ବାସ କେବଳ ଏହାର 2ଟି ପତ୍ରରେ ବାଳ ପୁଣି ହେବ କଳା, ଚେହେରାରେ ଆସିବ ଚମକ, ଶରୀର ହେବ ଶକ୍ତିଶାଳୀ, କେବେବି ଆସିବ ନାହିଁ ବୁଢାପା

ଏମିତି କିଛି ଗଛ ଅଛି ଯାହାର ଫଳ ଠାରୁ ବେଶି ପତ୍ର ଅଧିକ କାମ ଦେଇଥାଏ । ଯେମିତିକି ପିଜୁଳି ଖାଇବା ଠାରୁ ଅଧିକ ଲାଭ ତାର ପତ୍ର ଖାଇବା ଦ୍ଵାରା ହୋଇଥାଏ । ସେହିଭଳି ବର କୋଳି ଖାଇବା ଠାରୁ ଅଧିକା ଲାଭଦାୟକ ହୋଇଥାଏ ତାର ପତ୍ର ଖାଇଲେ । ଆଜି ଆମେ ଆପଣଙ୍କୁ ବର କୋଳି ଖାଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ଜାଣିବା ।

ଆମେ ଧନ କମାଇବା ପାଇଁ ବହୁତ ସମୟ ନଷ୍ଟ କରିଥାଉ କିନ୍ତୁ ଯଦି ସେଇଠି ସ୍ୱାସ୍ଥ୍ୟ କଥା ଆସେ ତେବେ ଆମେ କେବେ ବି ସେଥିପ୍ରତି ଧ୍ୟାନ ଦେଇନଥାଉ । କିନ୍ତୁ ଏବେ ଆମେ ଆପଣଙ୍କୁ ବର କୋଳି ଖାଇବା ଦ୍ଵାରା କି ପ୍ରକାରର ଲାଭ ହୋଇଥାଏ ତାହା କହିବୁ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କର ବହୁତ ରୋଗ ଭଲ ହୋଇଯିବ ତାହା ପୁଣି କେବଳ ପତ୍ର ଦ୍ଵାରା ।

ଆସନ୍ତୁ ଜାଣିବା ଏହା ଖାଇବା ଫଳରେ ଆମକୁ କେଉଁ ଲାଭ ମିଳିଥାଏ । ଆପଣ ସକାଳୁ ଉଠି ଖାଲି ପେଟରେ ବର କୋଳି ପତ୍ର ଖାଇବାର ଅଛି, ଯେତେବେଳେ ଆପଣ ଖାଲି ପେଟରେ ବର କୋଳି ପତ୍ର ଖାଉଛନ୍ତି ତେବେ ଏହା ଆପଣଙ୍କର ବହୁତ ରୋଗ ଭଲ କରିଥାଏ ।

ଆପଣଙ୍କର କେଉଁ କେଉଁ ରୋଗ ସହଜରେ ଭଲ ହୋଇଯିବ

କହିବାକୁ ଗଲେ ଆପଣଙ୍କର ହୃଦୟ ଠିକ ରହିବା ସହିତ ତାକୁ ସୁରକ୍ଷିତ ରଖିବାରେ ସାହାର୍ଯ୍ୟ କରିଥାଏ । ଆପଣଙ୍କୁ କେତେବେଳେ ହୃଦଘାତ ରୋଗ ଆସୁଛି ଆପଣ ଜାଣିପାରି ନଥାନ୍ତି, କିନ୍ତୁ ସେତେବେଳକୁ ଆଉ ଆପଣଙ୍କୁ ରକ୍ଷା କରିପାରିବେ ନାହିଁ, କାରଣ ଏହା ଆପଣଙ୍କର ବହୁତ ବଢିଯାଇଥାଏ । ଏହା ଖୁବ ଶୀଘ୍ର ଆସିନଥାଏ ଏହା ବହୁତ ଧୀରେ ଧୀରେ ଆସିଥାଏ । ଏହି ରୋଗ ହେବା ପାଇଁ ବହୁତ ସମୟ ଲାଗିଥାଏ । ଏହା ଆମର ଖାଦ୍ୟ ଉପରେ ନିର୍ଭର କରିଥାଏ ଆମେ ଯେପରି ଖାଦ୍ୟ ଏବେ ଖାଉଛୁ ତାହା ଭଲ ଭାବରେ ହଜମ ହୋଇନଥାଏ, ଯାହା ଦ୍ଵାରା କି ଏହିପରି ସମସ୍ୟା ଦେଖିବାକୁ ମିଳିଥାଏ ।

ଆଉ ଗୋଟେ କଥା ହେଉଛି ଆମେ ଅଧିକ ତେଲ ଜାତୀୟ ଖାଦ୍ୟ ମଧ୍ୟ ଖାଇଥାଉ ତାଛଡା ଆମକୁ ଟିକେ ଖାଦ୍ୟରେ ତେଲ ନହେଲେ ଖାଦ୍ୟ ଭଲ ଲାଗେ ନାହିଁ କିନ୍ତୁ ଏହା ହିଁ ରୋଗର ସବୁଠୁ ବଡ କାରଣ ହୋଇଥାଏ । ଏହି ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ଆମର କୋଲେଷ୍ଟ୍ରୋଲ ବଢିଥାଏ ଓ ଯାହା ଫଳରେ ଆମ ଶରୀରରେ ବ୍ଲକେଜ କରିଥାଏ । ଏବେ ଆଉ ଆପଣ ଡ଼ରନ୍ତୁ ନାହିଁ । ଏବେ ଆପଣ ଖାଲି ପେଟରେ ବର କୋଳି ପତ୍ର ଖାଆନ୍ତୁ । କାରଣ ଏହା ଖାଇବା ଦ୍ଵାରା ଶରୀରରେ ହେଉଥିବା ବ୍ଲକେଜ କୁ ରୋକି ଥାଏ । ଯାହା ଦ୍ଵାରା ଆପଣଙ୍କର ହୃଦଘାତ ରୋଗ ହେବାର ସମ୍ଭାବନା କମ ହୋଇଥାଏ ।

ଏହା ଛଡା ଆପଣଙ୍କର ଥିବା ପେଟ ସମସ୍ୟା ମଧ୍ୟ ଭଲ ହୋଇଥାଏ । କହିବାକୁ ଗଲେ ଆପଣଙ୍କର ଯଦି ପେଟ ଖରାପ ହେଉଥିବ ବା ଗ୍ୟାସ ହେଉଥିବ ଆପଣ ଏଥିରୁ ମୁକ୍ତି ପାଇବେ । ଏହାକୁ ଯଦି ଆପଣ ସକାଳେ ଖାଲି ପେଟରେ ଖାଇବେ ତେବେ ଆପଣଙ୍କର ପାଚନ ଭଲ ଭାବରେ ହୋଇଥାଏ । ଏମିତି କିଛି ଲୋକ ଅଛନ୍ତି ତାଙ୍କୁ ରାତିରେ ଭଲ ଭାବରେ ନିଦ ହୋଇନଥାଏ କାରଣ ତାଙ୍କର ଟେନସନ ଥାଏ । ତେବେ ଆପଣ ରାତିରେ ବର କୋଳି ପତ୍ର ଖାଇପାରିବେ । ଏଥିରେ ଇମୁନିଟି ଶକ୍ତି ବଢାଇବାର କ୍ଷମତା ଥିବା ହେତୁ ଏହା ଆମକୁ ଥଣ୍ଡା, କାଶ ଭଲ କରିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।