Vastu Shastra- ଘରେ ଦରିଦ୍ରତା ଆସିବାର 5 ବଡ କାରଣ, ରାଗିଥାନ୍ତି ମହାଦେବ

ପ୍ରତେକ ସଫଳ ବ୍ୟକ୍ତି ପଛରେ ଗୋଟେ ମହିଳା ର ହାତ ରହିଥାଏ ବୋଲି ସମସ୍ତେ ଜାଣିଛନ୍ତି । ହିନ୍ଦୁ ପୁରାଣରେ ମଧ୍ୟ ଗୋଟେ ପତିର ସଫଳତା ପଛରେ ସ୍ତ୍ରୀ ର ଯୋଗଦାନ ରହିଥାଏ ବୋଲି କୁହାଯାଇଛି । ବିବାହ ପରେ ସ୍ୱାମୀର ଭାଗ୍ୟ ସ୍ତ୍ରୀ ଉପରେ ନିର୍ଭର କରିଥାଏ । ବିବାହ ପରେ କିଛି ଲୋକଙ୍କ ଜୀବନ ପୁରା ପୁରି ବଦଳିଥାଏ ଏବଂ ସେ ସଫଳତା ହାସଲ କରିଥାନ୍ତି ।

କିଛି ଲୋକଙ୍କ ଜୀବନ ବିବାହ ପରେ ବର୍ବାଦ ହୋଇଥାଏ । ବିବାହ ପରେ ଯଦି ସ୍ତ୍ରୀ କିଛି ଭୁଲ କରିଥାଏ ତେବେ ଏହାର ପ୍ରଭାବ ସ୍ବାମୀ ର ଜୀବନ ଉପରେ ପଡ଼ିଥାଏ । ବହୁତ କ୍ଷେତ୍ରରେ ସ୍ୱାମୀର ର ତରକୀ ମଧ୍ୟ ଅଟକି ଯାଇଥାଏ । ସେଥିପାଇଁ ବିବାହ ପରେ କିଛି କଥାର ଧ୍ୟାନ ରଖିବା କଥା । ତେବେ ଚାଲନ୍ତୁ ଜାଣିବା ।

ଗୋଟେ ସ୍ତ୍ରୀ କୁ କେବେ ମଧ୍ୟ ନିଜ ସ୍ବାମୀ ପାଇଁ କଠୋର କଥା ବା ଅଶୁଭ କଥା କହିବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । କୁହାଯାଏ ସ୍ତ୍ରୀ ମାନଙ୍କ ବାଣୀ ରେ ମା ସରସ୍ଵତୀ ବିରାଜମାନ କରିଥାନ୍ତି । ତେଣୁ ସ୍ତ୍ରୀ କୁ ନିଜ ସ୍ବାମୀ ବିଷୟରେ ମିଠା ମିଠା କଥା କହିବା ଉଚିତ ।

ମହିଳା ମାନଙ୍କୁ କେବେ ବି ସକାଳୁ ଡେରିରେ ଉଠିବା ଉଚିତ ନୁହେଁ । ଘରେ ସମସ୍ତଙ୍କୁ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା କଥା । କିନ୍ତୁ ଘରର ଗୃହିଣୀ କୁ ଏହି କଠୋର ଖାସ ଧ୍ୟାନ ରଖିବା ଉଚିତ । ଯଦି ମହିଳା ସକାଳ ସୂର୍ଯ୍ୟ ଉଦୟ ପରେ ମଧ୍ୟ ସୋଇଥାଏ ସେହି ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

ଘର ସବୁବେଳେ ସଫା ସୁତୁରା ରଖିବା କଥା । ଯେଉଁ ମହିଳା ଘରକୁ ସଫା ସୁତୁରା ରଖିନଥାଏ ସେହି ଘରେ ଦରିଦ୍ର୍ୟତା ଆସିଥାଏ । ଏବଂ ସ୍ୱାମୀର ରୋଜଗାର ଉପରେ ମଧ୍ୟ ପ୍ରଭାବ ପଡିଥାଏ ।

ଯେଉଁ ସ୍ତ୍ରୀ ବା ମହିଳା ପ୍ରତିଦିନ ଗାଧୋଇନଥାଏ ସେହି ମହିଳା ନକାରାତ୍ମକ ଶକ୍ତି ର ଶିକାର ହୋଇଥାନ୍ତି । ଏମିତିରେ ସ୍ବାମୀ ଅଳସୁଆ ହୋଇଥାଏ ଏବଂ ତାକୁ କୌଣସି କାର୍ଯ୍ୟରେ ସଫଳତା ମିଳିନଥାଏ । ତେଣୁ ପ୍ରତିଦିନ ଗାଧାନ୍ତୁ ।

ଯେଉଁ ମହିଳା ସବୁ କଥାରେ ସ୍ବାମୀ ସହିତ ଝଗଡ଼ା କରିଥାଏ ସେହି ଘରେ କେବେ ମଧ୍ୟ ଖୁସି ଆସିନଥାଏ । ଏବଂ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ । ଦୁହିଁଙ୍କ ଭିତରେ ଦୂରତା ବଢ଼ିଥାଏ । ଏବଂ ସ୍ବାମୀ ସ୍ତ୍ରୀ ଦୁହେଁ ଚିନ୍ତିତ ରହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।