ଏହା ଭିତରୁ ବାଛନ୍ତୁ ଆପଣଙ୍କୁ ପସନ୍ଦ ହେଉଥିବା ଫଟୋ, ଜାଣନ୍ତୁ କେଉଁ ଜିନିଷର କମି ଅଛି ଆପଣଙ୍କ ଜୀବନରେ

ସାଧାରଣତଃ ଆପଣଙ୍କ ଚେତନା ମନ ଯାହାକୁ ଅନୁଭବ କରି ନ ପାରେ ସେହି ଜିନିଷକୁ ଅବଚେତନା ମନ ଅନୁଭବ କରିପାରେ । ବେଳେ ବେଳେ ଏମିତି ଅନୁଭବ ହୋଇଥାଏ କି ସବୁ ଥାଇ ମଧ୍ୟ କିଛି ନ ଥିଲା ଭଳି ଏବଂ ସବୁ ଜିନିଷ ଆପଣଙ୍କ ବିପକ୍ଷରେ ଥାଇ ମଧ୍ୟ ସବୁ ନିଜ ସପକ୍ଷରେ ଥିଲା ଭଳି ଜଣାପଡେ । ସବୁ ମନୁଷ୍ୟ ଏହି କଥାକୁ ଜାଣି ପାରନ୍ତି ନାହିଁ । କିନ୍ତୁ ଯେଉଁମାନେ ନିଜ ଅନ୍ତର ଚେତନାକୁ ବୁଝିପାରନ୍ତି ସେମାନେ ଏହି ସଂକେତର ବାସ୍ତବିକ ଅର୍ଥ ବୁଝିପାରନ୍ତି ।

ସବୁ ମନୁଷ୍ୟର ଅନ୍ତର ଚେତନା ଏତେ ବିକଶିତ ନୁହେଁ କି ସେ ଏହି ଅର୍ଥକୁ ବୁଝିପାରିବ । କିନ୍ତୁ ବିଶେଷ ନିୟମ ଦ୍ଵାର ଏହି ତଥ୍ୟକୁ ଜାଣି ହେବ । ଆମେ ଆପଣଙ୍କୁ ୪ ଟି ଆତ୍ମାସ୍ୱରୂପ ଚିତ୍ର ଦେଖାଇବୁ ଆପଣ ଏହି ଚିତ୍ରରୁ ଗୋଟିଏ ଚିତ୍ରକୁ ପସନ୍ଦ କରନ୍ତୁ ଓ ଜାଣନ୍ତୁ ନିଜର ବର୍ତ୍ତମାନ ଜୀବନରେ ଆପଣ କିପରି ଅନୁଭବ କରୁଛନ୍ତି ।

ପ୍ରଥମ ଚିତ୍ର

ଆପଣଙ୍କୁ ନିଜ ଉପରେ ବିଶ୍ଵାସ ଅଛି ତଥା ଆପଣଙ୍କ ପାଖରେ ଆତ୍ମବିଶ୍ଵାସ ଭରପୁର ଅଛି । ଆପଣଙ୍କୁ ଜାଣିଛନ୍ତି କି ଆପଣ ଯାହା କରୁଛନ୍ତି ସବୁ ଠିକ କରୁଛନ୍ତି । ଆପଣ ନିଜ ଭୁଲକୁ ମଧ୍ୟ ସ୍ଵୀକାର କରନ୍ତି । ଆପଣଙ୍କୁ ମାନ ସମ୍ମାନ ବି ମିଲେ । ଆପଣ ନିଜକୁ ଭଲ ପାଆନ୍ତି ଅନ୍ୟମାନେ ବି ଆପଣଙ୍କୁ ଏହି ଦୃଷ୍ଟିରେ ଦେଖନ୍ତି ।

