ବିନା ପ୍ୟାଣ୍ଟ ପିନ୍ଧି ହିଁ ଭ୍ୟାନିଟି ଭ୍ୟାନରୁ ତଳକୁ ଓଲ୍ହାଇଲେ Mouni Roy, ଭିଡିଓ ହେଉଛି ଭାଇରାଲ

ନାଗିନ ଅଭିନେତ୍ରୀ ମୌନୀ ରୟ ନିଜର ଫଟୋ କାରଣରୁ ଚର୍ଚାର ଅଂସ ହୋଇ ରହିଥାନ୍ତି । ଏହା ଛଡା ସେ ସୋସିଆଲ ମିଡିଆରେ ବି ବହୁତ ଏକ୍ଟିବ ରହିଥାନ୍ତି । ସୋସିଆଲ ମିଡିଆରେ ତାଙ୍କର ଭଲ ଫ୍ୟାନ ଫୋଲିଙ୍ଗ ବି ଅଛି । ମୌନୀ ରୟ ପ୍ରାୟତଃ ନିଜର ବୋଲ୍ଡ ଓ ଷ୍ଟାଇଲିସ ଫଟୋ ପୋଷ୍ଟ କରିଥାନ୍ତି । ଏମିତିରେ ଏହି ଅଭିନେତ୍ରୀଙ୍କର ନୂଆ ଫଟୋ କିଛି ସୋସିଆଲ ମିଡିଆରେ ହଙ୍ଗାମା କରି ଦେଇଛନ୍ତି । ଏହି ଫଟୋରେ ମୌନୀ ରୟ ଧଲା ରଙ୍ଗର ଟ୍ରାଂସପାରନେଟ ଶାଢୀରେ ବହୁତ ହଟ ନଜର ଆସୁଛନ୍ତି ।

କିନ୍ତୁ ଯଦି ଭାଇରାଲ ହେଉଥିବା ଭିଡିଓ ବିଷୟରେ କହିବ ତେବେ ମୌନୀ ରୟ ଏହି ଭିଡିଓରେ ବିନା ପ୍ୟାଣ୍ଟରେ ନଜର ଆସୁଛନ୍ତି । ଯେମିତି ହିଁ ମୌନୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଗଲା ତେବେ ଏହା ଦେଖୁ ଦେଖୁ ଭାଇରାଲ ବି ହୋଇଗଲା ।

କହିଦେଉଛୁ କି ମୌନୀ ରୟଙ୍କୁ ମୁମ୍ବାଇରେ ଅବସ୍ଥିତ ଫିଲ୍ମସ୍ତାନର ଷ୍ଟୂଡିଓ ବାହାରେ ସ୍ପଟ କରାଯାଇଛି । ଏହି ସମୟରେ ମୌନୀ ରୟ ଗୋଟିଏ କଳା ରଙ୍ଗର ମିନି ଡ୍ରେସ ପିନ୍ଧି ଥିଲେ । ଯେଉଁ କାରଣରୁ ମୌନୀ ରୟ ବହୁତ ବୋଲ୍ଡ ଦେଖାଯାଉଥିଲେ । କିନ୍ତୁ କିଛି ୟୁଜର ମୌନୀ ରୟଙ୍କର ଏହି ଲୁକକୁ ଦେଖି କମେଣ୍ଟ କରିଲେ କି ପୁଣି ଥରେ ମୌନୀ ରୟ ନିଜର ପ୍ୟାଣ୍ଟ ପିନ୍ଧିବା ଭୁଲି ଯାଇଛନ୍ତି ।

 

View this post on Instagram

 

A post shared by mon (@imouniroy)

କହିଦେଉଛୁ କି କିଛି ସମୟ ପୂର୍ବରୁ ବି ମୌନୀ ରୟ ଗୋଟିଏ ଫଟୋରେ ସେ ସାଇକେଲରେ ବସିଥିବାର ନଜର ଆସୁଥିଲେ । ଏହି ଫଟୋରେ ସେ ପ୍ୟାଣ୍ଟଲେସ ଅବତାର ଦେଖିବାକୁ ମିଳିଥିଲା । କହିବାକୁ ଗଲେ ମୌନୀ ରୟ କୁର୍ତି ତଳେ ପ୍ୟାଣ୍ଟ ପିନ୍ଧି ନ ଥିଲେ । ଏହା ଛଡା ବର୍ତ୍ତମାନ କିଛି ଦିନ ହେବ ମୌନୀ ରୟଙ୍କୁ ଡାନ୍ସ କ୍ଳାସ ବାହାରେ ସ୍ପଟ କରାଯାଉଛି ।

ଏହା ଛଡା କହିଦେଉଛୁ କି ମୌନୀ ରୟ କିଛି ଦିନ ତଳେ ନିଜର ଜବରଦସ୍ତ ଫୋଟସୁଟ କିଛି ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ମୌନୀ ରୟ ଶାଢୀ ସହିତ ମ୍ୟାଚିଙ୍ଗ ବ୍ଳାଉଜରେ ନଜର ଆସୁଛନ୍ତି । ଖୋଲା କେସରେ ମୌନ ରୟ ବହୁତ ସୁନ୍ଦର ନଜର ଆସୁଛନ୍ତି । ତାଙ୍କର ଏହି ଫୋଟ ଉପରେ ତାଙ୍କର ଫ୍ୟାନମାନେ ବହୁତ କମେଣ୍ଟ ବି କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।