ଡିଭୋର୍ସ ଦେଇ ବର୍ବାଦ ହେଇ ଯାଇଥିଲେ ଏହି Bollywood ର ଏହି 6 ଜଣ Star, ୩ ନମ୍ବର ଛାଡପତ୍ରର ଦାମ ଶୁଣିଲେ ତ ଆପଣଙ୍କ ହୋସ ଉଡିଯିବ

ବଲିଉଡର ତାରକାଙ୍କ‌ ଲାଇଫ୍ ଷ୍ଟାଇଲ, ପସନ୍ଦ ନାପସନ୍ଦ ଏବଂ ସେମାନଙ୍କର ହବି ବିଷୟରେ ତ ଜାଣିଥିବେ । ବଲିଉଡ ତାରକାଙ୍କ ପାର୍ଟି ଏବଂ ବାହାଘର ସବୁବେଳେ ଚର୍ଚ୍ଚାରେ ରୁହେ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେପରି ବଲିଉଡ ତାରକା ମାନେ ତାଙ୍କ ବାହାଘରରେ ପଇସା ପାଣି ଭଳି ଖର୍ଚ୍ଚ କରିଥାନ୍ତି ସେହିପରି ଏମାନଙ୍କ ଛାଡ଼ପତ୍ର ମଧ୍ୟ ବହୁତ ମହଙ୍ଗା ହୋଇଥାଏ । ବଲିଉଡ କଳାକାରଙ୍କ ଛାଡ଼ପତ୍ର ଖର୍ଚ୍ଚ ଏମିତି ରୁହେ ଯେ ଯେମିତି ସାଧାରଣ ଲୋକର ୨-୩ ଥର ବାହାଘର ହୋଇଯିବ । ଆଜି ଆମେ ଆପଣଙ୍କୁ ସେହି ୧୦ ଛାଡ଼ପତ୍ର ଯୋଡିଙ୍କ ବିଷୟରେ କହିବୁ ଯାହା ସବୁଠାରୁ ମହଙ୍ଗା ଥିଲା ।

୧- ୯୦ ଦଶକର ବହୁତ ଲୋକପ୍ରିୟ ଅଭିନେତ୍ରୀ କରିଶ୍ମା କାପୁରଙ୍କ ୧୧ ବର୍ଷ ବିବାହ ପରେ ୨୦୧୬ ରେ ଛାଡ଼ପତ୍ର ଦେଇଥିଲେ । ଛାଡ଼ପତ୍ର ସମୟରେ କ୍ରିଷ୍ଣା ଏବଂ ତାଙ୍କ ସ୍ବାମୀ ସଞ୍ଜୟଙ୍କ ଭିତରେ ୧୪ କୋଟିର ଚୁକ୍ତି ହୋଇଥିଲା । ଯେଉଁଥିପାଇଁ ବ୍ୟବସାୟୀ ସଞ୍ଜୟ କରିଶ୍ମାଙ୍କୁ ପ୍ରତିମାସ ୧୦ ଲକ୍ଷ ଟଙ୍କା ଦିଅନ୍ତି । ଏହି ପଇସା ତାଙ୍କର ୨ ସନ୍ତାନର ଦେଖାଶୁଣା ପାଇଁ ଖର୍ଚ୍ଚ କରନ୍ତି ।

୨- ଫରାନ୍ ଅଖତର୍ ଏବଂ ଅଧୁନା ଯେତେବେଳେ ଦୁହିଁଙ୍କ ଛାଡ଼ପତ୍ର ଖବର ମିଳିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । କାରଣ ଏହି ଦୁଇ ଦମ୍ପତି ୧୬ ବର୍ଷ ପରେ ଅଲଗା ହେବାକୁ ସ୍ଥିର କରିଥିଲେ । ଏହା ପୁର୍ବରୁ ଦୁଇ ଜଣଙ୍କର କୈାଣସି ସମ୍ବନ୍ଧ ଚର୍ଚ୍ଚାରେ ଥିଲା ନା ମନଇଚ୍ଛା କୈାଣସି ଖବର ଆସିଥିଲା । ଏମିତିରେ ଏହି ଦୁଇ ଜଣଙ୍କର ଛାଡ଼ପତ୍ର ଦେବା ବହୁତ ଆଶ୍ଚର୍ଯ୍ୟକର ଥିଲା । ଛାଡ଼ପତ୍ର ପରେ ଅଧୁନା ମୁମ୍ବାଇର ୧୦୦୦ sq feet ରେ ବନିଥିବି ବଙ୍ଗଳା ନିଜ ପାଖରେ ରଖିବାକୁ ପ୍ରସ୍ତାବ ଦେଇଥିଲେ । ଏହା ଛଡ଼ା ଫରହାନ୍ ତାଙ୍କ ଝିଅର ଦେଖାଶୁଣା ପାଇଁ ମୋଟା ଆକାରର ପଇସା ଦିଅନ୍ତି ।

