Priyanka Chopra ଙ୍କ ବଡ ଜା ତାଙ୍କ ଠାରୁ ହଜାର ଗୁଣା ସୁନ୍ଦର ଓ ହଟ, ଦେଖିବା ମାତ୍ରେ ଦିବାନା ହେଇଯିବେ

ଗ୍ଲୋବାଲ ଆକ୍ଟ୍ରେସ ବନି ସାରିଥିବା ପ୍ରିୟଙ୍କା ଚୋପ୍ରା ଙ୍କୁ କିଏ ଅବା ଜାଣେ ନାହିଁ । ବଲିଉଡ ଠାରୁ ନେଇ ହଲିଉଡ ପର୍ଯ୍ୟନ୍ତ ଦେଶୀ ଗର୍ଲ ମାନେ ପିଗି ଚପ୍ସ ବହୁତ ଅଧିକ ପାପୁଲାରୀଟି ହାସଲ କରିଛନ୍ତି । ଯେବେ ଠୁ ତାଙ୍କର ବିବାହ ନିକ ଜୋନସଙ୍କ ସହିତ ହୋଇଛି ସେବେ ଠୁ ସେ ନିଜ ଶଶୁର ଘରକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି । ଆଜ୍ଞା ହଁ, ପ୍ରିୟଙ୍କା ଚୋପ୍ରା ନିଜ ଶାଶୁ ଓ ନିଜ ବଡ ଜା ଙ୍କୁ ନେଇ ବହୁତ ଅଧିକ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣଙ୍କୁ ପ୍ରିୟଙ୍କାଙ୍କ ବଡ ଜା ଙ୍କ ବିଷୟରେ କିଛି ଏମତି କଥା କହିବୁ ଯାହା ବୋଧେ ଆପଣଙ୍କୁ ଜଣା ନଥିବ ।

ଆପଣଙ୍କୁ କହି ଦେଉଛୁ କି ଆକ୍ଟ୍ରେସ ପ୍ରିୟଙ୍କା ଚୋପ୍ରାଙ୍କ ବଡ ଜା ଙ୍କ ନାମ ବି ପ୍ରିୟଙ୍କା ଚୋପ୍ରା ଙ୍କ ଭଳି ହଲିଉଡ ର ଏକ ଜଣା ଶୁଣା ନାମ ଅଟେ । ଆଜ୍ଞା ହଁ, ସୋଫୀ ଟର୍ନରଙ୍କୁ ହଲିଉଡ ରେ କିଏ ଅବା ନ ଜାଣେ । ସୋଫୀ ବହୁତ ସୁନ୍ଦର ନଜର ଆସନ୍ତି ଓ ଫ୍ୟାନ୍ସ ତାଙ୍କର ସୁନ୍ଦରତାର ଦିବାନା ଅଟନ୍ତି । ସେଇଠି ସେ ପ୍ରତିଦିନ ଇଂଷ୍ଟାଗ୍ରାମ ରେ ସେ ନିଜର ସୁନ୍ଦର ସୁନ୍ଦର ଫଟୋ ପୋସ୍ଟ କରିଥାନ୍ତି ।

ତାଙ୍କ କ୍ଯାରିୟର ବିଷୟରେ କହିଲେ ସୋଫୀ ଟର୍ନର 2011 ରେ HBO ଫାଣ୍ଟାସୀ ଟେଲିଭିଜନ ସିରିଜ ଗେମ ଅଫ ଥ୍ରୋଂସ ରେ କରିଥିବା ନିଜର ଚରିତ୍ର ପାଇଁ ବହୁତ ଅଧିକ ପାପୁଲାରୀଟି ହାସଲ କରିଥିଲେ । ଯାହା ପାଇଁ ତାଙ୍କୁ ପ୍ରାଇମ ଟାଇମ ଆନୀ ଆୱାର୍ଡ ପାଇଁ ଆଉଟଷ୍ଟାଣ୍ଡିଂ ସପୋର୍ଟିଂ ଆକ୍ଟ୍ରେସ ପାଇଁ ନୋମିନେଟ ବି କରା ଯାଇଥିଲା । ସେଇଠି ସୋଫୀ ଅନେକ ଟେଲିଭିଜନ ଫିଲ୍ମ ଯେମିତି କି 2013 ରେ The Thirteen Tale, Another Me 2015 ରେ ଆକ୍ସନ କମେଡି ଫିଲ୍ମ Barely Lethal ଭଳି ସିରିଜ ରେ କାମ କରିଛନ୍ତି ।

ଏହା ସହିତ ସୋଫୀ ଟର୍ନର ନିଜ କ୍ଯାରିୟର ର ଆରମ୍ଭ ମାତ୍ର 14 ବର୍ଷ ବୟସରେ ହିଁ ଆରମ୍ଭ କରି ଦେଇଥିଲେ ଓ 23 ବର୍ଷ ବୟସରେ ସେ ନିଜ ବୟ ଫ୍ରେଣ୍ଡ ମାନେ ଜୋଏ ଜୋନସ ଙ୍କ ସହିତ ବିବାହ କରିନେଲେ ଯିଏ କି ନିକ ଜୋନସ ଙ୍କ ବଡ ଭାଇ ଅଟନ୍ତି । ଆମେ ଆପଣଙ୍କୁ କହି ଦେଉଛୁ କି ପିସି ଙ୍କ ବଡ ଜା ତାଙ୍କ ଠାରୁ ପାଖା ପାଖି 13 ବର୍ଷ ସାନ ଅଟନ୍ତି ।

କିନ୍ତୁ ଦୁଇ ଜଣଙ୍କ ସମ୍ପର୍କ ବିଷୟରେ କହିଲେ ପ୍ରିୟଙ୍କା ଓ ସୋଫୀ ଏକା ସହିତ ଅନେକ ଥର ବୁଲୁ ଥିବାର ଓ ପାର୍ଟି କରୁଥିବାର ନଜର ଆସିଥାନ୍ତି । ଇଂଷ୍ଟାଗ୍ରାମ ରେ ମଧ୍ୟ ଦୁଇ ଜଣ ଏକା ସହିତ ଫୋଟୋ ଶେୟାର କରିଥାନ୍ତି । ଆପଣଙ୍କୁ କହି ଦେଉଛୁ କି ପ୍ରିୟଙ୍କା ଓ ସୋଫୀ ଙ୍କର କିଛି ଦିନ ପୂର୍ବେ ଏକ ଭିଡିଓ ବହୁତ ଅଧିକ ଭାଇରାଲ ହୋଇଥିଲା ।

ଯେଉଁଥିରେ ପ୍ରିୟଙ୍କା ସୋଫୀଙ୍କୁ ମଦର ହୂଡ ବିଷୟରେ ବହୁତ ସାରା କଥା କହୁଥିବାର ନଜର ଆସିଥିଲେ । ଆଜ୍ଞା ହଁ ସୋଫୀ ବର୍ତ୍ତମାନ ନିଜ ବେବି ବମ୍ପ ର ଅନେକ ଫଟୋ ମଧ୍ୟ ଇଂଷ୍ଟାଗ୍ରାମ ରେ ଶେୟାର କରନ୍ତି । ସୋଫୀ ଙ୍କର ଇଂଷ୍ଟାଗ୍ରାମ ରେ ପାଖା ପାଖି 15.4 ମିଲିୟନ ଫଲୋୟର୍ସ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।