ଏହି ବଲୀଉଡ ସେଲିବ୍ରିଟିଜ ମାନେ ଖୋଲିଲେ ନିଜ ଜୀବନ ସହ ଜଡିତ କିଛି ଗୋପନୀୟ ରାଜ୍

ଏହି ବଲୀଉଡ ସେଲିବ୍ରିଟିଜ ମାନେ ଖୋଲିଛନ୍ତି ନିଜ ଜୀବନ ସହ ଜଡିତ କିଛି ଗୋପନୀୟ ରାଜ୍

ଏହା ତ ସମସ୍ତେ ଜାଣିଛନ୍ତି ଯେ ବଲୀଉଡ କଳାକାର ମାନାଙ୍କ ସହ ଜୟତ ଛୋଟ ଛୋଟ କଥା ମଧ୍ୟ ବ୍ରେକିଙ୍ଗ ନ୍ଯୁଜ ହୋଇଥାଏ । ସେମାନେ ନିଜ ଜୀବନକୁ ଲୋକଙ୍କ ଠାରୁ ଯେତେ ଲୁଚାଇ ରଖିବାକୁ ଚେଷ୍ଟା କଲେ ମଧ୍ୟ ସେମାନଙ୍କ ଫ୍ୟାନ ଓ ମିଡିୟା ଲୋକଙ୍କ ପାଖରେ ଏହା ଲୁଚି ରହେ ନାହିଁ । କେତେ ଥର ତ ସେମାନେ ନିଜେ ଅଜାଣତରେ ନିଜର କିଛି ଗୋପନୀୟ କଥା କହି ଦେଇଥାନ୍ତି । ଆଉ ଏଭଳି ଜଣେ କି ଦୁଇ ଜଣ ନୁହେଁ ବରଂ କେତେ ନାମୀ ଦାମୀ କଳାକାର ଏହା କରିସାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ କିଛି ରାଜ୍ ଯାହା ଆପଣ ଜାଣି ନାହାନ୍ତି ।

କରିନା କପୂର ଖାନ-

ଆପଣଙ୍କୁ କହିଦେଉଛୁ ଯେ ବେବୋ ବା କରିନା କପୂର ଖାନ ଏହି ପ୍ରଶ୍ନ ଉପରେ କହିଥିଲେ ସେ ଗୋଟେ ଜିନ୍ସ କୁ ନ ଧୋଇ ବହୁତ ଦିନ ଜାକେ ପିନ୍ଧିଥାନ୍ତି । ବେଳେ ବେଳେ ତ ଗୋଟେ ଗୋଟେ ମାସ ପର୍ଯ୍ୟନ୍ତ ଚଳିଯାଏ ।

ଆଲିୟା ଭଟ୍ଟ-

ବଲୀଉଡ ର କ୍ଵିନ ଆଲିୟା ଭଟ୍ଟ ଅନ୍ଧାରକୁ ଡରନ୍ତି । ସେ ଅନ୍ଧାରକୁ ଜମା ପସନ୍ଦ କରନ୍ତି ନାହିଁ । ଏହି କଥା ସେ ନିଜେ ମାନି ଥିଲେ, ସେ ସବୁବେଳେ ଲାଇଟ ଅନ ରଖି ସୁଅନ୍ତି ।

ରଣବିର କପୂର-

ରଣବିର କପୂର ନିଜେ ମାନି ଥିଲେ ଯେ ସେ ଦୀପିକାଙ୍କୁ ଧୋକା ଦେଇଛନ୍ତି, କିନ୍ତୁ ସେ ସେତେବେଳେ ଏହି କାମ ମୁଁ ମୋ ଅଜାଣତରେ ବା ବୁଝିବା ଶକ୍ତି ନ ଥିବାରୁ ଏଭଳି କରିଥିଲି ।

ବିଦ୍ୟା ବାଲନ-

ବିଦ୍ଯା ବାଲନ ତାଙ୍କର ଗୋଟେ ସାକ୍ଷାତକାରରେ କହିଥିଲେ ଯେ ଯେବେ ସେ ଘରର ରେଜିସ୍ଟ୍ରୀ କରାଇଥିଲେ ସେତେବେଳେ ସେ ଅଫିସର ଙ୍କୁ ଲଞ୍ଚ ଦେଇଥିଲେ । ଏବଂ ସେପରି ଆଉ କେବେ କରିବେ ନାହିଁ ବୋଲି କଥା ଦେଇଥିଲେ ।

ରିତିକ ରୋଶନ-

ଏହା ତ ବହୁତ କମ ଲୋକ ଜାଣିଛନ୍ତି ଯେ ରିତିକ ରୋଶନ ଛୋଟ ବେଳେ ଟିକେ ଖଣା ଥିଲେ, ବା କହିବା ବେଳେ ତାଙ୍କର ପାଟି ଲାଗୁ ଥିଲା । ସେ ଏହି କଥା ବହୁତ ସାକ୍ଷାତକାରରେ ମଧ୍ୟ କହିଛନ୍ତି । ସେ ଛୋଟାବେଳେ ବହୁତ ହଇରାଣ ହୋଇଛନ୍ତି ଏଥିପାଇଁ ।

ଏମିତି ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ନୂଆ ନୂଆ ଖବର ପାଇଁ  ଏବେହିଁ ଲାଇକ କରନ୍ତୁ ଓ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