IPL ର ସବୁଠୁ ମହଙ୍ଗା ଟପ 17 ପ୍ଲେୟାର ଯାହାଙ୍କ ଇନମକ କେତେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ନମ୍ବର 1 ରେ ଅଛି କିଏ ?

ଭାରତୀୟ କ୍ରିକେଟର ମାନେ ନିଜର ସାନଦାର ପର୍ଫୋମାଂସରେ ଆଜିକା ଦିନରେ ଖୁବ ଚର୍ଚ୍ଚିତ ହୋଇ ରହିଛନ୍ତି । ଭାରତୀୟ ଖେଳାଳି ମାନେ ଆପିଏଲରେ ଖେଳିବା ପାଇଁ କିଛି ଏକ୍ସପେନସିବ ଚାର୍ଜ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁଏମିତି କିଛି ଖେଳାଳୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆପିଏଲରେ ଖେଳିବା ପାଇଁ ଅଧିକ ଟଙ୍କା ଡିମାଣ୍ଡ କରିଥାନ୍ତି । “ବିରାଟ କୋହଲି”: ଭାରତୀୟ କ୍ରିକେଟରର ଅଧିନାୟକ ଭାବେ ବିରାଟ କୋହଲିଙ୍କୁ ଆରସିବି ୧୭ କୋଟି ସାଲରି ଦେଉଛି ।

“କ୍ରୀସ ମୋରିଶ”: କ୍ରିସ ମୋରିଶ ଆପିଏଲରେ ୨୦୧୩ରେ ଡେବ୍ୟୁ କରିଥିଲେ । ରାଜସ୍ଥାନ କ୍ରିସଙ୍କୁ ୧୬ କୋଟି ୨୫ଲକ୍ଷରେ କିଣିଛି ।

“ପ୍ୟାଟ କମିନ୍ସ” : ଅଷ୍ଟ୍ରେଲିଆର ତେଜ ଖେଳାଳି ଭାବେ ପ୍ୟାଟ କମିନ୍ସଙ୍କୁ କଲିକତା ଟିମ ୧୫ କୋଟି ୫୦ ଲକ୍ଷ ଟଙ୍କା ସାଲରି ଦେଇଛି ।

“ମହେନ୍ଦ୍ର ସିଂହ ଧୋନୀ” : କ୍ରିକେଟ ଇତିହାସର ସଫଳ କପ୍ତାନ ଭାବେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଚେନ୍ନାଇ ଟିମ ୧୫ କୋଟି ସାଲାରି ଦେଉଛି ।

“ରୋହିତ ଶର୍ମା” : କ୍ରିକେଟ ଇତିହାସର ସଫଳ ଆପିଏଲ କ୍ଯାପଟେନ ଭାବେ ରୋହିତ ଶର୍ମା ୨୦୧୫ରୁ ୧୫ କୋଟି ସାଲାରି ନେଉଛନ୍ତି ।

“ରେଶବ ପନ୍ଥ” : ଭାରତୀୟ କ୍ରିକେଟରର ତେଜ କିପର ଭାବେ ରେଶବ ପନ୍ଥଙ୍କୁ ଦିଲ୍ଲୀର ଟିମ ୧୫କୋଟି ସାଲାରି ଦେଉଛନ୍ତି ।

“ଗ୍ଲାନ ମ୍ଯାକ୍ସୱେଲ”: ଅଷ୍ଟ୍ରେଲିଆର ବିସ୍ଫୋଟକ କ୍ରିକେଟର ଭାବେ ଗ୍ଲାନ ମ୍ଯାକ୍ସୱେଲଙ୍କୁ ଆରସିବି ୧୪ କୋଟି ୨୫ଲକ୍ଷ ରେ କିଣିଛି ।

“ଝାଏ ରିଚାର୍ଡସନ”: ଅଷ୍ଟ୍ରେଲିଆର ୨୪ ବର୍ଷୀୟ ଫାଷ୍ଟ ବୋଲର ଭାବେ ଝାଏ ରିଚାର୍ଡସନ ୧୪ କୋଟି ସାଲାରି ପାଉଛନ୍ତି ।

