bollywood ର ଏହି ୩ ଜଣ ଅଭିନେତ୍ରୀଙ୍କ ବୟସ ହେଇ ସାରିଲାଣି ୪୦ ପାର, ତଥାପି କରି ନାହାନ୍ତି ବିବାହ, 2 ନଂ ତ ସବୁଠୁ ହଟ

ବଲୀଉଡ ଇଣ୍ଡଷ୍ଟ୍ରି ଦୁନିଆର ସବୁଠୁ ବଡ ଇଣ୍ଡଷ୍ଟ୍ରି ମଧ୍ୟରୁ ଗୋଟିଏ ଅଟେ । ବଲୀଉଡ ଇଣ୍ଡଷ୍ଟ୍ରିରେ ବର୍ଷକୁ ସବୁଠୁ ଅଧିକ ଫିଲ୍ମ ତିଆରି କରାଯାଏ । ଏମିତିରେ ଯଦି କଥାବାର୍ତ୍ତା କରିବା ବଲୀଉଡର ଅଭିନେତା ଓ ଅଭିନେତ୍ରୀମାନଙ୍କ ବିଷୟରେ ତେବେ ସେମାନେ ବି ପୁରା ବିଶ୍ଵରେ ପରିଚିତ ଅଛନ୍ତି । କହିବାକୁ ଗଲେ ବଲୀଉଡ ଇଣ୍ଡଷ୍ଟ୍ରିରେ ଷ୍ଟାରମାନେ ସଫଳ ହେବା ପରେ କିମ୍ବା ଏହି ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି । କିନ୍ତୁ ବଲୀଉଡରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।

ସୁଷ୍ମିତା ସେନ

ନିଜ ଜମାନାରେ ସବୁଠୁ ସୁନ୍ଦରସ ରହିଥିବା ଅଭିନେତ୍ରୀ ସୁଷ୍ମିତା ସେନଙ୍କ ଜନ୍ମ ୧୯ ନଭେମ୍ବର ୧୯୭୫ରେ ହୋଇଥିଲା ଓ ସେ ବର୍ତ୍ତମାନ ସମୟରେ ୪୪ ବର୍ଷର ହୋଇ ଯାଇଛନ୍ତି । ସୁଷ୍ମିତା ସେନ ବଲୀଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି ଓ ସେ ଗୋଟିଏ ସମୟରେ ଲୋକମାନଙ୍କ ହୃଦୟରେ ରାଜ କରୁଥିଲେ । କିନ୍ତୁ ୪୪ ବର୍ଷର ସୁଷ୍ମିତା ସେନ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।

ତବୁ

ବଲୀଉଡର ସବୁଠୁ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ତବୁଙ୍କ ନାଁ ସାମିଲ ଅଛି । ତବୁଙ୍କ ଜନ୍ମ ୪ ନଭେମ୍ବର ୧୯୭୧ରେ ହୋଇଥିଲା ଓ ବର୍ତ୍ତମାନ ସମୟରେ ତବୁ ୪୯ ବର୍ଷର ହୋଇ ଯାଇଛନ୍ତି । କିନ୍ତୁ ଯେତେବେଳେ ବି ତାଙ୍କୁ ବିବାହକୁ ନେଇ ପ୍ରଶ୍ନ କରାଯାଏ ତେବେ ସେ ଏହି ପ୍ରଶ୍ନକୁ ଟାଲି ଦିଅନ୍ତି ଓ ଏଥିରୁ ଜଣା ପଡୁଛି କି ତାଙ୍କର ବିବାହ ପ୍ରତି ଆଉ ଇଚ୍ଛା ନାହିଁ ।

ଅମୀଷା ପଟେଲ

ଅମୀଷା ପଟେଲ ବି ବଲୀଉଡରେ ବହୁତ ସଫଳତା ହାସଲ କରିଛନ୍ତି । ଅମୀଷା ପଟେଲଙ୍କ ଜନ୍ମ ୯ ଜୁନ ୧୯୭୬ରେ ହୋଇଥିଲା ଓ ଆଜି ସେ ୪୪ ବର୍ଷର ଅଟନ୍ତି । ଅମୀଷା ପଟେଲ ବି ଆଜି ପର୍ଯ୍ୟନ୍ତ ବଲୀଉଡର ବହୁତ ହିଟ ଫିଲ୍ମରେ କାମ କରିସାରିଛନ୍ତି । କିନ୍ତୁ ୪୪ ବର୍ଷର ହେବା ସତ୍ବେ ବି ଅମୀଷା ପଟେଲ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।