IPL ରେ Chris Morris ନୁହଁନ୍ତି ସବୁଠୁ ମହଙ୍ଗା ଖେଳାଳୀ, ବରଂ ଏହି ଭାରତୀୟ ଖେଳାଳି ଅଟନ୍ତି ସବୁଠୁ ଅଧିକ ଦାମୀ

ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ର୍ରିସ ମୋରିଶ ଚଳିତ ନିଲାମିରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ମୋରିଶ ଆଇପିଏଲ ଇତିହାସରେ ନିଜର ନୂଆ ରେକର୍ଡ କରିଛନ୍ତି । ମୋରିଶଙ୍କୁ ୧୬. ୨୫ କୋଟି ଟଙ୍କାରେ ରାଜସ୍ଥାନର ରୟାଲ କିଣିଛି । ଏହା ପରେ ବି ବିରାଟ କୋହଲି ତାଙ୍କ ଠାରୁ ଅଧିକ ଦରମା ନେଉଛନ୍ତି । ବିରାଟ କୋହଲିଙ୍କ ପରେ ମୋରିଶ ଅଧିକ ଟଙ୍କାରେ ନିଜର ନୂଆ ରେକର୍ଡ କରିଛନ୍ତି । ଆଜି ଆମେ ଆପଣମାନଙ୍କୁ ଆଇପିଏଲରେ ଖେଳୁଥିବା ଖେଳାଳିଙ୍କ ମଧ୍ୟରୁ ସବୁଠାରୁ ଅଧିକ ଦରମା ପାଉଥିବା ୧୦ ଜଣ ଖେଳାଳି କେଉଁମାନେ ତାହାର ବିବରଣୀ ଦେବାକୁ ଯାଉଛୁ ।

“ବିରାଟ କୋହଲି” :  ରୋୟାଲ ଚ୍ୟାଲେନଜରର ଅଧିନାୟକ ବିରାଟ କୋହଲି ଆଇପିଏଲରେ ସବୁଠାରୁ ଅଧିକ ଦରମା ପାଉଛନ୍ତି । କୋହଲି ଆଇପିଏଲ ଇତିହାସରେ ସମସ୍ତଙ୍କ ଠାରୁ ଅଧିକ ଦରମା ପାଇ ଟପରେ ଅଛନ୍ତି । କୋହଲି ୧୭କୋଟି ଟଙ୍କା ପାଇ ଇତିହାସରେ ନିଜର ନୂଆ ରେକର୍ଡ କରିଛନ୍ତି । ୨୦୧୩ରୁ ସେ ଆରସିର ଦାୟିତ୍ଵ ତୁଲାଉଛନ୍ତି ।

“କ୍ରିସ ମୋରିଶ” :  ଦକ୍ଷିଣ ଆଫ୍ରିକାର ଖେଳାଳି ମୋରିଶ ବିରାଟ କୋହଲିଙ୍କ ପରେ ଆଇପିଏଲରେ ଅଧିକ ଦରମା ପାଉଛନ୍ତି । ଆଇପିଏଲରେ ସେ ୧୬.୨୫ କୋଟି ଟଙ୍କାରେ ବିକ୍ରି ହୋଇ ନିଜର ନୂଆ ସ୍ଥାନ ସୃଷ୍ଟି କରିଛନ୍ତି ।

“ବ୍ୟାଟ କମିନ୍ସ”  :  ମୋରିଶଙ୍କ ପରେ କଲିକତାର ଅଧିନାୟକ ବ୍ୟାଟ କମିନ୍ସ ସାମିଲ ଅଛନ୍ତି । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ବ୍ୟାଟ କମିନ୍ସ  ସର୍ବାଧିକ ୧୫.୫୭ କୋଟି ଟଙ୍କା ଦେଇ କଲିକତା ନାଇଡୁ କିଣିଥିଲା ।

