MI vs KKR IPL Match: ରୋହିତ ଶର୍ମାଙ୍କ ଏହି ଚମତ୍କାର ପାଇଁ ଶେଷ 2 ବଲରେ ଏମିତି ଜିତିଲା MI

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଦେଶର ସବୁଠୁ ବଡ ପର୍ବ ଅର୍ଥାତ ଆଇପିଏଲ ଆରମ୍ଭ ହୋଇ ଯାଇଛି । ଆଇପିଏଲକୁ ଦେଶର ସବୁ ଜନତା ଅପେକ୍ଷା କରି ରହିଥାନ୍ତି । ଏମିତିରେ ଏହା ୯ ଏପ୍ରିଲରୁ ଆରମ୍ଭ ହୋଇ ଯାଇଛି । କହିବାକୁ ଗଲେ ଗତକାଲି ଆଇପିଏଲର ୫ ମ୍ୟାଚ କଲିକତା ଓ ମୁମ୍ବାଇ ମଧ୍ୟରେ ଥିଲା । ଯାହାକୁ ମୁମ୍ବାଇ ନିଜ ନାଁରେ କରି ଦେଇଛି । କହିବାକୁ ଗଲେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚକୁ ଶେଷ କିଛି ଓଭରରେ ନିଜ ନାଁରେ କରିଛି ।

ରୋହିତ ଶର୍ମା ଯିଏକି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ଅଟନ୍ତି ସେ ଶେଷ ଓଭରରେ ଏମିତି କିଛି କୂଟନୀତି କରିଲେ କି ଶେଷ ଓଭରରେ ଜିତୁଥିବା କଲିକତା ଟିମକୁ ପରଜାୟର ସାମ୍ନା କରିବାକୁ ପଡିଲା ।

ରୋହିତ ଶର୍ମା ଶେଷ ୨ ବଳରେ ମ୍ୟାଚକୁ ଜିତି ନେଲେ । ଏହିଭଳି ମ୍ୟାଚ ଆପଣ ଆଗରୁ କେବେ ବି ଦେଖି ନ ଥିବେ । କଲିକତାକୁ ଶେଷ ଓଭରରେ ଜିତିବା ପାଇଁ ୧୫ ରନ ଦରକାର ଥିଲା । ଏହି ସମୟରେ ରୋହିତ ଶର୍ମା ଶେଷ ଓଭର ବୋଲିଙ୍ଗ କରିବା ପାଇଁ ଟ୍ରେଣ୍ଡ ବୋଲ୍ଟଙ୍କୁ କହିଲେ । ଏହା ପରେ ଟ୍ରେଣ୍ଡ ବୋଲ୍ଟ ଏମିତି ବୋଲିଙ୍ଗ କରିଲେ କି କଲିକତା ଏହି ମ୍ୟାଚ ହାରିଗଲା । କହିଦେଉଛୁ କି ଟ୍ରେଣ୍ଡ ବୋଲ୍ଟ ସେତେବେଳେ ଏହି କରିଶ୍ମା କରି ଦେଖାଇଲେ ଯେତେବେଳେ ମୁମ୍ବାଇର ସବୁ ଖେଳାଳି ଓ ପ୍ରଶଂସକମାନେ ହାର ମାନି ଯାଇଥିଲେ ।

ମ୍ୟାଚ ଏତେ ରୋମାଞ୍ଚକ ଥିଲା କି ଶେଷ ଓଭର ପର୍ଯ୍ୟନ୍ତ କହିବା କଷ୍ଟ ଥିଲା କି କିଏ ଏହି ମ୍ୟାଚକୁ ଜିତିବ । କିନ୍ତୁ ଶେଷ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚକୁ ନିଜ ନାଁରେ କରିବାରେ ସଫଳ ହେଲା । ଆପଣଙ୍କୁ କହିଦେଉଛୁ କି ଏହି ମ୍ୟାଚରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଙ୍ଗ କରି କଲିକତା ସାମ୍ନାରେ ୧୫୩ ରନର ଲକ୍ଷ ରଖିଥିଲା । କିନ୍ତୁ କିଏ ବି ଚିନ୍ତା କରି ନ ଥିଲା କି ମୁମ୍ବାଇ ଇଣ୍ଡିଆନ୍ସ ଏହି ଛୋଟ ଲକ୍ଷ ଦେଇ ବି ମ୍ୟାଚକୁ ଜିତି ନେବ ।

ଏହା ପରେ ଯେତେବେଳେ କଲିକତା ନାଇଟରାଇଡ଼ର୍ସ ଏହି ରନର ପିଛା କରିବା ପାଇଁ ପଡିଆକୁ ଓଲହାଇଲା ତେବେ ସେ ପ୍ରଥମେ ଭଲ ପ୍ରଦର୍ଶନ କରିଲେ ଓ ପ୍ରଥମ ୱିକେଟ ଯିବା ସମୟରେ ତାଙ୍କର ୭୨ ରନ ହୋଇଯାଇଥିଲା । ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲର ରାହୁଲ ଚେହେର ବୋଲିଙ୍ଗ କରି ୪ ଓଭରରେ ୨୭ ରନ ଦେଇ ୪ ଟି ୱିକେଟ ନେଇଗଲେ । ଏହା ପରେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସର ଜିତିବା କଥା ଆସିଲା ତେବେ ସେହି ସମୟରେ ଟ୍ରେଣ୍ଡ ବୋଲ୍ଟ ନିଜର ଜଳୱା ଦେଖାଇଲେ ।

ସେ ଶେଷ ଓଭରରେ ଦୁଇଟି ୱିକେଟ ନେଇ କହିଦେଲେ କି ତାଙ୍କ ମଧ୍ୟରେ କେତେ ଦମ ଅଛି । କିନ୍ତୁ ଏହା ମଧ୍ୟରେ ରୋହିତ ଶର୍ମାଙ୍କର ପ୍ରଶଂସା କରିବା ଉଚିତ କାରଣ ସେ ଏହି ମ୍ୟାଚରେ ଭଲ କ୍ୟାପଟେନଶିପ କରିଲେ । ଯେଉଁ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚକୁ ନିଜ ନାଁରେ କରିବାରେ ସଫଳ ହୋଇଗଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।