୩- ହ୍ରିତିକ୍ ରୋଶନ୍ ଏବଂ ସୂଜେନ୍ ଖାନ୍ଙ୍କର ଛାଡ଼ପତ୍ର କେବଳ ଦେଶର ନୁହେଁ ବରଂ ଦୁନିଆର ସବୁଠୁ ମହଙ୍ଗା ଛାଡ଼ପତ୍ର ବୋଲି କୁହନ୍ତି । ଦୁଇ ଜଣଙ୍କର ୨୦୦୦ ମସିହାରେ ବିବାହ ହୋଇଥିଲା ପରେ ହ୍ରିତିକ୍ ରୋଶନଙ୍କ ନିଜର ସମ୍ବନ୍ଧକୁ ନେଇ ଛାଡ଼ପତ୍ର ଦେଇଥିଲେ । ସେଥିପାଇଁ ସୁଜେନ୍ ଖାନ୍ ୪୦୦ କୋଟି ମାଗିଥିଲେ କିନ୍ତୁ ତାଙ୍କର ଚୁକ୍ତି ୩୮୦ କୋଟିରେ ଶେଷ ହୋଇଥିଲା ।

୪- ସୈାଫ୍ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂ ଦୁହିଁଙ୍କ ଭିତରେ ୨୦ ବର୍ଷର ଫରକ୍ ଥିଲେ ମଧ୍ୟ ବାହାଘରର ୧୩ ବର୍ଷ ପରେ ଦୁହେଁ ଛାଡ଼ପତ୍ର ଦେଇଥିଲେ । ଗୋଟିଏ ସାକ୍ଷାତକାରରେ ସୈଫ୍ କହିଥିଲେ ରକ୍ଷଣାବେକ୍ଷଣ ପାଇଁ ସେ ଅମୃତାଙ୍କୁ ୫ କୋଟି ଟଙ୍କା ଦେଇଛନ୍ତି ଏବଂ ଏପର୍ଯ୍ୟନ୍ତ ସେ ତାଙ୍କ ସନ୍ତାନର ରକ୍ଷଣାବେକ୍ଷଣ ପାଇଁ ୧ ଲକ୍ଷ ପ୍ରତି ମାସକୁ ଦେଉଛନ୍ତି ।

୫- ସଞ୍ଜୟ ଦତ୍ତ ଏବଂ ରିୟା ପିଲେଇ ଏହି ଦୁହିଁଙ୍କର ଛାଡ଼ପତ୍ର ହବା ପରେ, ରିୟାଙ୍କ ରକ୍ଷଣାବେକ୍ଷଣ ପାଇଁ ୪ କୋଟି ଟଙ୍କା ଦେଇଥିଲେ ଏବଂ ଦାମି କାର ମଧ୍ୟ । ରିୟା ସଞ୍ଜୟ ଦତ୍ତଙ୍କ ଦ୍ଵିତୀୟ ସ୍ତ୍ରୀ ଥିଲେ ।

୬- ଆଦିତ୍ୟ ଚୋପ୍ରା ଏବଂ ପାୟଲ ଖାନ୍ନା ଦୁହିଁଙ୍କର ଛାଡ଼ପତ୍ର ହେବା ପରେ ପାୟଲ ଆଦିତ୍ୟଙ୍କୁ ୫୦ କୋଟି ଟଙ୍କା ଦାବି କରିଥିଲେ ଯାହା ମହଙ୍ଗା ଛାଡ଼ପତ୍ର ଭିତରୁ ଏହା ମଧ୍ୟ ଗୋଟିଏ ଯୋଡ଼ି ଦେଖିବାକୁ ମିଳେ । ଏହାପରେ ଆଦିତ୍ୟ ରାନୀ ମୁଖାର୍ଜୀଙ୍କୁ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।