କଣ ରିୟା ଚକ୍ରବର୍ତ୍ତୀ ଓ ସିଦ୍ଧାର୍ଥ ପିଠାନୀ ସିବିଆଇ ପାଖକୁ ଯାଇଥିଲେ ହିଡେନ କ୍ୟାମେରା ନେଇ ? ଜାଣନ୍ତୁ ପୁରା ଘଟଣା

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସିଛି । ଏବେ ଆଊ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ଯେ ରିୟା ଚକ୍ରବର୍ତ୍ତୀ CBI ଙ୍କ ଜାସୁଶୀ କରୁଛନ୍ତି । ରିୟା ଚକ୍ରବର୍ତ୍ତୀ, କୁକ ନିରଜ, ସିଦ୍ଧାର୍ଥ ପିଠାନି, ସନ୍ଦୀପ ସିଂ, ସୋବିକ ଚକ୍ରବର୍ତ୍ତୀ, ଡ଼ିପେଶ ସାବନ୍ତ ଙ୍କ ଉପରେ ବହୁତ ଆରୋପ ଲଗାଯାଇଛି ଏବଂ କୁହାଯାଇଛି କି ଏମାନେ ସୁଶାନ୍ତ ଙ୍କ ମାମଲାରେ ସାମିଲ ଅଛନ୍ତି ।

କିନ୍ତୁ ରିୟା ଚକ୍ରବର୍ତ୍ତୀ ଙ୍କୁ ପୁରା ଦୋଷୀ ନମ୍ବର ୧ ବୋଲି ମାନୁଛନ୍ତି । ରିୟା ଙ୍କ ବିରୁଦ୍ଧରେ ମିଳିଥିବା ପ୍ରମାଣ ପରେ ପୁରା ଦେଶ ବହୁତ ରାଗିଯାଇଛନ୍ତି । ବର୍ତମାନ ରିୟା ଙ୍କ ବିରୁଦ୍ଧରେ ମିଳିଥିବା ପ୍ରମାଣ ପରେ CBI ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । କାରଣ ରିୟା ଯେଉଁ ଖେଳ ସୁଶାନ୍ତ ଙ୍କ ସହିତ ଖେଳିଥିଲେ ଏବେ ସେହି ବୁଦ୍ଧିରେ ସେ CBI ସହିତ ଖେଳୁଛନ୍ତି । ଏବଂ CBI ର ଯାସୁଶି କରୁଛନ୍ତି ।

CBI କୁ ୨ ଦିନ ପୂର୍ବରୁ ହିଁ ସନ୍ଦେହ ହୋଇସାରିଥିଲା । ସୁଶାନ୍ତ ଙ୍କ ଘରେ ରହୁଥିବା ସିଦ୍ଧାର୍ଥ ପିଠା ନି ଙ୍କ ଅଭ୍ୟାସ ରହିଛି କି ସେ ହିଡେନ କ୍ୟାମେରା ନିଜ ଶରୀରରେ କ୍ୟାମେରା ଲୁଚୈକି ରଖିବା, କାହାର ଭିଡିଓ କରିବା ବା କାହାର ଅଡିଓ ରେକର୍ଡ କରିବା ଏବଂ ଏଥିପାଇଁ CBI କୁ ସନ୍ଦେହ ରହିଛି କି ସିଦ୍ଧାର୍ଥ ପଠାନି ଙ୍କ ଦ୍ଵାରା କେହି CBI ର ଯାସୁସୀ କରୁଛି ।

କାରଣ CBI ଙ୍କ ବହୁତ କଥା ଲିକ ହେବାରେ ଲାଗିଛି । CBI ସୁଶାନ୍ତ ଙ୍କ ମାମଲା ଜଲ୍ଦୀ ସାମ୍ନାକୁ ଆସିବ । ରିୟା ଚକ୍ରବର୍ତ୍ତୀ ଙ୍କ ଉପରେ ମଧ୍ୟ ଏହି ଆରୋପ ଲାଗିଛି କି ସେ ହିଡେନ କ୍ୟାମେରା ସହିତ CBI ପାଖକୁ ଯାଉଛନ୍ତି । ରିୟା ଙ୍କୁ ପୋଲିସ ସୁରକ୍ଷା ଦିଆଯାଇଛି ।

ରିୟା CBI ର ଗୁପ୍ତ କଥା ସବୁ ପୋଲିସ ଆଗରେ କହୁଛନ୍ତି କାରଣ ରିୟା ମଧ୍ୟ ଜାଣି ସାରିଲେଣି କି ସେ ଆଊ ତାଙ୍କ ଗ୍ୟାଙ୍ଗ ଏବେ ଧରା ପଡ଼ିଯିବେ । ରିୟା ନିଜକୁ ବଞ୍ଚାଇବା ପାଇଁ ଲାଗିପଡିଛନ୍ତି କିନ୍ତୁ ଏହି କେସ ବର୍ତମାନ CBI ହାତରେ ଏବଂ CBI ନିଜର ତଦନ୍ତ କରିଚାଲିଛି ଏବଂ କହିଛି ସୁଶାନ୍ତ ଆତ୍ମହତ୍ୟା ନୁହଁ ବରଂ ତାଙ୍କୁ ହତ୍ୟା କରାଯାଇଛି । ଖୁବ ଶୀଘ୍ର ସୁଶାନ୍ତ ଙ୍କ ମୃତ୍ୟୁ ର ରହସ୍ୟ ସାମ୍ନାକୁ ଆସିବ ଏବଂ ଦୋଷୀ କୁ ଦଣ୍ଡ ମିଳିବ । ସୁଶାନ୍ତ ଙ୍କୁ ଖୁବ ଶୀଘ୍ର ନ୍ୟାୟ ମିଳିବ ।

ଆପଣଙ୍କ ମତରେ ସୁଶାନ୍ତ ଙ୍କ ହତ୍ୟାକାରୀ ଙ୍କୁ କେଉଁ ଦଣ୍ଡ ମିଳିବ ଉଚିତ ଆମକୁ କମ୍ମେନ୍ଟ ରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।