ଫିଲ୍ମ କରିବା ସମୟରେ ହିଁ ପ୍ରେଗନେଣ୍ଟ ହେଇ ଯାଇଥିଲେ Salman Khan ଙ୍କ ଏହି 4 ଜଣ Actress

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଫିଲ୍ମ ସେଟରେ ନିଜ ପ୍ରେଗନେନ୍ସି ସମ୍ବନ୍ଧରେ ଜାଣିଥିବା ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ । ସେଥିରେ ସଲମାନ ଖାଁ ଙ୍କ ସହ ଅଭିନୟ କରିଥିବା ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ରେ ସର୍ଵ ପ୍ରଥମେ ଯେଉଁ ଅଭିନେତ୍ରୀ ଙ୍କ ନାମ ରହିଛି ସେ ହେଉଛନ୍ତି, ‘ଅନୁଷ୍କା ଶର୍ମା’ । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଫିଲ୍ମ ‘ସୁଲତାନ’ ରେ ସଲମାନ ଖାଁ ଙ୍କ ସହ ଅଭିନୟ କରିଥିଲେ । ଅନୁଷ୍କା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜର ପ୍ରେଗନେନ୍ସି ର ଖବର କୁ ପ୍ରଚାର କରିଥିଲେ ।

ସେ ପ୍ରାୟ ସମୟ ନିଜର ପ୍ରେଗନେନସି ଫଟୋ କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରୁଛନ୍ତି ଏବଂ ପ୍ରାୟ ସମୟ ସେ ନିଜର ବେବି ବମ୍ପ କୁ ମଧ୍ୟ ଫ୍ରଣ୍ଟ କରି ନିଜର ସମସ୍ତ ଫଟୋ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ।

୨. ବନ୍ଧୁଗଣ ଏହି ଲିଷ୍ଟରେ ଦ୍ଵିତୀୟ ରେ ଯେଉଁ ଅଭିନେତ୍ରୀ ଙ୍କ ନାମ ରହିଛି ସେ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘କରିନା କପୁର’ । ଏହି ଅଭିନେତ୍ରୀ ଜଣକ ଫିଲ୍ମ ‘ଭିରେ ଦି ୱେଡିଙ୍ଗ’ ର ସେଟରେ ହିଁ ନିଜର ପ୍ରେଗନେନ୍ସି ସମ୍ବନ୍ଧରେ ଜାଣିଥିଲେ ଏବଂ ପ୍ରେଗନେନ୍ସି ସମୟରେ ମଧ୍ୟ ସେ ଫିଲ୍ମ ର କିଛି ସିନ ରେ ନିଜର ଫିଲ୍ମ କାମ ସମ୍ପୂର୍ଣ୍ଣ କରିଥିଲେ ।

ବର୍ତ୍ତମାନ ଫିଲ୍ମ ‘ଲାଲ ସିଙ୍ଗ ଚଡା’ ର ସେଟ ରେ କରିନା ପ୍ରେଗନେଣ୍ଟ ଅଛନ୍ତି ଏବଂ ମେକର୍ସ ମାନେ ଖୁବ ଚିନ୍ତିତ ଅଛନ୍ତି କାରଣ କରିନା ଙ୍କ ବେବି ବମ୍ପ ଦେଖା ଯାଉଛି । କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ର କାମ ସମାପ୍ତ ହୋଇ ସାରିଛି ।

୩. ବନ୍ଧୁଗଣ ଏହି ଲିଷ୍ଟରେ ତୃତୀୟ ରେ ଯେଉଁ ଅଭିନେତ୍ରୀ ଙ୍କ ନାମ ରହିଛି ସେ ହେଉଛନ୍ତି ‘କାଜୋଲ ଦେବଗନ’ । ୨୦୧୦ ମସିହାରେ କାଜୋଲ ଫିଲ୍ମ ‘ଉଇ ଆର ଫ୍ୟାମିଲି’ ର କାମ ସମୟରେ ହିଁ ପ୍ରେଗନେଣ୍ଟ ହୋଇଯାଇଥିଲେ । ଏଥିରେ ସେ ୩ଟି ଛୁଆ ଙ୍କ ମାଆ ର ଭୂମିକା ରେ ଅଭିନୟ କରିଥିଲେ ।

ପ୍ରେଗନେଣ୍ଟ ହେବା ପରେ ମଧ୍ୟ କାଜୋଲ ଏହି ଫିଲ୍ମ ର କାମ କୁ ପୂରା କରିଥିଲେ । ଅଜୟ ଦେବଗନ ଚାହୁଁଥିଲେ ଯେ କାଜୋଲ ଏହି ସମୟରେ ଆରାମ କରନ୍ତୁ କିନ୍ତୁ କାଜୋଲ ଡେଲିଭରି ର କିଛି ମାସ ପୂର୍ବରୁ ହିଁ ନିଜ କାମରେ ବ୍ୟସ୍ତ ରହୁଥିଲେ । ଏହି ଫିଲ୍ମ ପରେ କାଜୋଲ ନିଜ ପୁଅ ୟୁଗ ଙ୍କୁ ଜନ୍ମ ଦେଇଥିଲେ ।

୪. ବନ୍ଧୁଗଣ ଏହି ଲିଷ୍ଟରେ ଚତୁର୍ଥ ରେ ଯେଉଁ ଅଭିନେତ୍ରୀ ଙ୍କ ନାମ ସାମିଲ ଅଛି ସେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ବିଉଟି କୁଇନ ‘ଐଶ୍ୱରୀୟା ରାୟ ବଚ୍ଚନ’ । ଫିଲ୍ମ ‘ହିରୋଇନ’ ର କାମ ସମୟରେ ଐଶ୍ୱରୀୟା ନିଜ ପ୍ରେଗନେନସି ସମ୍ବନ୍ଧରେ ଜାଣିଥିଲେ ଏବଂ ସେ ଫିଲ୍ମ ର କାମ କୁ ଅଧାରେ ହିଁ ରଖିଦେଇଥିଲେ । ସେ ଫିଲ୍ମ ରେ କିଛି ସିନ ର କାମ କରି ସାରିଥିଲେ କିନ୍ତୁ ନିଜ ପ୍ରେଗନେନସି ସମ୍ବନ୍ଧରେ ଜାଣିବା ପରେ କାମ କରିନଥିଲେ ।

ଏହା ପରେ ଏହି ଫିଲ୍ମ ରେ ଐଶ୍ୱରୀୟା ଙ୍କ ବଦଳରେ ଅଭିନେତ୍ରୀ କରିନା କପୁର ଏହି ଫିଲ୍ମ ରେ ଲିଡ଼ ରୋଲରେ ଅଭିନୟ କରିଥିଲେ । ଐଶ୍ୱରୀୟା ଫିଲ୍ମ କୁ ଅଧାରୁ ଛାଡ଼ି ଥିବା ଯୋଗୁଁ ଏହି ଫିଲ୍ମ କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।