କୌଣସି ସୁନ୍ଦର ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି ଏହି ୱେସ୍ଟ ଇଂଡୀଜର ଖେଳାଳିମାନଙ୍କ ସ୍ତ୍ରୀମାନେ

ୱେସ୍ଟ ଇଂଡୀଜର ଖେଳାଳି ନିଜର ଲମ୍ବା ଲମ୍ବା ଶଟ ଖେଳ ପାଇଁ ସାରା ଦୁନିଆରେ ପରିଚିତ । କହିବାକୁ ଗଲେ ଏହି ଦେଶରେ କ୍ରିସ ଗେଲଙ୍କ ନାମ କ୍ରିକେଟ ଜଗତରେ ସବୁଠୁ ବଡ ଛକା ଲଗାଇବାର ବିଶ୍ଵ ରେକର୍ଡ ଅଛି । ଆଜି ଆମେ ଆପଣଙ୍କୁ ୱେସ୍ଟ ଇଂଡୀଜର ଏହିଭଳି ୫ ଜଣ ଖେଳାଳିମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ପତ୍ନୀମାନେ ବହୁତ ସୁନ୍ଦର ଅଟନ୍ତି ।

୧. ଆନ୍ଦ୍ରେ ରସେଲ

ଲମ୍ବା ଲମ୍ବା ଶଟ ଖେଳିବାରେ ମାହିର ଆନ୍ଦ୍ରେ ରସେଲଙ୍କ ପତ୍ନୀଙ୍କ ନାମ ଜେସିମ ଲୋରା ଅଟେ । ଲୋରା ସୁନ୍ଦର ଅଟନ୍ତି ଓ ତାଙ୍କର ସୁନ୍ଦରତା ପାଇଁ ତାଙ୍କୁ ଦୁନିଆ ସାରା ଲୋକମାନେ ଜାଣିଛନ୍ତି । ପରି ଭଳି ଦେଖାଯାଉଥିବା ଲୋରା ନିଜର ସୁନ୍ଦରତା ଦ୍ଵାରା କୌଣସି ମଡେଲ ଓ ଅଭିନେତ୍ରୀଙ୍କୁ ପଛରେ ପକାଇ ପାରିବେ ।

୨. ଡ୍ୟାରେନ ସୈମୀ

ଡ୍ୟାରେନ ସୈମୀଙ୍କ ପତ୍ନୀଙ୍କ ନାମ କୈଥୀ ଡେନିୟଲ ଅଟେ । ଯିଏକି ନିଜର ସୁନ୍ଦର ଲୁକ ଓ ଷ୍ଟାଇଲ ପାଇଁ ଦୁନିଆ ସାରାରେ ପରିଚିତ ଅଟନ୍ତି । କୈଥୀ ଡେନିୟଲ ବି ସୁନ୍ଦରତା ମାମଲାରେ କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି ।

୩. କିରୋନ ପୋଲାର୍ଡ

ନିଜର ଭଲ ବ୍ୟାଟିଙ୍ଗ ଦ୍ଵାରା କ୍ରିକେଟ ପ୍ରେମୀମାନଙ୍କ ହୃଦୟ ଜିତିଥିବା କିରୋନ ପୋଲାର୍ଡଙ୍କ ପତ୍ନୀଙ୍କ ନାମ ଜେନ୍ନା ଅଲୀ ଅଟେ । ଜେନ୍ନା ଅଲୀ ବହୁତ ସୁନ୍ଦର ଅଟନ୍ତି । ତାଙ୍କର ସୁନ୍ଦରତାର ଝଲକ ଆପଣ ଏହି ଫଟୋରେ ଦେଖି ପାରିବେ ।

୪. କ୍ରିସ ଗେଲ

ଦୁନିଆର ସବୁଠୁ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ମଧ୍ୟରେ ସାମିଲ ଥିବା କ୍ରିସ ଗେଲ ବର୍ଷ ୨୦୦୯ରେ ନତାଶା ବେରିଜଙ୍କୁ ବିବାହ କରିଥିଲେ । ନତାଶା ବହୁତ ସୁନ୍ଦର ଓ ଷ୍ଟାଇଲିଶ ଅଟନ୍ତି ।

୫. କାର୍ଲୋସ ବ୍ରେଥୱେଟ

ୱେସ୍ଟ ଇଂଡୀଜର ଅଲରାଉଣ୍ଡର କାର୍ଲୋସ ବ୍ରେଥୱେଟଙ୍କ ପତ୍ନୀଙ୍କ ନାମ ଜେସିକା ଫେଲିକ୍ସ ଅଟେ । ଜେସିକା ଫେଲିକ୍ସ ବି ବହୁତ ସୁନ୍ଦର ଅଟନ୍ତି ।