ଦ୍ଵିତୀୟ ଚିତ୍ର

ଆପଣ ନିଜ ଜୀବନରେ ଖାଲି ପଣ କାରଣକୁ ବୁଝିପାରନ୍ତି ନାହିଁ । ସେଥିପାଇଁ ଆପଣଙ୍କୁ ଜୀବନରେ ଦୁଃଖ ଅନୁଭବ ହେଉଛି । ଆପଣଙ୍କୁ ଜୀବନରେ ମିଳିଥିବା ଉପଲବଧିରେ ଅସନ୍ତୁଷ୍ଟ ଅଛନ୍ତି । ଜୀବନରେ ଆପଣ ବହୁତ କିଛି ପାଇଛନ୍ତି କିନ୍ତୁ ଆପଣଙ୍କୁ ଲାଗେ ଆହୁରି କିଛି ପାଇବାର ଅଛି । ଆପଣ ନିଜର ଏକୁଟିଆପଣକୁ ଦୂର କରିବାକୁ ଚେଷ୍ଟା କଲେ ଆପଣ ବହୁତ ଉପରକୁ ଉଠି ପାରିବେ ।

ତୃତୀୟ ଚିତ୍ର

ଆପଣ ନିଜକୁ ବହୁତ ଦୁର୍ବଳ ଭାବନ୍ତି । ଏହା ଆପଣଙ୍କର ଦୁଖର କାରଣ ହୋଇଥାଏ । ବ୍ୟକ୍ତିଗତ ଜୀବନରେ ଆପଣ ଜଣେ ଭଲ ବ୍ୟକ୍ତି ଅଟନ୍ତି ଓ ଆପଣଙ୍କ ପାଖରେ ସାମର୍ଥ୍ୟ ଅଛି କିନ୍ତୁ ନିଜକୁ ଏପରି ଭାବନ୍ତି ନାହିଁ । ଆପଣ ସବୁବେଳେ ସମ୍ପୁର୍ଣତାକୁ ଖୋଜନ୍ତି ଓ ନିଜ କାମରେ ଦୁର୍ବଳତା ଖୋଜିଥାନ୍ତି । ଆପଣ ଜାଣିବା ଦରକାର କି ଦୁନିଆରେ କେହି କେବେ ସମ୍ପୂର୍ଣ ନୁହନ୍ତି । ଆପଣ ଯେଉଁ ଦିନ ଏହାକୁ ମାନି ନେବେ ସେହିଦିନ ଆପଣ ନିଜ ଜୀବନରେ ଉନ୍ନତି କରିବେ ଓ ଖୁସି ଅନୁଭବ କରିବେ ।

ଚତୁର୍ଥ ଚିତ୍ର

ଆପଣ ଦୁନିଆକୁ ଯାହା ବି ଦେଖାନ୍ତୁ କିନ୍ତୁ ବାସ୍ତବରେ ଆପଙ୍କ ଗୁଣ ବା ଦୁର୍ଗୁଣର କୌଣସି ମୂଲ୍ୟ ନ ଥାଏ । ଏହା କାହିଁକି ହୋଇଥାଏ ଜାଣିବା ଆବଶ୍ୟକ । ବାସ୍ତବରେ ଏହା ଦୁଇଟି କାରଣ ପାଇଁ ହୋଇଥାଏ । ହୁଏତ ଆପଣ ଆଧ୍ୟାତ୍ମିକ ଓ  ବହୁତ ବୁଦ୍ଧିମାନ ଅଟନ୍ତି ନଚେତ ଆପଣ ସିନ୍ଧାନ୍ତ ହୀନ ଜୀବନ ବିତାଉଛନ୍ତି । ଯାହାଦ୍ୱାରା ଆପଣଙ୍କୁ କୌଣସି ଜିନିଷରେ କିଛି ଫରକ ପଡେ ନାହିଁ । ଆପଣ ନିର୍ବିକାର ଅଟନ୍ତି ସେଥିପାଇଁ ଆପଣଙ୍କୁ କୌଣସି ଜିନିଷ ଦୁଖୀ କରେ ନାହିଁ କି ଅଧିକ ଖୁସି ଦିଏ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।