GK Questions and Answers: 5 ଟି ଅମୃତଭଣ୍ଡା କୁ ବିନା କାଟି ଓ ବିନା ଭାଙ୍ଗି 10 ଜଣଙ୍କ ମଧ୍ୟରେ କେମିତି ବାଣ୍ଟିବେ ? କଣ ଆପଣ ଜାଣନ୍ତି ?

ଭଲ ଭାବେ ଜ୍ଞାନ ସଂଗ୍ରହ ନ କରି ପ୍ରତିଯୋଗୀତା ମୂଳକ ପରୀକ୍ଷା ଗୁଡିକରେ ଉତ୍ତୀର୍ଣ୍ଣ ହେବା କାଠିକର ପାଠ ଅଟେ । କେବେ କେବେ ବଡ ବଡ ଗଣିତର ସମାଧାନ କରି ଦେଇ ମଧ୍ୟ ଅତି ସାଧାରଣ ପ୍ରଶ୍ନର ଉତ୍ତର ଦେବା ପିଲାଙ୍କ ପାଇଁ କଷ୍ଟ ହୋଇଯାଏ ।

କେବେ କେବେ ଲିଖିତ ପରୀକ୍ଷାରେ ପାସ କରି ମଧ୍ୟ ଇଣ୍ଟରଭ୍ୟୁରେ ଅତି ସହଜ ପ୍ରଶ୍ନର ଉତ୍ତର ଦେଇ ନ ପାରି ଅନେକ ଫେଲ ହୋଇଯାନ୍ତି । ସେଥିପାଇଁ ଆପଣଙ୍କ ସାଧାରଣ ଜ୍ଞାନକୁ ବଢାଇବା ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନୋତ୍ତର । ଯାହା ଏକ ସାଧାରଣ ଇଣ୍ଟରଭ୍ୟୁରେ ମଧ୍ୟ ଆପଣଙ୍କ କାମ ଆସିପାରେ । ତେବେ ଚାଲନ୍ତୁ ଆରମ୍ଭ କରିବା…

୧- ଭାରତର କେଉଁ ସହରକୁ ଗୋଟିଏ ଦିନ ପାଇଁ ରାଜଧାନୀ ବନା ଯାଇଥିଲା ?

ଉ: ଇଲାହାବାଦ

୨- ଏପରି କେଉଁ ପଶୁ ଅଛି ଯିଏ ଡେଇଁ ପାରେ ନାହିଁ ?

ଉ: ହାତୀ

୩- କେଉଁ ତାରା ଆକାଶରେ ସବୁଠୁ ଅଧିକ ଚମକି ଥାଏ ?

ଉ: ସିରିଅସ(sirius)

୪- କେଉଁ ବ୍ୟକ୍ତି ଙ୍କର ୩୯ ଜଣ ପତ୍ନୀ ଓ ୯୪ ଟି ସନ୍ତାନ ଥିଲେ ?

ଉ: ଜିଓନା ଚାନା

୫- ସୂର୍ଯ୍ୟଙ୍କ କିଆରଣ ପୃଥିବୀ ଉପରେ ପଡିବାକୁ କେତେ ସମୟ ଲାଗିଥାଏ ?

ଉ: ୮ ମିନିଟ ୩୦ ସେକେଣ୍ଡ

୬- ସଂସାରରେ ଚାଲିଥିବା ସବୁଠୁ ବଡ ସମସ୍ଯା କଣ ଅଟେ ?

ଉ: ଜନସଂଖ୍ୟା ବୃଦ୍ଧି

୭- କେଉଁ ଦେଶର ଲୋକମାନେ ଭାରତରେ ବୁଲି ପାରିବେ ନାହିଁ ?

ଉ: କୋରିଆ

୮- ଏକ ସମୟରେ ଦୁଇଟି ଦିଗରେ କେଉଁ ଜୀବ ଦେଖି ପାରେ ?

ଉ: ଏଣ୍ଡୁଅ

୯- ଭାରତୀୟ ପୋଲିସରେ କେଉଁ ପଦ ସବୁଠୁ ବଡ ଅଟେ ?

ଉ: ୟୁଡ଼ିପି ପଦ

୧୦- କେଉଁ ପଶୁକୁ ମରୁଭୂମିର ଜାହାଜ ବୋଲି କୁହାଯାଏ ?

ଉ: ଓଟ

୧୧- ଭାରତର କେଉଁ ରାଜ୍ୟରେ ସର୍ବ ପ୍ରଥମେ ସୁର୍ଜ୍ୟୋଦୟ ହୁଏ ?

ଉ: ଆନ୍ଧ୍ରପ୍ରଦେଶ ରେ

୧୨- ଦୁନିଆର ସବୁଠୁ ଛୋଟ ଯୁଦ୍ଧ କେତେ ସମୟ ପର୍ଯ୍ୟନ୍ତ ଚାଲିଥିଲା ?

ଉ: ୩୮ ରୁ ୪୦ ମିନିଟ ଯାଏ

୧୩- ବିଶ୍ଵର କେଉଁ ଦେଶରେ ୩ଟି ରାଜଧାନୀ ରହିଛି ?

ଉ: ସାଉଥ ଆଫ୍ରିକା

୧୪- ଭାରତର କେଉଁ ପ୍ରଧାନମନ୍ତ୍ରୀ କୁଆଁରା ଥିଲେ ?

ଉ: ଅଟଳ ବିହାରୀ ବାଜପେୟୀ

୧୫- କେଉଁ ଜିନିଷ ଖାଲି ପେଟରେ ଖାଇଲେ ଓଜନ ବଢେ ?

ଉ: ଦହି ଏବଂ ଆଳୁ

୧୬- କେଉଁ ପକ୍ଷୀ ପଛୁଆ ଉଡିପାରେ ?

ଉ: ହମିଙ୍ଗ ବାର୍ଡ

୧୭- ସିମ କାର୍ଡର ଏକ ପାର୍ଶ୍ଵ କାହିଁକି କଟା ହେଲା ପରି ଥାଏ ?

ଉ: ସଠିକ ପାର୍ଶ୍ଵକୁ ଚିହ୍ନିବା ପାଇଁ

୧୮- ଏମିତି କେଉଁ ଜିନିଷ ଅଛି ଯାହା ଦୌଡି ଥାଏ କିନ୍ତୁ ଚାଲେ ନାହିଁ ?

ଉ: ଇଞ୍ଜିନ

୧୯- କେଉଁ ସାଲରେ ବଙ୍ଗଳାରେ ଅକାଳ ପଡିଥିଲା ?

ଉ: ୧୭୭୦ରେ

୨୦- ତାଜମହଲକୁ ଦେଖିବା ପାଇଁ ଗୋଟିଏ ଦିନରେ କେତେ ଲୋକ ଆସନ୍ତି ?

ଉ: ୨୦ ହଜାରରୁ ମଧ୍ୟ ଅଧିକ ଲୋକ

୨୧- କେଉଁ ପ୍ରାଣିର ହୃଦୟ ତାର ମୁଣ୍ଡରେ ଥାଏ ?

ଉ: ଚିଙ୍ଗୁଡି

୨୨- କେଉଁ ପ୍ରାଣିର ମୁଣ୍ଡ କ-ଟି-ବା ପରେ ମଧ୍ୟ ସେ ଜୀବିତ ରହିପାରେ ?

ଉ: ଅସରପା

୨୩- ଗରମ ଦିନେ କେଉଁ ଫଳ ସବୁଠୁ ଅଧିକ ଫଳିଥାଏ ?

ଉ: ଆମ୍ବ

୨୪- କେଉଁ କାରଣରୁ ଦୁଧ ସ୍ଵାଦ ଲାଗେ ?

ଉ: ଶର୍କରା ଥିବା ଯୋଗୁଁ

୨୫- ୫ଟି ଅମୃତଭଣ୍ଡା କୁ କାଟିବା ଓ ଭାଙ୍ଗିବା ବିନା ୧୦ ଜଣ ଲୋକ କେମିତି ବାଣ୍ଟିବେ ?

ଉ: ଅମୃତଭଣ୍ଡାରୁ ଶେକ(shake) ବନେଇ

ଆଶ କରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।