“ମହେନ୍ଦ୍ର ସିଂହ ଧୋନୀ” :  ଭାରତର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନ ଚେନାଇର ଅଧିନାୟକ ଭାବେ ମହେନ୍ଦ୍ର ସିଂହ  ଧୋନୀ ଚତୁର୍ଥରେ ଅଛନ୍ତି । ଧୋନୀଙ୍କ ନେତୃତ୍ବରେ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ ଚେନ୍ନାଇ ଚମ୍ପିୟାନ ହୋଇସାରିଛି । ଧୋନୀ ୧୫ କୋଟି ଟଙ୍କା ଦରମା ପାଉଛନ୍ତି ।

“ରୋହିତ ଶର୍ମା” :  ମୁମ୍ବାଇର ଅଧିନାଯକ ରୋହିତ ଶର୍ମା ଆପିଏଲ ଖେଳରେ ଅଧିକ ଟଙ୍କା ପାଉଥିବା ଖେଳାଳିଙ୍କ ଭିତରୁ ୫ମ ସ୍ଥାନରେ ଅଛନ୍ତି । ମୁମ୍ବାଇକୁ ୫ଥର ଚମ୍ପିୟାନ ସିପରେ ରୋହିତ ଜିତାଇ ସାରିଛନ୍ତି । ବର୍ତ୍ତମାନ ରୋହିତଙ୍କୁ ସର୍ବାଧିକ ୧୫ କୋଟି ଟଙ୍କା ମିଳୁଛି ।

“ରେଶବ ପାନ୍ଥ” :  ଦିଲ୍ଲୀର ଅଧିନାୟକ ଭାବେ ରେଶବ ପାନ୍ଥ ୧୫କୋଟି ଟଙ୍କା ଦରମା ପାଉଛନ୍ତି । ଏହି ତାଲିକାର ଷଷ୍ଠରେ ରେଶବ ନିଜର ନୂଆ ଜାଗା ସୃଷ୍ଟି କରିଛନ୍ତି ।

“କାଏଲ ଜେନିସନ” :  କାଏଲ ଜେନିସନ ସମସ୍ତଙ୍କୁ ଚକିତ କରିଦେଇ ଏହି ତାଲିକାରେ ସପ୍ତମ ତାଲିକାରେ ରହିଛନ୍ତି । ବଙ୍ଗଲୋର ଜେନିସନଙ୍କୁ ୧୫ କୋଟି ଟଙ୍କାରେ କିଣିଛି ।

“ପ୍ଳେନ ନକ୍ସଲ” :  ଆପିଏଲ ତାଲିକାରେ ପ୍ଳେନ ନକ୍ସଲ ଅଷ୍ଟମ ସ୍ଥାନରେ ଅଛନ୍ତି । ବ୍ଯାଂଲୋରର ରୟାଲ ଚ୍ୟାଲେଞ୍ଜର ୧୪.୨୫ କୋଟି ଟଙ୍କାରେ ପ୍ଳେନ ନକ୍ସଲଙ୍କୁ କିଣିଛନ୍ତି । ଏହା ପୂର୍ବରୁ ମୁମ୍ବାଇ, ଦିଲ୍ଲୀ, ପଞ୍ଜାବ ପକ୍ଷରୁ ସେ ଆଇପିଏଲ ଖେଳି ସାରିଛନ୍ତି ।

“ଯାଏ ରିଚାର୍ଡ” :  ଆଇପିଏଲ ତାଲିକାରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଭାବେ ରିଚାର୍ଜ ନବମ ସ୍ଥାନରେ ରହିଛନ୍ତି । ତାଙ୍କୁ ପଞ୍ଜାବ ୧୪ କୋଟି ଟଙ୍କାରେ କିଣିଛି ।

“ଡେଭିଡ ୱାକର” :  ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାକର ଆପିଏଲ ତାଲିକାରେ ଦଶମ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଭାବେ ୧୨.୫୦ କୋଟି ଟଙ୍କା ଡେଭିଡ ପାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।