“ବେନ ଷ୍ଟକ୍ସ” : ଇଂଲଣ୍ଡର ଦମଦାର କ୍ରିକେଟର ଭାବେ ବେନ ଷ୍ଟକ୍ସଙ୍କୁ ରାଜସ୍ଥାନ ରୟାଲ୍ସ ୧୨ କୋଟି ୫୦ଲକ୍ଷ ସାଲାରି ଦେଉଛି ।

“ସୁନୀଲ ନରେନ”: ୱେଷ୍ଟ ଇଣ୍ଡିଜର ଯାଦୁଇ ସ୍ପିନର ଓ ଦମଦାର ବଲେବାଜ ସୁନୀଲ ନରେନଙ୍କୁ ୧୨କୋଟି ୫୦ ଲକ୍ଷ ସାଲାରି ପାଉଛନ୍ତି ।

“ଡେଭିଡ ୱାର୍ନର” :  ଆପିଏଲରେ ୧୪୨ ମ୍ଯାଚରେ ୫୦୦୦ରୁ ଅଧିକ ରଣ କରିଥିବା ଡେଭିଡ ୱାର୍ନର ସନରାଇଜର ହାଇଦ୍ରାବାଦ ଟିମର କ୍ଯାପଟେନ ଅଟନ୍ତି । ହାଇଦ୍ରାବାଦ ଟିମ ଡେଭିଡଙ୍କୁ ୧୨କୋଟି ୫୦ଲକ୍ଷ ସାଲାରି ଦେଉଛି ।

“ସୁରେଶ ରାଇନା”: ଆପିଏଲର ମୋସ୍ଟ ଏକ୍ସପେନସିବ ଖେଳାଳି ଭାବେ ସୁରେଶ ରାଇନା ଯିଏ ଅଧିକ ରନ କରି ସାରିଛନ୍ତି । ରାଇନାଙ୍କୁ ସିଏସ ୧୧ କୋଟି ସାଲରି ଦେଉଛି ।

“ଏବି ଡେଭିଲଇଅର୍ସ”: ସାଉଥ ଆଫ୍ରିକାର କ୍ରିକେଟର ଭାବେ ଏବି ଡେଭିଲଇଅର୍ସଙ୍କୁ ମିଷ୍ଟର -360 ନାମରେ ଜଣାଯାଏ । ୨୦୧୮ରୁ ଆରସି ଏବି ଡେଭିଲଇଅର୍ସଙ୍କୁ ୧୧କୋଟି ସାଲାରି ଦେଉଛି ।

“ମନିଷ ପାଣ୍ଡେ” : କର୍ଣ୍ଣାଟକର ଡୋମେଷ୍ଟିକ କ୍ରିକେଟ ଟିମକୁ ରିପ୍ରେଜେଣ୍ଟ କରୁଥିବା ଖେଳାଳି ମାନକ ମଧ୍ୟରୁ ମନିଷ ପାଣ୍ଡେ ପରିଚିତ ଅଟନ୍ତି । ସନରାଇଜର ହାଇଦ୍ରାବାଦ ଟିମ ମନିଷ ପାଣ୍ଡେଙ୍କୁ ୧୧ କୋଟି ସାଲାରି ଦେଉଛି ।

“କେଏଲ ରାହୁଲ” : ଭାରତୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ତିମର ୱିକେଟ କିପର ଓ ପ୍ରମୁଖ ବ୍ୟାଟ୍ସମ୍ୟାନ ଭାବେ କେଏଲ ରାହୁଲ ଜଣେ ଭଲ ଖେଳାଳି ଭାବେ ପରିଚିତ ଅଟନ୍ତି । ପଞ୍ଜାବ ଟିମରେ ଖେଳୁ ଥିବାରୁ ତାଙ୍କୁ ୧୧ କୋଟି ସାଲାରି ମିଳୁଛି ।

“ହାର୍ଦ୍ଦିକ ପାଣ୍ଡେ” : ଭାରତୀୟ କ୍ରିକେଟର ଦମଦାର ଖେଳାଳି ଭାବେ ହାର୍ଦ୍ଦିକ ପାଣ୍ଡେ ପରିଚିତ ଅଟନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ତରଫହାରୁ ୧୧ କୋଟି ସାଲାରି ମିଳୁଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । କ୍ରିକେଟ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