ବାଛନ୍ତୁ କୌଣସି ଗୋଟିଏ ହୃଦୟ ଓ ଜାଣନ୍ତୁ ସେ ଆପଣଙ୍କ ପାଇଁ କଣ ଫିଲ କରନ୍ତି ? Love Quiz Game

କୁହାଯାଏ କି ବ୍ୟକ୍ତିର ପସନ୍ଦ ଓ ନା ପସନ୍ଦ ତାହାର ବ୍ୟକ୍ତିତ୍ବ ଓ ସ୍ଵଭାବର ଆଇନା ହୋଇଥାଏ । ବ୍ୟକ୍ତିର କହିବା ଓ ତାହାର ପସନ୍ଦ କରାଯାଉଥିବା ଜିନିଷ ତାହାର ଜୀବନ ଓ ସ୍ଵଭାବ ସହ ଜଡିତ କିଛି ରହସ୍ୟ ବିଷୟରେ ବି କହିଥାଏ । ଆଜି ଏହି ଆର୍ଟିକୀଲରେ ଆମେ ଆପଣଙ୍କ ପାଇଁ ଗୋଟିଏ ମଜାଦାର ଲଭ କ୍ଵିଜ ଗେମ ନେଇ ଆସିଛୁ । ଯେଉଁଥିରେ ଆମେ ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାରର ହୃଦୟର ଛବି ଦେଖାଇବୁ । ଯେଉଁଥିରେ ଆପଣଙ୍କୁ ନିଜ ପସନ୍ଦର ଗୋଟିଏ ହୃଦୟର ଛବିକୁ ବାଛିବାର ଅଛି ।

ଏହା ପରେ ଆପଣଙ୍କ ଦ୍ଵାରା ବଛାଯାଇଥିବା ହୃଦୟ ମାଧ୍ୟମରେ ଆମେ ଆପଣଙ୍କୁ କହିବୁ କି ଆପଣଙ୍କର ସାଥି ଆପଣଙ୍କ ବିଷୟରେ କଣ ଅନୁଭବ କରୁଛନ୍ତି । ତେବେ ଚାଳନ୍ତୁ ଜାଣିବା ।

ପ୍ରଥମ ହୃଦୟ

ଯଦି ଆପଣ ପ୍ରଥମ ହୃଦୟକୁ ବାଛିଛନ୍ତି ତେବେ ଆପଣଙ୍କର ସାଥିକୁ ଆପଣଙ୍କର ସ୍ଵର ବହୁତ ପସନ୍ଦ ଅଟେ । ବର୍ତ୍ତମାନ ସମୟରେ ସେ ଆପଣଙ୍କର କଥା କହିବାର ଷ୍ଟାଇଲ ଓ ସ୍ଵର ବିଷୟରେ ଚିନ୍ତା କରୁଛନ୍ତି ଓ ଆପଣଙ୍କ ସହ ଦେଖା କରିବା ପାଇଁ ଚାହୁଁଛନ୍ତି । ଏହା ସହିତ ସେ ଆପଣଙ୍କୁ ଆଲିଙ୍ଗନ ବି କରିବାକୁ ଚାହୁଁଛନ୍ତି । ସେଥିପାଇଁ ଜେଟ ଶୀଘ୍ର ଆପଣ ନିଜର ସାଥି ସହ ଦେଖା କରନ୍ତୁ ।

ଦ୍ଵିତୀୟ ହୃଦୟ

ଯଦି ଆପଣ ବାଛିଛନ୍ତି ଦ୍ଵିତୀୟ ହୃଦୟକୁ ତେବେ ଆପଣଙ୍କର ହସ ଆପଣଙ୍କର ସାଥିକୁ ଆପଣଙ୍କ ଆଡକୁ ଆକର୍ଷିତ କରିଥାଏ । ବର୍ତ୍ତମାନ ସେ ଆପଣଙ୍କର ହସକୁ ନେଇ ଆପଣଙ୍କର ଭାବନାରେ ହଜି ଯାଇଛନ୍ତି । ଏହା ସହିତ ସେ ଆପଣଙ୍କୁ ବହୁତ ମନେ ପକାଉଛନ୍ତି । ଏହା ହେଉଛି ପ୍ରକୃତ ଭଲ ପାଇବା ।

ତୃତୀୟ ହୃଦୟ

ଯଦି ଆପଣଙ୍କୁ ତୃତୀୟ ହୃଦୟ ପସନ୍ଦ ଆସିଯାଇଛି ତେବେ ବର୍ତ୍ତମାନ ସମୟରେ ଆପଣଙ୍କର ସାଥି ଆପଣଙ୍କ ପାଖରେ ଭୁଲ ମାଗି ପଶ୍ଚାତାପ କରିବାକୁ ଚାହୁଁଛନ୍ତି । ଆପଣଙ୍କୁ ନିଜର ହୃଦୟର କଥା କହିବାକୁ ଚାହୁଁଛନ୍ତି । ଅର୍ଥାତ ସେ ଆପଣଙ୍କୁ ଆଇ ଲଭ ଇଉ କହିବାକୁ ଚିନ୍ତା କରୁଛନ୍ତି ।

ଚତୁର୍ଥ ହୃଦୟ

ଯଦି ଆପଣ ଚତୁର୍ଥ ହୃଦୟକୁ ବାଛିଛନ୍ତି ତେବେ ଆପଣଙ୍କର ସାଥିକୁ ଆପଣଙ୍କର କଥା ବହୁତ ଭଲ ଲାଗିଥାଏ । ଆପଣଙ୍କ ସହ କଥାବାର୍ତ୍ତା ହେଲେ ତାଙ୍କୁ ଶାନ୍ତି ମିଳିଥାଏ । ଏହା ଚିନ୍ତା କରି ସେ ଆପଣଙ୍କୁ ଇମ୍ପ୍ରେସ କରିବା ପାଇଁ ଚେଷ୍ଟା କରୁଛନ୍ତି । ଅର୍ଥାତ ସେ ଆପଣଙ୍କୁ କୌଣସି ସରପ୍ରାଇଜ ଗିଫ୍ଟ ଦେବାକୁ ଚାହୁଁଛନ୍ତି ।

ପଞ୍ଚମ ହୃଦୟ

ଯଦି ଆପଣ ପଞ୍ଚମ ହୃଦୟକୁ ବାଛିଛନ୍ତି ତେବେ ଆପଣଙ୍କର କଥାବାର୍ତ୍ତା ଆପଣଙ୍କର ସାଥିକୁ ବହୁତ ପସନ୍ଦ ଆସିଥାଏ ଓ ସେ ଏହା ବିଷୟରେ ଚିନ୍ତା କରି ଆପଣଙ୍କ ପାଇଁ ସ୍ପେଶାଲ ଫିଲ କରୁଛନ୍ତି । ଏହା ସହିତ ଆପଣଙ୍କର ଭାବନାରେ ହଜି ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।