ସନ୍ୟାସ ନେଇ ସାରିଥିବା ଏହି କ୍ରିକେଟରମାନଙ୍କ ପତ୍ନୀ ଅଟନ୍ତି ବହୁତ ସୁନ୍ଦର, ନମ୍ବର ୧ଙ୍କ ପତ୍ନୀ ତ ଦେଖିବାକୁ ପୁରା ପରୀ

କହିବାକୁ ଗଲେ ଆମର ଜାତୀୟ ଖେଳ ତ ହକି ଅଟେ କିନ୍ତୁ ଆମ ଦେଶର ଲୋକମାନେ କ୍ରିକେଟ କୁ ଅଧିକ ଭଲ ପାଆନ୍ତି । କ୍ରିକେଟ ଦୁନିଆର ଟିକିନିକି ଖବର ଜାଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ରହିଥାଏ । କିନ୍ତୁ ଆଜି ଆମେ ଆମେ କୌଣସି କ୍ରିକେଟରଙ୍କ ବିଷୟରେ କହିବୁ ନାହିଁ ବରଂ ଆମେ ଆଜି ଆପଣଙ୍କୁ ସନ୍ୟାସ ନେଇ ସାରିଥିବା କ୍ରିକେଟରଙ୍କ ପତ୍ନୀଙ୍କ ବିଷୟରେ କହିବୁ ଯେଉଁମାନେ ଦେଖିବାକୁ ବହୁତ ସୁନ୍ଦର ଓ ହଟ ଅଟନ୍ତି । ସେମାନେ ଦେଖିବାକୁ କୌଣସି ବଲିଉଡ ହିରୋଇନଙ୍କ ଠାରୁ କମ ନୁହଁନ୍ତି । ତେବେ ଆସନ୍ତୁ ଜାଣିବା ।

୧. ବିରେନ୍ଦ୍ର ସେହୱାଗ

ଭାରତୀୟ କ୍ରିକେଟ ଟିମର ପୂର୍ବତମ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗଙ୍କ ପତ୍ନୀ ହେଉଛନ୍ତି ବହୁତ ସୁନ୍ଦର, ସେ ଆରତୀ ଅହଲାବତଙ୍କୁ ବିବାହ କରିଥିଲେ । ୨୦୧୪ରେ ଏମାନଙ୍କର ବିବାହ ହୋଇଥିଲା ।

୨. ଗ୍ଲେନ ମ୍ୟାକଗ୍ରା

୨୦୧୦ ମସିହାରେ ଗ୍ଲେନଙ୍କର ବିବାହ ହୋଇଥିଲା । ହେଲେ ଏହା ତାଙ୍କର ଦ୍ଵିତୀୟ ବିବାହ ଥିଲା । ତାଙ୍କ ପତ୍ନୀଙ୍କର ନାମ ସାରା ଲିଓନାର୍ଡି ଅଟେ । ୧୯୯୮ ମସିହାରେ ଗ୍ଲେନ ତାଙ୍କର ପ୍ରଥମ ବିବାହ କରିଥିଲେ ଯାହା ଭାଙ୍ଗି ଯାଇଥିଲା । ହେଲେ ତାଙ୍କର ଦ୍ଵିତୀୟ ପତ୍ନୀ ବହୁତ ସୁନ୍ଦର ଓ ହଟ୍ ଅଛନ୍ତି ।

୩. ମିସ୍ଵାହ ଉଲ ହକ

ମିସ୍ଵାହ ଉଲ ହକ ଜଣେ ପାକିସ୍ଥାନୀ କ୍ରିକେଟର ଅଟନ୍ତି । ତାଙ୍କର ପତ୍ନୀ ବହୁତ ସୁନ୍ଦର ଅଟନ୍ତି । ତାଙ୍କ ପତ୍ନୀଙ୍କ ନାମ ହେଉଛି ଉଜମା ଯିଏ ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି ଏହା ସହିତ ସେ ବହୁତ ଷ୍ଟାଇଲିଶ ବି ଅଟନ୍ତି ।

୪. ଜାହିର ଖାନ

ଜାହିର ଖାନଙ୍କର ଭାରତୀୟ କ୍ରିକେଟ ଟମି ପ୍ରତି ବହୁତ ବଡ ଅବଦାନ ରହିଛି । ସେ ବଲିଉଡ୍ ଅଭିନେତ୍ରୀ ସାଗରିକା ଘାଟଗେଙ୍କ ସହ ବିବାହ କରିଛନ୍ତି । ସାଗରିକା ଦେଖିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି ।

୫. ରିକୀ ପଣ୍ଟିଙ୍ଗ


ରିକୀ ପଣ୍ଟିଙ୍ଗ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଓ  କ୍ୟାପଟେନ ରହି ସାରିଛନ୍ତି । ସେ ୨୦୦୨ ମସିହାରେ ବିବାହ କରିଥିଲେ । ସେ ରିୟାନା ଜେନିଫର କ୍ୟାଣ୍ଟରଙ୍କୁ ବିବାହ କରିଥିଲେ । ରିୟାନା ବହୁତ ସୁନ୍ଦର ଓ ହଟ୍ ଦେଖାଯାନ୍ତି ।