ଆଜିର ରାଶିଫଳ, 28 ଡିସେମ୍ବର 2020, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତି ହେବ ସୁଦୃଢ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜଙ୍କୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଛାତ୍ରମାନଙ୍କୁ ଆଜି କିଛି ନୂଆ ଶିଖିବାକୁ ମିଳିପାରେ । ଆଜି ପରିବାର ଲୋକମାନଙ୍କ ସହିତ ସମୟ ବିତିବ । ଆଜି ଆପଣଙ୍କ ପରିଶ୍ରମର ଫଳ ମିଳିପାରେ । ଆଜି ଆପଣ ନିଜର ଜୀବନସାଥିଙ୍କ ସହିତ ଭଲ ସମୟ ବିତାଇବେ । ପରିଜନ ତଥା ମିତ୍ରଙ୍କ ସହିତ କୌଣସି ସମାରୋହରେ ଉପସ୍ଥିତ ରହିବେ । ଧନପ୍ରାପ୍ତିର ଯୋଗ ଅଛି । ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିବାର ଯୋଗ ଅଛି । କାରୋବାର ମାଧ୍ୟମ ଧରଣର ରହିବ । ଅନାବଶ୍ୟକ ଖର୍ଚ ଅଧିକ ହେବ । ଯାହା ଦ୍ଵାରା ଆର୍ଥିକ ସ୍ଥିତି କମଜୋର ହୋଇପାରେ ।

ବୃଷ

ଆଜି କୌଣସି କାର୍ଯ୍ୟର ଯୋଜନା କରିବାରେ ସଫଳ ହେବେ ଓ ପରିଶ୍ରମର ପୁରା ଲାଭ ମିଳିବ । ଚିନ୍ତା କରିଥିବା ସବୁ କାମ ପୁରା ହୋଇଯିବ । ଆଜି ଆପଣଙ୍କ ଦିନ ଆରମ୍ଭ ସମୟରେ ବିଲକୁଲ ସଠିକ ରହିବ । ଆଜି ଆପଣଙ୍କ କାର୍ଯ୍ୟକୁଶଳତା ବଢିପାରେ । ଧନ ଲାଭ ହୋଇପାରେ । ଭାଗ୍ୟଦୋୟ କରିବା ବାଲା କୌଣସି ଘଟଣା ହୋଇପାରେ । ଆଜି ଆପଣଙ୍କ କୌଣସି ବନ୍ଧୁଙ୍କ ସହିତ ସମୟ ବ୍ୟତୀତ କରିବେ । ବ୍ୟବସାୟିକ ଗତିବିଧି ଭଲ ଚାଲିବ ଓ କାର୍ଯ୍ୟରେ ବି ସଫଳତା ମିଳିବ ।

ମିଥୁନ

ଅଫିସରେ ଆଜି ଆପଣଙ୍କ କାମ ବଢିପାରେ । ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଭଲ କ୍ଳାନ୍ତ ଅନୁଭବ କରିବେ । ଆର୍ଥିକ ଦ୍ରୁଷ୍ଟିରୁ ଆଜିର ଦିନ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ । ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ସନ୍ତାନ ତରଫରୁ ଖୁସି ଖବର ମିଳିପାରେ । ବ୍ୟବସାୟିକକ କ୍ଷେତ୍ରରେ ଅପେକ୍ଷିତ ସଫଳତା ମିଳିବାର ସମ୍ଭାବନା ଅଛି । ପାର୍ଟନରଶିପ ବ୍ୟବସାୟରେ ଓ ଆର୍ଥିକ ଯୋଜନାରେ ନିବେଶ କରିବା ଠାରୁ ବଞ୍ଚାନ୍ତୁ । ଆଜି ଆପଣଙ୍କ ବ୍ୟବହାର ପରିବାରରେ ବିବାଦ ଆଣିପାରେ ।

କର୍କଟ

ଏହି ରାଶିର ଲୋକମାନଙ୍କ କାର୍ଯ୍ୟ କ୍ଷେତ୍ରରେ ବାଧା ଆସିପାରେ । ନିଜର ସଫଳତା ମଧ୍ୟରେ ବାଧା ଆସିପାରେ । ଆଜି ଆପଣଙ୍କୁ ଆର୍ଥିକ ରୂପରେ ଲାଭ ମିଳିପାରେ । ବାହାଘରର ଯୋଗ ଅଛି । ଆଜି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ପିତାଙ୍କ ସହଯୋଗ ମିଳିପାରେ । କୌଣସି ପୁରୁଣା ମିତ୍ରାଙ୍କ ସହ ଭେଟ ହୋଇପାରେ । ଧନ ଲାଭ ହୋଇପାରେ । କୌଣସି ଉପହାର ପ୍ରାପ୍ତି ହୋଇପାରେ । କାମ ଅଧିକ କରିବେ ।

