34 ଟି ଝିଅଙ୍କର ମା’ ଅଟନ୍ତି Bollywood ର ଏହି Actress, ଅଳିଆ ଗଦାରେ ପଡିଥିବା ପିଲାକୁ ନିଜ ଝିଅ ରୂପେ ଆପଣେଇ ନେଇଥିଲେ Mithun

ବଲିଉଡର ସିତାରା ମାନେ ନିଜର ଫିଲ୍ମ ସହ ଲାଇଫ ଷ୍ଟାଇଲ ଓ ସମାଜ ସେବା ପାଇଁ ଜଣାଶୁଣା ହୋଇଥାନ୍ତି । ବଲିଉଡର ଷ୍ଟାର ମାନେ ଅସହାୟ ଲୋକଙ୍କୁ ସାହାଜ୍ଯ କରିଥାନ୍ତି ତ ଆଉ କେତେକ ବେସାହାରା ପିଲାଙ୍କୁ ନିଜର ଚିରାଗ ଭାବେ ଗ୍ରହଣ କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏମିତି କିଛି ସୀତାରା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପିଲାଙ୍କୁ ଆଡ଼ପ୍ଟ କରିଛନ୍ତି । “ସୁସ୍ମିତା ସେନ” : ଅଭିନେତ୍ରୀ ସୁସ୍ମିତା ସେନ ୪୫ ବର୍ଷର ହୋଇଥିଲେ ମଧ୍ୟ ଶିଂଗଲ ଅଛନ୍ତି । ସେ ଦୁଇଟି ଝିଅଙ୍କୁ ଆଡପ୍ଟ କରିଛନ୍ତି ଯାହାଙ୍କର ନାଁ ହେଉଛି ରେନେ ଓ ଆଲିସା । ଦୁଇ ଝିଅ ଏବେ ବହୁତ ବଡ ହୋଇ ଯାଇଛନ୍ତି ।

“ମନ୍ଦିରା ବେଦି” : ମନ୍ଦିର ବେଦି ମଧ୍ୟପ୍ରଦେଶର ଜବଲପୁର ସହରରୁ ତାରା ନାମକ ଏକ ପିଲାକୁ ଆଡପଟ କରିଛନ୍ତି । ସେ ନିଜ ଝିଅକୁ ପାଠ ପଢେଇବା ସହ ଟାଇମ ସ୍ପେନ୍ଡ କରିଥାନ୍ତି ।

“ମିଥୁନ ଚକ୍ରବର୍ତ୍ତୀ” : ହିନ୍ଦୀ ସିନେମାର ଦିଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ୩ଟି ପୁଅ ଓ ଗୋଟେ ଝିଅର ପିତା ଅଟନ୍ତି । ସେ ନିଜ ଝିଅ ଦିଶାନିଙ୍କୁ ଅଳିଆ ଗଦାରୁ ପାଇ ନିଜ ଝିଅ ରୂପେ ପାଳନ କରୁଛନ୍ତି । ବର୍ତ୍ତମାନ ଦିଶାନି ବଡ ହୋଇ ଆମେରିକାରେ ପାଠ ପଢୁଛନ୍ତି ।

“ସଲିମ ଖାନ” : ସଲମାନ ଖାନଙ୍କ ପିତା ସାଲିମ ଖାନ ଝିଅ ଅର୍ପିତା ଖାନଙ୍କୁ ଫୁତଫାତରେ କାନ୍ଦୁଥିବା ଦେଖି ନିଜ ଘରକୁ ନେଇ ଆସିଥିଲେ । ସଲିମଙ୍କ ପୁଅ ସଲମାନ, ଅରବାଜ, ଷୋହେଲ ଓ ଅଲବିରାଙ୍କ ପିତା ଅଟନ୍ତି । ଏହା ପରେ ସେ ଅର୍ପିତାଙ୍କୁ ଆଡପ୍ଟ କରି ନିଜ ଝିଅ ଭାବେ ଗ୍ରହଣ କରିଛନ୍ତି ।

“ରବିନା ଟଣ୍ଡନ” : ବଲିଉଡର ଜଣାଶୁଣା ଓ ସୁନ୍ଦର ଅଭିନେତ୍ରୀ ରବିନା ଟଣ୍ଡନ ୨୧ ବର୍ଷରେ ଦୁଇଟି ପିଲାର ମା ହୋଇ ସାରିଥିଲେ । ସେ ଦୁଇ ପିଲାଙ୍କୁ ଆଡ଼ପ୍ଟ କରିଥିଲେ ଯାହାଙ୍କର ନାଁ ହେଉଛି ପୂଜା ଓ ଛାୟା । ରବିନାଙ୍କ ଦୁଇ ଝିଅଙ୍କର ମ୍ୟାରେଜ ହୋଇ ସାରିଛି ।

“ସନି ଲିୟୋନେ” : ହିନ୍ଦୀ ଜଗତର ବୋଲ୍ଡ ଅଭିନେତ୍ରୀ ସନି ଲିୟୋନେ ଓ ତାଙ୍କ ସ୍ଵାମୀ ଡେନିୟାଲ ବେବର ୨୦୧୭ରେ ମହାରାଷ୍ଟ୍ରର ଲାତୁରରୁ ଗୋଟେ ପିଲାକୁ ଆଡ଼ପ୍ଟ କରିଥିଲେ ଯାହାର ନାଁ ହେଉଛି ନିଶା କୋର ବେବର । ନିଶା ଆମେରିକାରେ ରୁହନ୍ତି ।

“ପ୍ରୀତି ଜିନ୍ଟା” : ବଲିଉଡରେ ଅନେକ ସାନଦାର ଫିଲ୍ମରେ କାମ କରି ସାରିଥିବା ମସୁର ଅଭିନେତ୍ରୀ ପ୍ରୀତି ଜିନ୍ଟାଙ୍କ ନାଁ ଏହି ସୁଚିରେ ସାମିଲ ଅଛି । ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିନ୍ଟା ଗୋଟେ ବା ଦୁଇଟି ନୁହେଁ ବରଂ ୩୪ ଜଣ ଝିଅଙ୍କୁ ଆଡ଼ପ୍ଟ କରିଛନ୍ତି ।

୨୦୦୯ରେ ପ୍ରିତି ଏକ ସହ ୩୪ ଜଣ ପିଲାଙ୍କର ମା ହୋଇ ସାରିଛନ୍ତି । ସେ ରିଷିକେଶର ଅନାଥ ଆଶ୍ରମରୁ ପିଲାଙ୍କୁ ଆଡ଼ପ୍ଟ କରିଥିଲେ । ସେ ନିଜ ଝିଅ ମାନକ ସହ ଟାଇମ ସ୍ପୀଣ୍ଡ କରିବାକୁ ଅନେକ ସମୟରେ ଯାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକଲଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।