅତ୍ୟନ୍ତ ଶାନ୍ତ ସ୍ୱଭାବ ର ଅଟନ୍ତି । ଏମାନେ ଅତ୍ୟନ୍ତ ବିଶ୍ଵାସନୀୟ ଅଟନ୍ତି ଏବଂ କେବେବି ନିଜ ପାର୍ଟନର ଙ୍କୁ ଧୋକା ଦିଅନ୍ତି ନାହିଁ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘S’।ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଭଲ ପାଇବାର ସମ୍ପର୍କ କୁ ଅତ୍ୟନ୍ତ ବୁଦ୍ଧିମାନ ର ସହିତ ତୁଲାଇଥାନ୍ତି । ଏହି ନାମର ଝିଅ ମାନେ ସର୍ବଦା ନିଜର ପତି ଙ୍କ ଖୁସି କୁ ପ୍ରଥମ ପ୍ରାଥମିକତା ପ୍ରଦାନ କରିଥାନ୍ତି । ଏହି ନାମର ଝିଅ ଜିଦ୍ଦି ସ୍ୱଭାବ ର ହେବା ସତ୍ତ୍ୱେ ନିଜର ପତି ଓ ପରିବାର ଙ୍କ ଧ୍ୟାନ ରଖନ୍ତି।ଏହି ନାମର ଝିଅ ମାନେ ଏକ ପରଫେକ୍ଟ ଜୀବନସାଥୀ ବନିଥାନ୍ତି।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।