ସିଂହ

ଆଜି କୌଣସି ବଡ ଅଫର ମିଳିବା ଦ୍ଵାରା ଧନ ଲାଭ ହୋଇପାରେ । ଆପଣଙ୍କୁ କୌଣସି ବ୍ୟକ୍ତି ସାହାର୍ଯ୍ୟ କରିପାରେ । ଆଜି କୌଣସି ବନ୍ଧୁ, ପରିଚିତ ବ୍ୟକ୍ତି କିମ୍ବା ସମ୍ପର୍କୀୟ ବ୍ୟକ୍ତି ପାଇଁ ଲାଭଦାୟକ ପ୍ରମାଣିତ ହେବେ । ଆପଣଙ୍କ କୌଣସି ବଡ ସମସ୍ୟାର ସମାଧାନ ହୋଇପାରେ । କାରୋବାର ବିସ୍ତାର କରିବାରେ ନୂଆ ଯୋଜନା କରିବେ ଓ ସେଥିରେ ସଫଳତା ବି ମିଳିବ । ବ୍ୟବସାୟିକ ଗତିବିଧିରେ ସଫଳତା ମିଳିବା ଦ୍ଵାରା ଧନ ଲାଭର ସ୍ଥିତି ରହିବ ଓ ଆର୍ଥିକ ସ୍ଥିତି ମଜବୁତ ହେବ । ଆକସ୍ମିକ ଧନ ଲାଭ ପ୍ରବଳ ଯୋଗ ଅଛି ।

କନ୍ୟା

କୌଣସି ଅଟକିଥିବା କାର୍ଯ୍ୟ ସହଜରେ ପୁରା ହୋଇଯିବ । ଅଫିସରେ ଆଜି ସିନିୟରଙ୍କ ସହ କଥାବାର୍ତ୍ତା କରି ପାରିବେ । ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି, ଚାକିରି ଓ ଇଣ୍ଟରଭିୟୁରେ ସଫଳତା ମିଳିବାର ଆସାର ଅଛି । କୌଣସି ଯାତ୍ରା କରିବାର ସମ୍ଭାବନା ଅଛି । ଭାଇ ଓ ପିତାଙ୍କ ବ୍ୟାପାରରେ ମହତ୍ଵ ପୂର୍ଣ ସହଯୋଗ ମିଳିପାରେ । ପାରିବାରିକ ଜୀବନ ସୁଖମୟ ରହିବ । ବ୍ୟବସାୟିକ ଗତିବିଧି ସଫଳ ହେବ ଓ କାର୍ଯ୍ୟ କ୍ଷେତ୍ରରେ ଆନନ୍ଦର ବାତାରବାରଣ ରହିବ ।

ତୁଳା

ଆଜି ସେହି ପରିସ୍ଥିତି ଠାରୁ ବଞ୍ଚନ୍ତୁ, ଯେଉଁଥିରେ ଆପଣଙ୍କୁ ଅସୁବିଧା ଅନୁଭବ ହୋଇପାରେ । ଆଜି ଆପଣଙ୍କ ଚିନ୍ତାଧାରା ସକାରାତ୍ମକ ରଖନ୍ତୁ ଓ ବେକାର କଥା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । ଆଜି ଆପଣ କୌଣସି ଯାତ୍ରା ଉପରକୁ ଯାଇ ପାରନ୍ତି । କୌଣସି ଖୁସି ଖବର ମିଳିପାରେ । ଅଟକିଥିବା କାର୍ଯ୍ୟ ପୁରା ହୋଇପାରେ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ଭାଗ୍ୟର ବି ଆଜି ଆପଣଙ୍କ ସାଥ ମିଳିପାରେ । ବ୍ୟବସାୟ କ୍ଷେତ୍ରରେ ଛୋଟ ମୋଟ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ବିଚ୍ଛା

ଆଜି ଜୀବନସାଥିଙ୍କ ଠାରୁ କିଛି ଉପହାର ମିଳିପାରେ । ଘରେ ଖୁସିର ପରିବେଶ ରହିବ । ସନ୍ତାନ ପକ୍ଷରୁ କିଛି ଉପହାର ମିଳିପାରେ । ଆଜି ଆପଣଙ୍କୁ ମାନ ସମ୍ମାନ ମିଳିପାରେ । ଆଜି ଆପଣଙ୍କୁ ନିଜର ବ୍ୟବସାୟରେ ସଫଳତା ମିଳିପାରେ । ଚାକିରିରେ ଅଫିସରମାନଙ୍କ ସହଯୋଗ ମିଳିପାରେ । ଘରେ କୌଣସି ଅତିଥି ଆସି ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ସ୍ଥିତି ଭଲ ରହିବ । ଏହା ସହିତ ସମ୍ପର୍କୀୟଙ୍କ ସହ ଜଡିତ ହୋଇଥିବା କାର୍ଯ୍ୟରେ ବାଧା ରହିବ । କାର୍ଯ୍ୟ କ୍ଷେତ୍ରରେ ପ୍ରତିକୂଳ ସ୍ଥିତି ରହିବ ।

