Sara Ali Khan ଓ Karan Johar ଙ୍କୁ ରେଷ୍ଟୁରାଣ୍ଟରୁ ଫେରାଇ ଦେଲେ ମ୍ୟାନେଜର, ହେଲେ କାହିଁକି ? ଦେଖନ୍ତୁ ଏହି ଭିଡିଓ

ବନ୍ଧୁଗଣ ସୂଚନା ମୁତାବକ, କରନ ଜୋହର ରେଷ୍ଟୁରାଣ୍ଟ ରେ ହଟହଟା ହେଲେ । ତାଙ୍କୁ ରେଷ୍ଟୁରାଣ୍ଟ ରୁ ଫେରାଇଦିଆଗଲା । ହୋଟେଲ ମ୍ୟାନେଜର ତାଙ୍କୁ ହୋଟେଲ ସାମ୍ନାରୁ ହିଁ ବିଦା କରିଦେଲେ । ସୂଚନା ଏହା କି ଯେ ପ୍ରସିଦ୍ଧ ସିନେମା ନିର୍ଦ୍ଧେଶକ କରନ ଜୋହରଙ୍କୁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପାଇଁ ହୋଟେଲ ରୁ ଭୋକିଲା ଫେରିବାକୁ ପଡିଲା । ହୋଟେଲ ମ୍ୟାନେଜରଙ୍କ କଥା ଶୁଣି ଅପମାନର ସହ ତାଙ୍କୁ ସେହି ଠାରୁ ଫେରିବାକୁ ପଡିଲା ।

ଏହି କଥା ଏବେ ସବୁଆଡେ ଚର୍ଚାର ବିଷୟ ପାଲଟିଛି । ଏତେ ବଡ ସେଲିବ୍ରେଟି ହୋଇ ମଧ୍ୟ ତାଙ୍କୁ ରେଷ୍ଟୁରାଣ୍ଟରୁ ନ ଖାଇକି ଫେରି ଯିବାରୁ ତାଙ୍କୁ ବହୁତ ଅପମାନର ଶିକାର ହବାକୁ ପଡିଥିଲା । ଏହାର କାରଣ ହେଉଛି । ଲୋକ ପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ, ସାରା ଅଲି ଖାନ, ପ୍ରସିଦ୍ଧ ସିନେମା ନିର୍ଦ୍ଧେଶକ କରନ ଜୋହର, ଅଭିନେତା ରନବୀର ସିଂହ, ଡିଜାଇନର ମନୀଷ ମଲହୋତ୍ରା ଏବେ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି ।

ବାସ୍ତବ କଥା ଏହା କି ଯେ ପ୍ରସିଦ୍ଧ ଲୋକପ୍ରିୟ ସିନେମା ନିର୍ଦ୍ଧେଶକ କରନ ଜୋହର ଏବଂ ସୁନ୍ଦରୀ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଏବେ ବର୍ତ୍ତମାନ ଲଣ୍ଡନରେ ରହିଛନ୍ତି । ଏବେ ଲଣ୍ଡନରେ ଥିବା ବେଳେ କରନ ଜୋହର ଏବଂ ସୁନ୍ଦରୀ ଅଭିନେତ୍ରୀ ସାରା ଅଲି ଦୁହେଁ ମିଶି ବର୍ଗର ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ସେହି କାରଣରୁ ସେ ଦୁହେଁ ମିଶି ଲଣ୍ଡନର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ କୁ ଯାଇଥିଲେ ।

କିନ୍ତୁ କରନ ଜୋହର ରେଷ୍ଟୁରାଣ୍ଟ ଭିତରକୁ ଯିବା ସମୟରେ ଯେତେବେଳେ ରେଷ୍ଟୁରାଣ୍ଟର ମ୍ୟାନେଜର କୁ ଆଲିଆ ଭଟ୍ଟ ନାମରେ ସିଟ ବୂକ ହୋଇଛି କି ନାହିଁ ପଚାରିଲେ, ରେଷ୍ଟୁରାଣ୍ଟ ମ୍ୟାନେଜର କରନ ଜୋହରଙ୍କୁ ସିଧା ସଳଖ ମୁହଁ ଉପରେ ହିଁ ମନା କରିଦେଇଥିଲେ । ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ କରିବା ପାଇଁ ହିଁ ସିଧା ସଳଖ ଭାବରେ ମନା କରିଦେଇଥିଲେ ।

ଯେଉଁ କାରଣ ଯୋଗୁ କରନ ଜୋହରଙ୍କୁ ବହୁତ ଅପମାନ ଲାଗିଥିଲା । ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଯୋଗୁ କରନଙ୍କୁ ଏହି ପ୍ରକାର ରେଷ୍ଟୁରାଣ୍ଟ ଆଗରେ ହଟହଟା ହବାକୁ ପଡିଥିଲା । ସେଥିପାଇଁ କରନ ଜୋହର ଏବଂ ସୁନ୍ଦରୀ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ସେହି ସମୟରେ ସେହି ଜାଗା ଛାଡି ଚାଲିଯାଇଥିଲେ ।

ଏହି କଥାକୁ ସାରା ଅଲି ଖାନ ନିଜ ଇନଷ୍ଟା ରେ ପୋଷ୍ଟ କରିଥିଲେ । ଏବଂ କାପସନ ଦେଇଥିଲେ, କି ଆମ ଦୁହିଙ୍କୁ ଏହି ରେଷ୍ଟୁରାଣ୍ଟ ରେ ରିସର୍ବେସନ ନ ମିଳିବାରୁ ସେଠାରୁ ଆମକୁ ଭୋକିଲା ପେଟରେ ଫେରିବାକୁ ପଡିଲା । ତାପରେ ସାରା ଅଲି ଖାନ ଓ କରନ ଜୋହର କେଫସି ରେ ଯାଇକି ଖାଇଥିଲେ । ବନ୍ଧୁଗଣ ଯଦି ଏହି ପୋଷ୍ଟ ଟି ଆପଣ ମାନଙ୍କୁ ପସନ୍ଦ ଆସିଥାଏ, ତେବେ ନିହାତି ଭାବରେ କମେଣ୍ଟ ଦ୍ଵାରା ମତାମତ ଜଣାଇବେ ।