ଘରେ ଯଦି ରହିଛି ଧନର ଅଭାବ ତେବେ କେବଳ ଆପଣାନ୍ତୁ ଏହି ଉପାୟ, ସବୁବେଳେ ରହିବେ ମାଲାମାଲ

ଜୀବନରେ ସମସ୍ତେ ଧନବାନ ହେବାକୁ ଚାହାଁନ୍ତି । ନିଜର ଆବଶ୍ୟକତାକୁ ପୁରା କରିବା ପାଇଁ ଲୋକ ଧନବାନ ହେବାକୁ ଚାହାଁନ୍ତି । ଲକ୍ଷେ ପରିଶ୍ରମ ପରେ ମଧ୍ୟ ଯଦି ଆପଣଙ୍କୁ ସଫଳତା ମିଳିପାରୁ ନାହିଁ, ତେବେ ଆପଣଙ୍କୁ କିଛି ଉପାୟ କରିବାର ଆବଶ୍ୟକତା ଅଛି । ଶାସ୍ତ୍ରରେ ବହୁତ ଉପାୟ ବିଷୟରେ କୁହାଯାଇଛି, ଯାହା ଦ୍ଵାରା ଆପଣ ଧନବାନ ହୋଇପାରିବେ । ଆଜ୍ଞା ହଁ, ଏହି ଉପାୟକୁ ଆପଣାଇ ଆପଣ କେବଳ ଧନବାନ ହେବେ ନାହିଁ, ଆପଣଙ୍କର ଆସନ୍ତା ପୀଢିକୁ ମଧ୍ୟ ଧନବାନ କରାଇ ପାରିବେ । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ କଣ ବିଶେଷ କଥା ରହିଛି ।

କର୍ପୁର ର ପ୍ରୟୋଗ ପ୍ରତି ଘରେ ପୂଜା ପାଠ ପାଇଁ ହୋଇଥାଏ, ଠିକ ସେହି ଭଳି କର୍ପୂରର ପ୍ରୟୋଗ ପ୍ରାଚୀନ ଉପାୟ ପାଇଁ ମଧ୍ୟ କରାଯାଏ । ଆପଣ ସମସ୍ତେ ଜାଣିଛନ୍ତି କି କର୍ପୂରରେ ପୂଜା କରିବା ଦ୍ଵାରା ଭଗବାନ ଜଲଦି ପ୍ରସନ୍ନ ହୋଇଥାନ୍ତି , ତେବେ ଏହାର ଉପାୟକୁ କାହିଁକି ଆପଣେଇବା ନାହିଁ ।

ଆମେ ଆଜି ଆପଣଙ୍କୁ କର୍ପୂରର କିଛି ଉପାୟ ବିଷୟରେ କହିବୁ, ଯାହା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇପାରିବ । ଜଣାଇ ଦେଉଛୁ କି କର୍ପୁର ଜଳାଇବା ଦ୍ଵାରା ମନ ଓ ଶରୀରକୁ ଶାନ୍ତି ମିଳିଥାଏ ତା ସହିତ କର୍ପୁର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । କର୍ପୂରର ପ୍ରୟୋଗରେ ଧନର ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କର୍ପୂରର ଉପାୟ ବିଷୟରେ ।

୧ । ଦୁର୍ଘଟଣାରୁ ବଞ୍ଚିବା ପାଇଁ

ଆଜିକାଲି ବହୁତ ଦୁର୍ଘଟଣା ହେଉଛି, ଯେଉଁଥିରେ ଜଣା ନାହିଁ କେତେ ଲୋକ ଶିକାର ହେଉଛନ୍ତି । ଏମିତିରେ ଯଦି ଆପଣ ଏଥିରୁ ବଞ୍ଚିବାକୁ ଚାହାଁନ୍ତି, ତେବେ ରାତିରେ ଆପଣ କର୍ପୁର ଜଳାଇ ହନୁମାନ ଚାଳିଶା ପଢନ୍ତୁ, ଏଥିରୁ ଆପଣ ବଞ୍ଚି ପାରିବେ । ତା ସହିତ ଆପଣଙ୍କ ଘରେ ଆସୁଥିବା ସବୁ ସମସ୍ୟା ଦୂର ହେବ ।

୨ । ଭାଗ୍ୟ ଚମକାଇବା ପାଇଁ

ଯଦି ଆପଣଙ୍କ ଭାଗ୍ୟରେ ତାଲା ଲାଗିଛି, ତେବେ ଆପଣଙ୍କୁ ଏବେ ନିରାଶ ହେବାର ଆବଶ୍ୟକତା ନାହିଁ । ଏଥିପାଇଁ ଆପଣ କେବଳ ଶନିବାର ଦିନ କର୍ପୂରର ତେଲର କିଛି ବୁନ୍ଦା ପାଣିରେ ପକାନ୍ତୁ, ଏହା ପରେ ଏହି ପାଣିରେ ପ୍ରତିଦିନ ସ୍ନାନ କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ।

୩ । ଧନର ସମସ୍ୟା ଦୂର କରିବା ପାଇଁ

ଯଦି ଆପଣ ଧନ ସମସ୍ୟାରେ ଚିନ୍ତିତ ଅଛନ୍ତି, ତେବେ ଆପଣଙ୍କୁ ଏକ ଛୋଟ ଉପାୟ ପ୍ରତିଦିନ କରିବାକୁ ହେବ, ଯାହା ପରେ ଏହି ସମସ୍ୟା ଶେଷ ହୋଇଯିବ । ଆପଣଙ୍କୁ ରାତିରେ ଏକ ଚାନ୍ଦିର ବାସନରେ କର୍ପୁର ଓ ଲବଙ୍ଗକୁ ଜଳାଇବାକୁ ହେବ । ଏମିତି କରିବା ଦ୍ଵାରା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ ।

୪ । ନ ହେଉଥିବା କାମ କରିବା ପାଇଁ

ବାସ୍ତୁ ଦୋଷ କାରଣରୁ ଆମର ସବୁ କାମ ହୋଇପାରେ ନାହିଁ, ଏମିତିରେ ଯଦି ଆପଣଙ୍କୁ ନ ହେଉଥିବା କାମ କରିବାର ଅଛି, ତେବେ ଆପଣଙ୍କ ପାଇଁ ଆମେ ଏକ ବିଶେଷ ଉପାୟ ଆଣି ଆସିଛୁ ଯାହା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ବାସ୍ତୁ ଦୋଷ ଦୂର କରିବା ପାଇଁ ଘରେ କର୍ପୂରର ଦୁଇଟି ଗୁଲି ରଖନ୍ତୁ, ଯେବେ ଏହା ମିଳାଇ ଯିବ ଆପଣଙ୍କୁ ଆଉ ଦୁଇଟି ଗୁଲି ରଖିବାକୁ ହେବ । ଏହି ପ୍ରକ୍ରିୟା ନିରନ୍ତର କରିବା ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ ।  ଆହୁରି ଏହିଭଳି ଧାର୍ମିକ ତଥ୍ୟ ଯାହା ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ଆଣିପାରେ ସେହି ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ ଓ ସେୟାର କରନ୍ତୁ ।