ଧନୁ

ପୁରା ଦିନ ବ୍ୟସ୍ତ ରହିବେ । ଯାହା ଦ୍ଵାରା କ୍ଳାନ୍ତ ଅନୁଭବ କରିବେ । ଆପଣଙ୍କୁ ଆଜି କିଛି ମାମଲାରେ ଭଲ ପରିଣାମ ମିଳିବ । ମନରେ କୌଣସି ଆଶଙ୍କା ଆସିପାରେ । ପରିଶ୍ରମ ଅନୁସାରେ ସଫଳତା କମ ଓ କୌଣସି କଥାକୁ ନେଇ ଚିନ୍ତା ହୋଇପାରେ । ଧନ ଲାଭ ହୋଇପାରେ । କିନ୍ତୁ ଆଜି କୌଣସି ବଡ ନିଷ୍ପତି ନେବା ପୂର୍ବରୁ ଅଳ୍ପ ସମୟ ନିଅନ୍ତୁ । ପୁରୁଣା କୌଣସି କଥା କାରଣରୁ ଆଜି ଚିନ୍ତିତ ରହି ପାରନ୍ତି । କିଛି ମାମଲାକୁ ସମାଧାନ କରିବା ପାଇଁ ଆପଣଙ୍କୁ କଷ୍ଟ ହୋଇପାରେ ।

ମକର

କିନ୍ତୁ କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ ରହିବ ଓ କଠିନ ପରିଶ୍ରମ କରିବାକୁ ପଡିବ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ସବନ୍ଧିତ ଚିନ୍ତା ବଢିପାରେ । ଆଜି କୌଣସି ବି ନିଷ୍ପତି ନେବା ଠାରୁ ବଞ୍ଚନ୍ତୁ । ପାରିବାରିକ ସମସ୍ୟା କାରଣରୁ ଆଜିର ଦିନ ଅଳ୍ପ ସମସ୍ୟା ଭରା ରହିପାରେ । ଏହି ରାଶିର ଲୋକମାନେ ନୂଆ କାମରେ ଟଙ୍କା ଲଗାନ୍ତୁ ନାହିଁ ନଚେତ କ୍ଷତି ହୋଇପାରେ । ଆଜି ଦିନ ସାରା ବ୍ୟସ୍ତ ରହିବେ । କାର୍ଯ୍ୟରେ ସଫଳତା ମିଳିବ ଯାହା ଦ୍ଵାରା ଆପଣ ପ୍ରସନ୍ନ ରହିବେ । କିନ୍ତୁ ଶାରୀରିକ ରୂପରେ କ୍ଳାନ୍ତ ଅନୁଭବ କରିବେ ।

କୁମ୍ଭ

କିନ୍ତୁ ନିଜର ପ୍ରୟାସ ଓ ସହକର୍ମୀଙ୍କ ସାହାର୍ଯ୍ୟ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । କାରୋବାରରେ ଧନଲାଭର ସ୍ଥିତି ଅଛି । ଚିନ୍ତା ବଢିପାରେ । କାମର ବୋଝ ବଢିପାରେ । ପିଲାମାନଙ୍କ ସହିତ ଆପଣଙ୍କ ବିବାଦ ହୋଇପାରେ । ଆଜି ଆପଣଙ୍କ ଭୂମି ବିବାଦ ହୋଇପାରେ । ପରିବାରରେ ଆପଣଙ୍କ କଥାର ମହତ୍ଵ କମ ହୋଇପାରେ । ଆପଣଙ୍କୁ ନିଜର କାର୍ଯ୍ୟଶୈଳୀର ପରିବର୍ତ୍ତନ ଆସିପାରେ । ଖରାପ ଅଭ୍ୟାସକୁ ତ୍ୟାଗ କରନ୍ତୁ । ଏହି ସମୟରେ ବଡ ଲକ୍ଷକୁ ପ୍ରାପ୍ତ କରିବେ ।

ମୀନ

ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ । ଯଦି ଆପଣ କେଉଁ ସ୍ଥାନରେ ନିବେଶ କରୁଛନ୍ତି ତେବେ ବୁଝି ସୁଝି ନିବେଶ କରନ୍ତୁ । ଆର୍ଥିକ ସ୍ଥିତି ଖରାପ ରହିବା କାରଣରୁ ମାନସିକ ଚିନ୍ତା ବଢିପାରେ, କୌଣସି ବଡ ରହସ୍ୟ ପୂର୍ଣ ତଥ୍ୟ ଶୁଣିବାକୁ ମିଳିପାରେ । ଏହି ରାଶିର ଲୋକମାନେ ଯଦି ସୂଚନା ପ୍ରସାରଣ କ୍ଷେତ୍ର ସହ ଜଡିତ ଅଛନ୍ତି ତେବେ ଆପଣଙ୍କୁ କୌଣସି ବଡ ସସ୍ଥାରୁ ଅଫର ଆସିପାରେ । କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ଧନଲାଭ ସ୍ଥିତି ରହିବ  ଆର୍ଥିକ ସ୍ଥିତି ମଜବୁତ ରହିବ । ଆଜି ଆପଣ କୌଣସି ପ୍ରକାରର ରିସ୍କ ନେଇ ପାରନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।