Bollywood ରେ ସବୁଠୁ ଅଧିକ ଅହଙ୍କାରୀ ଅଟନ୍ତି ଏହି 4 ଜଣ ହିରୋଇନ, ନମ୍ବର 4 ତ ବଡ ବଡଙ୍କୁ ବି ଖାତିର କରନ୍ତି ନାହିଁ

ବଲିଉଡରେ ଥରେ ଜଣେ ସଫଳତା ପାଇଗଲେ ତାର ଜୀବନ ସଂପୂର୍ଣ୍ଣ ରୂପେ ବଦଳି ଯାଇଥାଏ, ଏହା ତ ଆପଣ ଜାଣିଛନ୍ତି । ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ସେମାନଙ୍କ ଲୁକ ବି ଧୀରେ ଧୀରେ ବଦଳିବାକୁ ଲାଗେ । ଏହା ସହିତ ସେମାନଙ୍କ ବ୍ୟବହାର ମଧ୍ୟ । ଯେଉଁଠି କିଛି କଳାକାର ଅଛନ୍ତି ଯେଉନମାନଙ୍କ ସ୍ଵଭାବରେ କିଛି ପରିବର୍ତ୍ତନ ଆସେ ନାହିଁ ସେଇଠି ଆଉ କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ସଫଳତା ପାଇଗଲେ ଗର୍ବ କରିବାକୁ ଲାଗନ୍ତି ଓ ନିଜର ଆଟିଚ୍ୟୁଡ଼ ଦେଖାନ୍ତି ।

ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବଲିଉଡର ସେହି ଅଭିନେତ୍ରୀଙ୍କ ବିଷୟରେ ଯିଏ କେବଳ ସୁନ୍ଦର ନୁହଁନ୍ତି ବରଂ ସଫଳ ମଧ୍ୟ ଅଟନ୍ତି କିନ୍ତୁ ଏମାନଙ୍କର ଗୋଟେ ଅଭ୍ୟାସ ଏହା କି ସେମାନେ ବହୁତ ଅହଙ୍କାରୀ ମଧ୍ୟ ଅଟନ୍ତି । ଆଜ୍ଞା ହଁ , ଏହା ଭିତରୁ କିଛି ଏମିତି ବି ଅଛନ୍ତି ଯିଏକି ବଡ଼ ବଡ଼ ଲୋକଙ୍କୁ ବି ଛାଡନ୍ତି ନାହିଁ ଓ ନିଜ ତସନରେ ରହିଥାନ୍ତି ।

ଜୟା ବଚ୍ଚନ

ଅମିତାଭ ବଚ୍ଚନ ଯାହାଙ୍କୁ ଆମେ ବଲିଉଡର ସେହେନ ଶାହ ବୋଲି କହିଥାଉ ତାଙ୍କ ସ୍ତ୍ରୀ ଜୟା ବଚ୍ଚନ ଜଣେ ବହୁତ ହିଁ ଅହଙ୍କାରୀ ଅଭିନେତ୍ରୀ ବୋଲି ଜଣା ଯାଆନ୍ତି । ତାଙ୍କ ବିଷୟରେ କୁହାଯାଏ କି ସେ ଅଧିକାଂଶ ସମୟରେ କାହାକୁ ଅଧିକ ଭାଉ ଦେଇନଥାନ୍ତି ଓ ସବୁଠୁ ବଡ଼ କଥା ଏହା କି ମିଡିଆ ପ୍ରଶ୍ନ ପଚାରିବା ବେଳେ ତାଙ୍କର ଉତ୍ତର କିଛି ଖରାପ ଟାଇପର ରହିଥାଏ ।

କାଟ୍ରିନ କୈଫ

କଟ୍ରିନା କୈଫ ଆଜି ବଲିଉଡର ଜଣେ ଫେମସ ଓ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଯିଏ ଆଜିର ତାରିଖରେ ବଲିଉଡ ର ହାଇଏଷ୍ଟ ପେଡ ଅଭିନେତ୍ରୀ ରୁପରେ ଜଣା ଯାଆନ୍ତି କିନ୍ତୁ କଥା ଏହା କି ଏହା ସହିତ ସେ ବହୁତ ଅହଙ୍କାରୀ ମଧ୍ୟ ହେଇଗଲେଣି । ପ୍ରକୃତରେ ଗୋଟେ ଘଟଣା ଏମିତି ହୋଇଥିଲା ଯେବେ କଟ୍ରିନା ଖାଲି କଥା କଥାରେ ଗୋଟେ ଛୁଆ ଉପରେ ରାଗି ଯାଇଥିଲେ ପୁଣି କେବଳ ଏଥିପାଇଁ କି ସେ ବାରମ୍ବାର ତାଙ୍କ ସହିତ ଫଟୋ ଉଠାଇବା ପାଇଁ କହୁଥିଲା ।

ଅନୁଷ୍କା ଶର୍ମା

ବଲିଉଡ ର ଫେମସ ଅଭିନେତ୍ରୀ ଅନୁଷ୍କା ଶର୍ମା ଆର୍ମି ପରିବାର କୁ ବିଲଙ୍ଗ କରନ୍ତି ଯିଏକି ଆଜିକା ସମୟରେ ବଲିଉଡରେ ସବୁଠୁ ହାଇଏଷ୍ଟ ପେଡ ଅଭିନେତ୍ରୀ ରୁପରେ ଜଣା ଯାଉଛନ୍ତି ଓ ତାଙ୍କ ବିଷୟରେ ଏହା ଖବର ଅଛି କି ମିଡ଼ିଆ ଉପରେ ସେ କେତେଥର ଚିଡି ସାରିଲେଣି ।

ଶ୍ରଦ୍ଧା କପୂର

ଶ୍ରଦ୍ଧା କପୂର ଯିଏ ବଲିଉଡର ସବୁଠୁ ଚର୍ଚିତ ଖଳନାୟକ ଶକ୍ତି କପୁରଙ୍କ ଝିଅ ଓ ସେ ଦେଖିବାକୁ ବହୁତ ସାଧାସିଧା ଓ ସୁନ୍ଦର ମଧ୍ୟ ନଜର ଆସନ୍ତି କିନ୍ତୁ ଆପଣଙ୍କୁ ଏହି ବିଷୟରେ ଖବର ନଥିବ କି ବଲିଉଡରେ ଗୋଟେ ସଫଳ ସ୍ଥାନ ହାସଲ କରି ସାରିଥିବା ଶ୍ରଦ୍ଧା ବହୁତ ହିଁ ଅହଙ୍କାରୀ ଅଟନ୍ତି ଓ ବହୁତ ଶୀଘ୍ର ତାଙ୍କୁ ରାଗ ଆସିଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।