Bollywood ର ଏହି ସୁପର ଷ୍ଟାରଙ୍କୁ ହୃଦୟ ଦେଇ ବସିଥିଲେ Madhuri Dixit ଓ କରିବାକୁ ଚାହୁଁଥିଲେ ବିବାହ, ନାଁ ଶୁଣିଲେ ଆପଣ ଚମକି ପଡିବେ

ଦୁନିଆର ସବୁ ମଣିଷ ଜୀବନରେ କିଛି ଅତୀତ ରହିଛି । ସାଧାରଣ ବ୍ୟକ୍ତି ହେଉ ବା ସେଲିବ୍ରେଟି ହୁଅନ୍ତୁ ସମସ୍ତଙ୍କ ଜୀବନର କିଛି ନା କିଛି ଅତୀତ ରହିଛି । ଫିଲ୍ମ ଜଗତରେ କଳାକାର ମାନକ ନାଁ ଅନ୍ୟ ସହ ଯୋଡା ଯାଇଥାଏ । ବଲିଉଡରେ କିଛି ଷ୍ଟାର ମାନଙ୍କର ନାଁ ଜଣକ ବ୍ଯତୀତ ଅନ୍ୟ କେତେ ଜଣ ସହ ଯୋଡା ଯାଉଛି । କିନ୍ତୁ କୋ-ଷ୍ଟାରଙ୍କ ନାଁ ଅନ୍ୟ ସେଲିବ୍ରେଟିଙ୍କ ଠାରୁ ଅଧିକ ଜଣାଯାଏ । ଗୋଟେ ସମୟରେ ଅକ୍ଷୟ କୁମାରଙ୍କ ନାଁ ରବିନା ଟଣ୍ଡନ ଓ ଶିଲ୍ପା ଶେଠୀଙ୍କ ସହ ଯୋଡା ଯାଇଥଲା । ସେହିପରି ଗୋବିନ୍ଦାଙ୍କ ନାଁ ରାଣୀ ମୁଖାର୍ଜୀଙ୍କ ସହ ଯୋଡା ଯାଇଥିଲା ।

ଆଜି ଆମେ ଏହି ଆର୍ଟିକାଲରେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡର ଧକ-ଧକ ଗାର୍ଲ ନାମରେ ପରିଚିତ ଅଟନ୍ତି । ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ବରଂ ମାଧୁରୀ ଦୀକ୍ଷିତ ଅଟନ୍ତି ।

ବଲିଉଡର ଏହି ଘାୟଲ ଅଭିନେତ୍ରୀ ମାଧରିଙ୍କ ହରୁଧ୍ୟ ଏମିତି ଜଣେ କୋ-ଷ୍ଟାରଙ୍କ ପାଇଁ ପାଗଳ ଥିଲା ଯେ ସେ ତାଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଥିଲେ । ଅଭିନେତ୍ରୀ ମାଧୁରୀ ଯାହାଙ୍କୁ ପ୍ରେମ କରୁଥିଲେ ସେ ଜେଲ ଯିବା ପାଇଁ ପ୍ରସିଦ୍ଧ ଅଟନ୍ତି । ଯେଉଁ ଅଭିନେତାଙ୍କୁ ମାଧୁରୀ ନିଜ ହୃଦୟ ଦେଇଥିଲେ ସେ ଆଉ କେହି ନୁହେ ସେ ଅଭିନେତା ସଞ୍ଜୟ ଦତ୍ତ ଅଟନ୍ତି । ଗୋଟେ ସମୟରେ ଦୁହିଙ୍କର ପ୍ରେମ ସମ୍ପର୍କ ବହୁତ ମସୁର ହୋଇଥିଲା ।

ଏମାନଙ୍କର ପ୍ରେମର ଚର୍ଚ୍ଚା ଏବେ ବି ବଲିଉଡରେ ହୋଇଥାଏ । ସେହି ସମୟରେ ମାଧୀରି ଓ ସଞ୍ଜୟଙ୍କର ଯୋଡି ବହୁତ ହିଟ ଥିଲା ଓ ଏମାନଙ୍କ ଯୋଡିକୁ ସମସ୍ତେ ଦେଖିବାକୁ ପସନ୍ଦ କରୁଥିଲେ । ମାଧୁରୀ ଓ ସଞ୍ଜୟ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ସେମାନକ ଭାଗ୍ୟରେ ଆଉ କିଛି ଲେଖାଥିଲା । ମାଧୁରୀଙ୍କୁ ୫୦ ବର୍ଷ ହୋଇଥିଲେ ମଧ୍ୟ ସେ ଆଜି ବି ଦେଖିବାକୁ ବହୁତ ଗରଜେସ ଓ ସୁନ୍ଦର ଅଟନ୍ତି ।

ସମୟ ଅନୁସାରେ ତାଙ୍କର ବୟସ ଅଧିକ ହେଲେ ମଧ୍ୟ ତାଙ୍କ ସୁନ୍ଦରତା ଆହୁରି ବଢିବାରେ ଲାଗିଛି । ୯୦ ଦଶକରେ ଦୁହିଙ୍କର ଳଵ ଷ୍ଟୋରି ବହୁତ ଫ୍ୟାମାସ ଥିଲା । ସଞ୍ଜୟ ଓ ମାଧୁରୀ ପରସ୍ପରକୁ ଏତେ ମାତ୍ରାରେ ଭଲ ପାଉଥିଲେ ଯେ ମାଧୁରୀ ସଞ୍ଜୟଙ୍କ ବ୍ୟତିତ ଅନ୍ୟ କାହାକୁ ମ୍ୟାରେଜ କରିବାକୁ ଚାହୁ ନ ଥିଲେ ।

କିନ୍ତୁ ସଞ୍ଜୟ ବିବାହିତ ଥିବାରୁ ଏହି ରିଲେସନକୁ ଆଗକୁ ବଢାଇ ପାରିନଥିଲେ । ଅନ୍ୟ ପଟେ ମାଧୁରୀଙ୍କ ପିତାଙ୍କୁ ତାଙ୍କର ଓ ସଞ୍ଜୟଙ୍କର ସମ୍ପର୍କ ପସନ୍ଦ ନ ଥିଲା । ଏହା ପରେ ମାଧୁରୀ ଆମେରିକାର ସର୍ଜନ ଡାକ୍ତର ଶ୍ରୀ ରାମ ନେନେଙ୍କ ସହ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।