ସୁନ୍ଦରତା ମାମଲାରେ ବଲୀଉଡର ଅଭିନେତ୍ରୀଙ୍କୁ ପଛରେ ପକେଇଦେବେ ଏହି ଗାଁର ସରପଞ୍ଚ, ଫୋଟୋ ଦେଖିଲେ…

ଏହି ଦୁନିଆ ସୁନ୍ଦରତାର କମି ନାହିଁ । ଦୁନିଆରେ ଗୋଟିଏ ରୁ ବଢି ଗୋଟିଏ ସୁନ୍ଦର ଲୋକ ଅଛନ୍ତି । କେତେକ ଲୋକମାନେ ଦେଖିବାକୁ ଏତେ ସୁନ୍ଦର ହୋଇଥାନ୍ତି ଯେ ତାଙ୍କୁ ଥରେ ଦେଖିଲେ ତାଙ୍କ ପାଖରେ ଆପଣଙ୍କର ଆଖି ରହିଯାଏ । କିଛି ଲୋକମାନେ କୁହନ୍ତି କି ସୁନ୍ଦରତା ଆଖିରେ ଥାଏ । କିନ୍ତୁ ମନର ସୁନ୍ଦରତାକୁ ଶରୀରର ସୁନ୍ଦରତା ଠାରୁ ବେଶୀ ମହତ୍ଵ ଦିଆ ଯାଇଥାଏ ।

ଏହି ସରପଞ୍ଚାର ତୁଳନା କରାଯାଏ ବଲୀଉଡର ଅଭିନେତ୍ରୀଙ୍କ ସହ :

କୌଣସି ଗାଁର ବିକାଶ ପାଇଁ ଗୋଟିଏ ସରପଞ୍ଚ ର ଭୂମିକା ଥାଏ । ଯଦି ଗାଁର ସରପଞ୍ଚ ଜଣେ ଭଲ ବ୍ୟକ୍ତି ହୋଇଥିବେ ତେବେ ସେହି ଗାଁର ଉନ୍ନତି ହେବ ନଚେତ ଯଦି ଗାଁର ସରପଞ୍ଚ ସ୍ଵାର୍ଥପର ଥିବେ ତେବ ସେହି ଗାଁର କେବେବି ଉନ୍ନତି ହୋଇ ପାରିବ ନାହିଁ । ଯେତେବେଳେ ସରପଞ୍ଚ କଥା ଆସେ ତେବେ ଆପଣ ଗାଁର କୌଣସି ବୁଢା ବ୍ୟକ୍ତି କୁ ଦେଖି ଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସରପଞ୍ଚଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସୁନ୍ଦରତା ତୁଳନା ବଲୀଉଡର ଅଭିନେତ୍ରୀଙ୍କ ସହ କରଯାଇଥାଏ ।

ଶହନାଜ ଖାନଙ୍କୁ ଚିହ୍ନି ଥାନ୍ତି ତାଙ୍କର କାମ ପାଇଁ :

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରାଜସ୍ଥାନ ଜିଲ୍ଲାର ଗହରାଜନ ଗ୍ରାମର କମା ପଞ୍ଚାୟତରେ ନୂଆ ସରପଞ୍ଚ ବଛା ଯାଇଛି । ଭାରତୀୟ ଇତିହାସରେ ଏହା ପ୍ରଥମ ଥର ହୋଇଛି କି କୌଣସି ଗାଁ ର ସରପଞ୍ଚ ଜଣେ ଯୁବତୀ ଏମବିଏ / ବିଏସ କରିଛନ୍ତି ତାଙ୍କୁ ବଛା ଯାଇଛି । ଗହରାଜନ ଗାଁର ମୁଖିଆ ଶହନାଜ ଖାନ ଅଟନ୍ତି । ଶହନାଜଙ୍କୁ ସରପଞ୍ଚ କରିବା ପାଇଁ ପୁରା ଗାଁ ଏକଜୁଟ ହୋଇଯାଇଥିଲେ । ଶହନାଜ ନିଜର ବୁଦ୍ଧିମତା ପାଇଁ ଜଣା ଯାଇଥାନ୍ତି ।

ସରପଞ୍ଚର ଇଲେକ୍ସନ ଜିତିବା ପରେ ମିଡିୟାକୁ କହିଲେ କି ମୁଁ ବହୁତ ଖୁସି ଅଛି କି ନିଜର ଲୋକମାନଙ୍କର ସେବା କରିବା ପାଇଁ ମୋତେ ସୁଯୋଗ ମିଳିଲା । ସେ କହିଲେ କି ମୁଁ ସ୍ଵଛତା ଏବଂ ଝିଅ ମାନଙ୍କର ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେବି ।

ସୋସିୟାଲ ମିଡିୟାରେ ଛାଇଛନ୍ତି ଶହନାଜ :

ଆପଣଙ୍କୁ କହିଦେଉଛୁ ଯେ ଶହନାଜ ର ସମ୍ପର୍କ ରାଜନିତିକ ପରିବାର ସହ ରହିଛି । ତାଙ୍କ ଜେଜେବାପା ବହୁତ ସମୟ ପର୍ଯ୍ଯନ୍ତ କମା ପଞ୍ଚାଯତ ରୁ ସରପଞ୍ଚ ରହିଛନ୍ତି । ଶହନାଜଙ୍କ ବାପ ଗାଁର ମୁଖିଆ ଅଟନ୍ତି ।

ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ ।